ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Buddhadeva sahoo, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୩୮, ୨୧ ଫେବୃଆରୀ ୨୦୧୫ (UTC)


ଗୁପ-ଚୁପ ଟିକେ ଖାଆନ୍ତୁ ।

ସମ୍ପାଦନା
  ଓଡିଆ ଉଇକିପିଡିଆ ରେ ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ,

ଛତିଶା ନିଯୋଗ‎ ଲେଖାଟି ପଢିକି ବଢିଆ ଲାଗିଲା । ନବକଳେବର ଗଣସମ୍ପାଦନାରେ ଆପଣଙ୍କ ରୁଚି ଜାଣି ଭଲ ଲାଗିଲା । ଆହୁରି ମଧ୍ୟ ଉଇକିପିଡ଼ିଆ:ନବକଳେବର_ଗଣସମ଼୍ପାଦନାରେ_ତିଆରି_ହେବାକୁଥିବା_ଲେଖା।ରୁ ଆପଣଙ୍କ ପ୍ରସଂଗ ବାଛି ପାରିବେ କିମ୍ବା ନୂଆ ଯୋଡ଼ିପାରିବେ । ଆମ୍ଭେ ଆପଣଙ୍କଠାରୁ ଆହୁରି ସୁନ୍ଦର ସୁନ୍ଦର ପ୍ରସଂଗ ଆଶା କରୁଛୁ । ଏମିତି ଲେଖିଚାଲନ୍ତୁ । ଧନ୍ୟବାଦ । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୯:୨୪, ୧୧ ଜୁଲାଇ ୨୦୧୫ (UTC)

ଧନ୍ୟବାଦ ।--Buddhadeva sahoo (ମୋ ଆଲୋଚନା) ୧୫:୩୦, ୧୧ ଜୁଲାଇ ୨୦୧୫ (UTC)

ନବକଳେବର ଗଣସମ୍ପାଦନାରେ ନିଜ ନାମ ଯୋଡ଼ିବା ଓ ଲେଖୁଥିବା ପ୍ରସଙ୍ଗର ହିସାବ

ସମ୍ପାଦନା

ନବକଳେବର ଗଣସମ୍ପାଦନାରେ ଭାଗ ନେଇ ନୂଆ ନୂଆ ପ୍ରସଙ୍ଗ ଗଢ଼ିବା ଆଉ ପୁରୁଣା ପ୍ରସଙ୍ଗ ସୁଧାରିବାରେ ସକ୍ରିୟ ଭାଗ ନେଉଥିବାରୁ ଅଶେଷ ସାଧୁବାଦ । ଏଠାରେ ନିଜ ନାମ ଲେଖାଇବେ ଆଉ ଏଠାରେ ନିଜ ନାମ ଯୋଡ଼ି ଲେଖୁଥିବା ପ୍ରସଙ୍ଗର ହିସାବ ରଖିବେ । ଏହା ଏକ ପ୍ରତିଯୋଗିତା ହୋଇଥିବାରୁ ନବକଳେବର ଓ ଜଗନ୍ନାଥଙ୍କ ସମ୍ବନ୍ଧିତ ଆପଣଙ୍କ ସମ୍ପାଦନାସବୁର ଆଧାରରେ ଆପଣ ଏଥିରେ ଭାଗ ନେଇପାରିବେ । :) --ସୁଭାସିସ ପାଣିଗାହି (ଆଳାପ) ୨୧:୨୩, ୨୮ ଅଗଷ୍ଟ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ

ସମ୍ପାଦନା

--Jnanaranjan sahu (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ

ସମ୍ପାଦନା
 
ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ

ସମ୍ପାଦନା
  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)