"ହଳଧର ନାଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଲକ୍ଷ: ଉଇକିପିଡ଼ିଆ ଲିଖନଶୈଳୀ ଅନୁସାରେ ନଥିଲା । ବିନା ଆଧାରରେ ତଥ୍ୟ ନଥାଇ ବ୍ୟକ୍ତିଗତ ମତ ଭଳି ଲିଖିତ ଓ ଏଠାରେ ସମ୍ବଲପୁରୀର ସୃଷ୍ଟି ବାବଦରେ ତଥ୍ୟ ଅନାବଶ୍ୟକ । ଏ ପ୍ରସଙ୍ଗଟି କେବଳ କବିଙ୍କ ବାବଦରେ ।
୬୯ କ ଧାଡ଼ି:
 
ହଳଧରଙ୍କ ନାଁରେ "ଲୋକ କବି ରତ୍ନ ହଳଧର ସଂସ୍କୃତି ପରିଷଦ", "ହଳଧର ସାହିତ୍ୟ ସଂସଦ", "ହଳଧର କ୍ଲବ" ଓ "ଲୋକକବି ହଳଧର ବନ ବିଦ୍ୟାଳୟ" ଆଦି ଅନୁଷ୍ଠାନ ଗଢି ଉଠିଛି ।<ref>{{cite news|title=ସାଧାରଣ ମଣିଷର ଅସାଧାରଣ ପ୍ରତିଭା|url=http://epaper.pragativadi.com/newsimg/file/2016-01-28/page-13/2016-01-28-A_02.jpg|accessdate=28 January 2016|newspaper=ପ୍ରଗତିବାଦୀ ୨୮/୦୧/୨୦୧୬ ପୃଷ୍ଠା କ}}</ref>
 
== ଲକ୍ଷ ==
ସମ୍ବଲପୁରୀ ଭାଷାରେ ବହୁତ କମ ଲେଖା ଅଛି । ଏଣୁ ସମ୍ବଲପୁରୀ ଭାଷାକୁ ବିଶ୍ୱ ସ୍ତରରେ ପରିଚିତ କରାଇବା ପାଇଁ ସେ ଶପଥ ନେଇଛନ୍ତି ବୋଲି ହଲଧର କହନ୍ତି । ସମ୍ବଲପୁରୀ ଭାଷା ସଂସ୍କୃତରୁ ହିଁ ସୃଷ୍ଟି । ମାତ୍ର ଉପଯୁକ୍ତ ଭାବେ ବୁଝିବା ପାଇଁ ଲୋକେ ସମର୍ଥ ହେଉନାହନ୍ତି ବୋଲି ହଲଧର କହନ୍ତି । ଯେମିତି ଗାମୁଛାକୁ ସମ୍ବଲପୁରୀ ଭାଷାରେ କୁହାଯାଏ 'କରିଆ'। ସଂସ୍କୃତ ଭାଷାର କର ଧାତୁରୁ କରିଆ ସୃଷ୍ଟି । ଏଭଳି ଉଦାହରଣ ଅନେକ । ତେଣୁ ଏ ସବୁକୁ ଲୋକଲୋଚନକୁ ଆଣିବା ତାଙ୍କ ଲକ୍ଷ ବୋଲି ହଳଧର କୁହନ୍ତି ।{{citation needed}}
 
== ସମ୍ମାନ ==
"https://or.wikipedia.org/wiki/ହଳଧର_ନାଗ"ରୁ ଅଣାଯାଇଅଛି