ବିକେ ଶଶିକଳା ପ୍ରସଙ୍ଗରେ ଆପଣଙ୍କ ଅନୁବାଦ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Snthilakammarist2, ଧନ୍ୟବାଦ – ~~~~

ନିକଟରେ ଆପଣ ଦୁଇଟି ଭିନ୍ନ ଭିନ୍ନ ଖାତାରୁ ବିକେ ଶଶିକଳା ପ୍ରସଙ୍ଗରେ ବହୁବାର ଦରକାର ନଥାଇ ବଦଳାଇଛନ୍ତି । ଆପଣଙ୍କ ବଦଳ ସମ୍ଭବତଃ ଗୁଗୁଲ ଟ୍ରାନ୍ସଲେଟ ଭଳି କୌଣସି ମେସିନ ଟ୍ରାନ୍ସଲେସନ ଇଞ୍ଜିନ ସହାୟତାରେ ଓ ସେଭଳି ଅନୁବାଦ ବିନା ସମ୍ପାଦନାରେ ସିଧା ଉଇକିପିଡ଼ିଆରେ କପିକରିବା ଏହି ପ୍ରକଳ୍ପର ନୀତି ବିରୁଦ୍ଧ । ଏଣୁ ଏଥିରୁ ବିରତ ରହି ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ସମ୍ପାଦନାରେ ଭାଗନେବା ପାଇଁ ଅନୁରୋଧ । ବାରମ୍ବାର ନକରାତ୍ମକ ସମ୍ପାଦନା କଲେ ଆପଣଙ୍କ ଖାତା ସାମୟିକ/ସମ୍ପୂର୍ଣ୍ଣ ଅଟକାଯାଇପାରେ । ସୁଭ (ଆଳାପ) ୨୧:୧୮, ୩ ଜାନୁଆରୀ ୨୦୨୨ (IST)Reply

ଶେଷ ଚେତାବନୀ ସମ୍ପାଦନା

ଆଗର ଚେତାବନୀକୁ ଅଣଦେଖା କରି ଆପଣ ନିକଟରେ ବିନା ଆଲୋଚନାରେ କରିଥିବା ବଦଳ ଉଇକିପିଡ଼ିଆ:ନିୟମାବଳୀ ବିରୁଦ୍ଧ । ଏହା ଆପଣଙ୍କୁ ଶେଷ ଚେତାବନୀ । ଏହାପରେ ଆପଣଙ୍କଦ୍ୱାରା ସମାନ ଧରଣର ସମ୍ପାଦନା ଜାରିରହିଲେ ଆପଣଙ୍କ ଉଇକିପିଡ଼ିଆ ଆକାଉଣ୍ଟ ଅଟକାଇବାକୁ ବାଧ୍ୟ ହେବୁ । ସୁଭ (ଆଳାପ) ୧୧:୪୪, ୫ ଜାନୁଆରୀ ୨୦୨୨ (IST)Reply

ମ୍ୟାଡାମ୍ ମୁଁ ସାସିକାଲା mam ସହିତ କଥା ହେବି ମୁଁ ତାଙ୍କ ଇତିହାସ ଜାଣିଛି କାରଣ ମୁଁ ଉଇକିପିଡ଼ିଆକୁ ଏଡିଟ୍ କରେ ଠିକ୍? Snthilakammarist2 (ମୋ ଆଲୋଚନା) ୧୨:୧୧, ୫ ଜାନୁଆରୀ ୨୦୨୨ (IST)Reply