ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Asaiodisha, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୫୭, ୧୮ ନଭେମ୍ବର ୨୦୧୪ (UTC)

ସହଜରେ ତାଲିକା ତିଆରି କରିବା ବାବଦରେ ସମ୍ପାଦନା

ପ୍ରିୟ Asaiodisha ବାବୁ ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ପାଇଁ ଆଉଥରେ ସାଧୁବାଦ, ତେବେ ସହଜରେ ଲେଖିବା ନିମନ୍ତେ କିଛି ସୂଚନା ଓ ସେସବୁକୁ ବ୍ୟବହାର କରିବା ନିମନ୍ତେ ଅନୁରୋଧ ।

ସଂଖ୍ୟାଦିଆ ତାଲିକା (numbered list) ତିଆରି କରିବା ପାଇଁ ୧, ୨, ୩, ୪ ବଦଳରେ '''#''' ଚିହ୍ନ ଦିଅନ୍ତୁ, ଏହା ଆପଣଙ୍କର ସମୟ ବଞ୍ଚାଇବ ଓ ନିର୍ଭୁଲ ହେବ । ବ୍ୟବହାରକାରୀ:Asaiodisha/sandbox‎ ପୃଷ୍ଠାରେ ଏହାକୁ ପରଖ କରି ଦେଖିପାରିବେ (ବାମ ପଟେ ଲେଖିଥିବା ୧, ୨, ୩, ୪, ସବୁ ଲିଭାଇ ସେ ସ୍ଥାନରେ # ଲେଖି ଦିଅନ୍ତୁ) । ସେମିତି ଚିହ୍ନଦିଆ ତାଲିକା (bulleted list) ପାଇଁ '''*''' ଦିଅନ୍ତୁ । ତାଲିକା ବାବଦରେ ଅଧିକ ଜାଣିବା ନିମନ୍ତେ ଇଂରାଜୀ ଉଇକିପିଡ଼ିଆର ତାଲିକା ପୃଷ୍ଠାଟି ଦେଖନ୍ତୁ ।
ଯଦି ଆପଣ ଫେସବୁକ ବ୍ୟବହାର କରୁଛନ୍ତି ତେବେ ଅନ୍ୟ ଉଇକିଆଆଳି ମାନଙ୍କୁ ଆପଣ ଏହି ଫେସବୁକ କୋଠରେ ଭେଟିପାରିବେ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୪୪, ୧୯ ନଭେମ୍ବର ୨୦୧୪ (UTC)

Asaiodisha, ଆପଣ ଲେଖିଥିବା ଶ୍ରୀ ସାଇନାଥ ପ୍ରଭାତାଷ୍ଟକ ଏକ ଏନସାଇକ୍ଲୋପିଡ଼ିଆ ବା ଜ୍ଞାନକୋଷଭିତ୍ତିକ ଲେଖା ନୁହେଁ ଏବଂ ଉଇକିପିଡ଼ିଆ ନିୟମାବଳୀ ପରିସରଭୁକ୍ତ ନୁହେଁ । ଏଥି ଲାଗି ମୁଁ ଏହାକୁ ଲିଭାଇ ଦେବାକୁ ମନୋନୀତ କରିଛି । କି କି ପ୍ରସଙ୍ଗ ଲେଖିପାରିବେ ଓ କି କି ପ୍ରସଙ୍ଗ ଲେଖିପାରିବେ ନାହିଁ ତାହା "ଚାଟସଭା"କୁ ଯାଇ ଜାଣିପାରିବେ । ଆଶା ଆଗକୁ ଆପଣ ଉଇକିପିଡ଼ିଆରେ ରହିପାରିବା ଭଳି ପ୍ରସଙ୍ଗ ଗଢ଼ିବେ ଯାହା ଫଳରେ ଆମକୁ ଉକ୍ତ ପ୍ରସଙ୍ଗକୁ ଲିଭାଇବାକୁ ପଡ଼ିବ ନାହିଁ । ଆପଣଙ୍କୁ ଏହା ଲେଖିବାର ୫ ଦିନ ଭିତରେ ଲେଖାଟି ଲିଭାଇଦିଆଯିବ ।

ତେବେ "ଭଞ୍ଜନଗର" ଉପରେ ଲେଖାଟିଏ ଅଛି, ଆପଣ ସେଥିରେ ଅଧିକ ତଥ୍ୟ ଯୋଡ଼ିପାରିବେ । --ସୁଭାସିସ ପାଣିଗାହି (ଆଳାପ) ୧୦:୨୬, ୨୬ ମାର୍ଚ୍ଚ ୨୦୧୫ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--Saileshpat (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)