ଶ୍ରୀ ମନ୍ଦିର ଲେଖିବା ରେ ଅସୁବିଧା କେଉଁଠି ରହିଲା ଯାହାକୁ ଆପଣ ବଦଳାଇ ଜଗନ୍ନାଥ କରିଛନ୍ତି। --Buddhadeva sahoo (ମୋ ଆଲୋଚନା) ୦୯:୨୨, ୨୪ ଅଗଷ୍ଟ ୨୦୧୫ (UTC)

ବୁଦ୍ଧଦେବ, ଏଇ ବଦଳଟା ଆପେ ଆପେ bot ବ୍ୟବହାର କରି କରାଯାଇଥିଲା । ତେବେ ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ମୂଳ ଲେଖା (ଏଠାରେ ଜଗନ୍ନାଥ ମନ୍ଦିର)ର ବାକି ନାମସବୁ ମୂଳ ଲେଖାରେ ବନ୍ଧନୀ ଭିତରେ ରଖାଯିବ । ଆଉ ବାକି ସବୁଠି ବାକି ନାଁଁ ବଦଳରେ ମୂଳ ନାମ ରହିବ । ତେଣୁ ବିଭିନ୍ନ ଲେଖାରେ ଜଗନ୍ନାଥ ମନ୍ଦିର ଲେଖାଯିବ । ଏଣୁ, ଶ୍ରୀମନ୍ଦିର ଲେଖିବାରେ ଅସୁବିଧା କିଛି ନାହିଁ, କିନ୍ତୁ ଲେଖାଗୁଡ଼ିକରେ ସମତା ରଖିବା ପାଇଁ ଜଗନ୍ନାଥ ମନ୍ଦିର କରାଗଲା, କୌଣସି ଭୁଲ ସୁଧାରିବା ଲାଗି ନୁହେଁ । ଆପଣ ଦୟାକରି ଲେଖା ଜାରିରଖନ୍ତୁ ଆଉ ଏଥି ପାଇଁ ମନ କଷ୍ଟ କରନ୍ତୁ ନାହିଁ । :) --ସୁଭାସିସ ପାଣିଗାହି (ଆଳାପ) ୧୦:୧୨, ୨୪ ଅଗଷ୍ଟ ୨୦୧୫ (UTC)

ଠିକ ଅଛି। --Buddhadeva sahoo (ମୋ ଆଲୋଚନା) ୦୮:୩୭, ୨୮ ଅଗଷ୍ଟ ୨୦୧୫ (UTC)