ପ୍ରେମ ଏଟିଏମ୍
ପ୍ରେମ ଏଟିଏମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁରେନ୍ଦ୍ର ନାରାୟଣ ପ୍ରଧାନ ଓ ନବନିତା ମିଶ୍ର ।[୨] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ସୁଧାଂଶୁ ମୋହନ ସାହୁ କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ପ୍ରେମ ଏଟିଏମ୍ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ସୁରେନ୍ଦ୍ର ନାରାୟଣ ପ୍ରଧାନ, ନବନିତା ମିଶ୍ର |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ସୁଧାଂଶୁ ମୋହନ ସାହୁ |
କାହାଣୀ | ସୁଧାଂଶୁ ମୋହନ ସାହୁ |
କଳାକାର | ପ୍ରଦୀପ ଦତ୍ତ ଦିବ୍ୟା ମହାନ୍ତି ଲିପିକା ସେନାପତି ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଅଭିଜତ ମଜୁମଦା |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ସୌମ୍ୟ ଶୋଭନ ନାୟକ |
ମୁକ୍ତିଲାଭ ତାରିଖ | ୨୭ ମଇ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରଦୀପ ଦତ୍ତ, ଦିବ୍ୟା ମହାନ୍ତି ଓ ଲିପିକା ସେନାପତି ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୪][୫][୬] ପ୍ରଦ୍ୟୁମ୍ନ ଲେଙ୍କା, ସ୍ନିଗ୍ଧା ମହାନ୍ତି, ପୃଥ୍ୱୀରାଜ ନାୟକ, ବୀଣା ମହାରଣା, ପ୍ରଜ୍ଞା ଖଟୁଆ, ଗୁଡ୍ଡୁ, ଅନନ୍ତ ନାୟକ, ବିନାୟକ ମିଶ୍ର, ମାନୀ, ନିର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୭]
ଅଭିନୟ
ସମ୍ପାଦନା- ପ୍ରଦୀପ ଦତ୍ତ - ପ୍ରେମା
- ଦିବ୍ୟା ମହାନ୍ତି[୮] - ପୂଜା
- ଲିପିକା ସେନାପତି - ଆରାଧନା
- ପ୍ରଦ୍ୟୁମ୍ନ ଲେଙ୍କା
- ସ୍ନିଗ୍ଧା ମହାନ୍ତି
- ପୃଥ୍ୱୀରାଜ ନାୟକ
- ବୀଣା ମହାରଣା
- ପ୍ରଜ୍ଞା ଖଟୁଆ
- ଗୁଡ୍ଡୁ
- ଅନନ୍ତ ନାୟକ
- ବିନାୟକ ମିଶ୍ର
- ମାନୀ
- ନିର
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମଣ୍ଟୁ ଛୁରିଆ, ହ୍ୟୁମାନ ସାଗର, ସ୍ୱୟମ ପାଢ଼ୀ, ତାରିକ୍ ଅଜିଜ୍, ଦିପ୍ତୀରେଖା ପାଢ଼ୀ ଓ ଅମ୍ରିତା ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୯]
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଟିଣି ନାଙ୍ଗା ଟିଣି ନାଙ୍ଗା" | ମଣ୍ଟୁ ଛୁରୀଆ | |
2. | "ମଧୁବାଲା ହୋ ମଧୁବାଲା" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
3. | "ପ୍ରେମ ଏଟିଏମ୍" | ତାରିକ୍ ଅଜିଜ୍ | |
4. | "ହାଏରେ ମୋର ନୈନା ବଞ୍ଜାରା" | ସ୍ୱୟମ ପାଢ଼ୀ | |
5. | "ତୋ ଦିୱାନୀ" | ସରୋଜ ପାଢ଼ୀ | |
6. | "ୟେ ହଜୁର୍" | ସ୍ୱୟମ ପାଢ଼ୀ, ଅମ୍ରିତା ନାୟକ |
ଆଧାର
ସମ୍ପାଦନା- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ "ଖୁବ୍ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ସିନେମା 'ପ୍ରେମ ଏଟିଏମ୍' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 22 May 2022. Archived from the original on 29 May 2022. Retrieved 29 May 2022.
- ↑ "ଆସୁଛି ଲଭ୍ ଓ ରୋମାନ୍ସକୁ ନେଇ ଫିଲ୍ମ 'ପ୍ରେମ ଏଟିଏମ୍'". ଓ ଟିଭି. ଭୁବନେଶ୍ୱର. 19 June 2019. Archived from the original on 29 May 2022. Retrieved 29 May 2022.
- ↑ "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
- ↑ "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
- ↑ "'ପ୍ରେମ ଏଟିଏମ୍'ରେ ଚୁଲବୁଲି ନାୟିକା 'ଲିପିକା'". Prameya. ଭୁବନେଶ୍ୱର. 20 October 2020. Archived from the original on 15 January 2022. Retrieved 15 January 2022.
- ↑ "ନୂଆ ଓଡ଼ିଆ ସିନେମା 'ପ୍ରେମ ଏଟିଏମ୍': ପ୍ରଦୀପଙ୍କ ନାୟିକା ସାଜିଛନ୍ତି ଦିବ୍ୟା - Dharitri". Dharitri Odia News. 14 July 2019. Archived from the original on 29 May 2022. Retrieved 29 May 2022.
- ↑ "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.
- ↑ "ମେ ୨୭ରେ 'ପ୍ରେମ ଏଟିଏମ୍', ପ୍ରଦୀପଙ୍କ ଅଭିନୟ ଦେଖିବାକୁ ସୁନ୍ଦରଗଡ଼ରେ ଉତ୍କଣ୍ଠା | Sambad". ସମ୍ବାଦ. ସୁନ୍ଦରଗଡ଼: sambad.in. 24 May 2022. Archived from the original on 29 May 2022. Retrieved 29 May 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମ ଏଟିଏମ୍