Prasantakumarmangaraj
Joined ୩ ଫେବୃଆରୀ ୨୦୧୭
Latest comment: ୩ ବର୍ଷ ପୂର୍ବେ by ପ୍ରଶାନ୍ତ କୁମାର ମଙ୍ଗରାଜ in topic ରମେଶ ଚନ୍ଦ୍ର ଭଞ୍ଜ ଙ୍କ ଉପରେ ତଥ୍ଯ
ରମେଶ ଚନ୍ଦ୍ର ଭଞ୍ଜ ଓଡିଆ ଶିଶୁସାହିତ୍ୟ ଜଗତର ଉଜ୍ଜ୍ବଳ ତାରା ।
ନମସ୍କାର Prasantakumarmangaraj, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।
ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।
ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?
|
|
ଆପଣ କିପରି ସାହାଯ୍ୟ କରିପାରିବେ:
|
|
ଅଧିକ ଜାଣିବା କଥା...
|
ରମେଶ ଚନ୍ଦ୍ର ଭଞ୍ଜ ଙ୍କ ଉପରେ ତଥ୍ଯ ସମ୍ପାଦନା
ତଥ୍ଯ ପ୍ରଦାନ ପ୍ରଶାନ୍ତ କୁମାର ମଙ୍ଗରାଜ (ମୋ ଆଲୋଚନା) ୧୩:୩୫, ୧୦ ସେପ୍ଟେମ୍ବର ୨୦୨୦ (IST)