ପ୍ରେମ ଏଟିଏମ୍

୨୦୨୨ ଓଡ଼ିଆ କଥାଚିତ୍ର

ପ୍ରେମ ଏଟିଏମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁରେନ୍ଦ୍ର ନାରାୟଣ ପ୍ରଧାନ ଓ ନବନିତା ମିଶ୍ର ।[୨] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ସୁଧାଂଶୁ ମୋହନ ସାହୁ କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପ୍ରେମ ଏଟିଏମ୍
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକସୁରେନ୍ଦ୍ର ନାରାୟଣ ପ୍ରଧାନ, ନବନିତା ମିଶ୍ର
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟସୁଧାଂଶୁ ମୋହନ ସାହୁ
କାହାଣୀସୁଧାଂଶୁ ମୋହନ ସାହୁ
କଳାକାରପ୍ରଦୀପ ଦତ୍ତ
ଦିବ୍ୟା ମହାନ୍ତି
ଲିପିକା ସେନାପତି
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଅଭିଜତ ମଜୁମଦା
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକସୌମ୍ୟ ଶୋଭନ ନାୟକ
ମୁକ୍ତିଲାଭ ତାରିଖ
୨୭ ମଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ପ୍ରଦୀପ ଦତ୍ତ, ଦିବ୍ୟା ମହାନ୍ତି ଓ ଲିପିକା ସେନାପତି ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୪][୫][୬] ପ୍ରଦ୍ୟୁମ୍ନ ଲେଙ୍କା, ସ୍ନିଗ୍ଧା ମହାନ୍ତି, ପୃଥ୍ୱୀରାଜ ନାୟକ, ବୀଣା ମହାରଣା, ପ୍ରଜ୍ଞା ଖଟୁଆ, ଗୁଡ୍ଡୁ, ଅନନ୍ତ ନାୟକ, ବିନାୟକ ମିଶ୍ର, ମାନୀ, ନିର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୭]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମଣ୍ଟୁ ଛୁରିଆ, ହ୍ୟୁମାନ ସାଗର, ସ୍ୱୟମ ପାଢ଼ୀ, ତାରିକ୍ ଅଜିଜ୍, ଦିପ୍ତୀରେଖା ପାଢ଼ୀଅମ୍ରିତା ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୯]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଟିଣି ନାଙ୍ଗା ଟିଣି ନାଙ୍ଗା"ମଣ୍ଟୁ ଛୁରୀଆ 
2."ମଧୁବାଲା ହୋ ମଧୁବାଲା"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
3."ପ୍ରେମ ଏଟିଏମ୍"ତାରିକ୍ ଅଜିଜ୍ 
4."ହାଏରେ ମୋର ନୈନା ବଞ୍ଜାରା"ସ୍ୱୟମ ପାଢ଼ୀ 
5."ତୋ ଦିୱାନୀ"ସରୋଜ ପାଢ଼ୀ 
6."ୟେ ହଜୁର୍"ସ୍ୱୟମ ପାଢ଼ୀ, ଅମ୍ରିତା ନାୟକ 

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. "ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା 'ପ୍ରେମ ଏଟିଏମ୍‌' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 22 May 2022. Archived from the original on 29 May 2022. Retrieved 29 May 2022.
  3. "ଆସୁଛି ଲଭ୍‌ ଓ ରୋମାନ୍ସକୁ ନେଇ ଫିଲ୍ମ 'ପ୍ରେମ ଏଟିଏମ୍‌'". ଓ ଟିଭି. ଭୁବନେଶ୍ୱର. 19 June 2019. Archived from the original on 29 May 2022. Retrieved 29 May 2022.
  4. "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  5. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  6. "'ପ୍ରେମ ଏଟିଏମ୍‌'ରେ ଚୁଲବୁଲି ନାୟିକା 'ଲିପିକା'". Prameya. ଭୁବନେଶ୍ୱର. 20 October 2020. Archived from the original on 15 January 2022. Retrieved 15 January 2022.
  7. "ନୂଆ ଓଡ଼ିଆ ସିନେମା 'ପ୍ରେମ ଏଟିଏମ୍‌': ପ୍ରଦୀପଙ୍କ ନାୟିକା ସାଜିଛନ୍ତି ଦିବ୍ୟା - Dharitri". Dharitri Odia News. 14 July 2019. Archived from the original on 29 May 2022. Retrieved 29 May 2022.
  8. "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.
  9. "ମେ ୨୭ରେ 'ପ୍ରେମ ଏଟିଏମ୍', ପ୍ରଦୀପଙ୍କ ଅଭିନୟ ଦେଖିବାକୁ ସୁନ୍ଦରଗଡ଼ରେ ଉତ୍କଣ୍ଠା | Sambad". ସମ୍ବାଦ. ସୁନ୍ଦରଗଡ଼: sambad.in. 24 May 2022. Archived from the original on 29 May 2022. Retrieved 29 May 2022.

ବାହାର ଆଧାର ସମ୍ପାଦନା