ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Swagatika91, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୮, ୬ ଅକ୍ଟୋବର ୨୦୧୫ (UTC)

ଧନ୍ୟବାଦ ସମ୍ପାଦନା

  ଧନ୍ୟବାଦ
ଓଡିଆ ଉଇକିପିଡିଆକୁ ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ। ଅବଦାନ ଜାରି ରଖନ୍ତୁ । Hpsatapathy (ମୋ ଆଲୋଚନା) ୦୨:୨୪, ୧୬ ଅକ୍ଟୋବର ୨୦୧୫ (UTC)
କପ୍‌ଟି ପାଇଁ ଓ ପ୍ରୋତ୍ସାହ ପାଇଁ ଧନ୍ୟବାଦ

କିଛି ପ୍ରସ୍ତାବ ସମ୍ପାଦନା

ନମସ୍କାର ଉଇକିପିଡିଆରେ ବଡ ପ୍ରସଙ୍ଗଟିଏ ଲେଖୁଥିବାରୁ ଆପଣଙ୍କୁ ଧନ୍ୟବାଦ । ଆପଣ ନୂଆ କି ପୁରୁଣା ବ୍ୟବହାରକାରୀ ମୁଁ ଜାଣିନି । କିଛି ପ୍ରସ୍ତାବ ଦଉଛି କାମରେ ଆସିପାରେ।

  1. ଯଦି ଆପଣ ଚାହୁଁଛନ୍ତି କି କେନେଡି ପୃଷ୍ଠାଟି କେହି ନ ବଦଳାନ୍ତୁ ତ ସେଥିରେ {{ତିଆରି ଚାଲିଛି}} ଛାଞ୍ଚଟି ପକେଇଦିଅନ୍ତୁ ।
  2. ଯେତେବେଳେ ଆପଣ କିଛି ମତାମତ ବା ପ୍ରଶ୍ନ ବା ଅନ୍ୟକିଛି ପ୍ରସଙ୍ଗ ବାହାରର ଜିନିଷ ଲେଖୁଛନ୍ତି ବା ଯେଉଁଠି ଦସ୍ତଖତ କରୁଛନ୍ତି ସେଠି ନିଜ ନାମକୁ ସିଏସଏସରେ ସ୍ଟାଇଲରେ ନ ଲେଖି ଉଇକିପିଡିଆ ଏଡିଟରରେ ଥିବା signature ବଟନ ବ୍ୟବହାର କଲେ ଭଲ ହେବ । ଆପଣ ପସନ୍ଦକୁ ଯାଇ ନିଜ signature ସ୍ଟାଇଲ କରିପାରିବେ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୮:୫୭, ୧୬ ଅକ୍ଟୋବର ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--ଆଦିତ୍ୟ ମହାର (ଆଲୋଚନା) ୦୫:୦୯, ୨୧ ଅକ୍ଟୋବର ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାରରେ ବିଭିନ୍ନ ବିଷୟରେ ମତାମତ ଦେବା ବାବଦରେ ସମ୍ପାଦନା

IRC ଆଲୋଚନାରେ ଭାଗ ନେବାରୁ ଅଶେଷ ସାଧୁବାଦ । ଆପଣ ସେଠାରେ କିପରି ନିଜ ମତ ଉଇକିପାଠାଗାରର ଏ ପୃଷ୍ଠାରେ ବାଢ଼ିବେ ଲେଖିଥିଲେ । ଆପଣ ଯଦି ସାମୁହିକ ଆଲୋଚନାଟେ ଚାହୁଁଛନ୍ତି ତାହେଲେ ଉଇକିପାଠାଗାର ଆଲୋଚନା ସଭା ରେ ଲେଖିଲେ ବେଶି ଲୋକଙ୍କ ଆଖିରେ ପଡ଼ିବ ।--ସୁଭାସିସ ପାଣିଗାହି (ଆଳାପ) ୧୫:୩୪, ୨୯ ନଭେମ୍ବର ୨୦୧୫ (UTC)

  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୦:୧୫, ୮ ମାର୍ଚ୍ଚ ୨୦୧୬ (IST)Reply