କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ପାଛୋଟା!
ଓଳିଗି, Sarbejoy padhi ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିନ୍ହ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୧୨:୪୪, ୩୦ ମାର୍ଚ ୨୦୧୨ (UTC)

ଆପଣ ଉଇକିପିଡ଼ିଆରେ ଲେଖିବାକୁ କିଛି ସହଯୋଗ ଲୋଡୁଛନ୍ତି କି?? ସମ୍ପାଦନା

 
ଆଦରର Sarbejoy padhi!,

{{ safesubst:#if: |{{{message}}}| ଆପଣ ଉଇକିପିଡ଼ିଆରେ ଲେଖିବା ବାବଦରେ ଏକ କର୍ମଶାଳାରେ ଯୋଗ ଦେଇଥିଲେ ।

♦ ଯଦି ଆପଣଙ୍କୁ କୌଣସି ପ୍ରକାରର ସହଯୋଗ ଲୋଡ଼ା ତେବେ ଦୟାକରି ଏହି ଲିଙ୍କକୁ ଯାଆନ୍ତୁ: ଚାଟସଭା
ଯଦି ଆପଣ କି ପ୍ରକାରର ପ୍ରସଙ୍ଗ ଲେଖିବେ ତାହା ଜାଣିପାରୁନାହାନ୍ତି ତେବେ ଏଠାରେ ଆପଣଙ୍କ ପାଇଁ ପାଞ୍ଚୋଟି ନମୁନା ରହିଲା: ଅନୁଗୋଳ, ନାଲକୋନଗର, ନାଲକୋ, ଦେଉଳଝରି ଉଷ୍ଣପ୍ରସ୍ରବଣ ଓ [[ବିଜୁ ପଟ୍ଟନାୟକ] ।
♦ ଉପରେ ଥିବା ଲିଙ୍କରେ କ୍ଲିକ କରି ପ୍ରସଙ୍ଗଟି ପଢ଼ନ୍ତୁ, ସେଥିରେ କିଛି ଭୁଲ ଥିଲେ ବାଛନ୍ତୁ, ଏହାକୁ ବଦଳାନ୍ତୁରେ କ୍ଲିକ କରନ୍ତୁ, ତହିଁରେ କିଛି ଉପଯୋଗୀ ତଥ୍ୟ ଯୋଡ଼ନ୍ତୁ ଓ ଏକ ପ୍ରମାଣଯୋଗ୍ୟ ମୂଳ ଆଧାର ଯହିଁରୁ ଆପଣ ସେହି ତଥ୍ୟ ନେଇଛନ୍ତି ତାହାର ବିବରଣୀ ଦିଅନ୍ତୁ ।
♦ ଆପଣ କରିଥିବା ବଦଳର ଏକ ଛୋଟ ସାରକଥା ଦିଅନ୍ତୁ ଓ ସାଇତିବେ ରେ କ୍ଲିକ କରି ଲେଖାଟି ସାଇତନ୍ତୁ ।
ଲେଖି ଚାଲନ୍ତୁ!}}

-- ସୁଭ (ଆଲୋଚନା)