ବର୍ଷା ମାଇଁ ଡାର୍ଲିଙ୍ଗ୍

୨୦୦୪ର ଓଡ଼ିଆ କଥାଚିତ୍ର
(ବର୍ଷା ମୋ ଡାର୍ଲିଙ୍ଗରୁ ଲେଉଟି ଆସିଛି)

ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ, ବ୍ରଜରାଜ ମୁଭିଜ୍ର ଓଡ଼ିଆଚଳଚ୍ଚିତ୍ର ବର୍ଷା ମାଇଁ ଡାର୍ଲିଙ୍ଗ[୧][୨] ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା । ବସନ୍ତ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ।[୩]

ବର୍ଷା ମାଇଁ ଡାର୍ଲିଙ୍ଗ
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକବସନ୍ତ ନାୟକ
ସଂଳାପ(ସଂଳାପ): ବିଜୟ ମିଶ୍ର
କାହାଣୀବସନ୍ତ ନାୟକ
କଳାକାରଅନୁଭବ ମହାନ୍ତି, ଅଙ୍କିତା ବାନାର୍ଜୀ, ହର ପଟ୍ଟନାୟକ, ଜୟୀରାମ ସାମଲ
ସଙ୍ଗୀତସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ
୨୦୦୪
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ବର୍ଷା ମାଇଁ ଡାର୍ଲିଙ୍ଗ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ବର୍ଷା ମାଇଁ ଡାର୍ଲିଙ୍ଗ’ରେ, ଗୀତ ଲେଖି, ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ସ୍ୱରୂପ ନାୟକ ୤ ‘ବର୍ଷା ମାଇଁ ଡାର୍ଲିଙ୍ଗ’ର ଗୀତଗୁଡ଼ିକରେ କୁମାର ବାପି, ତପୁ ମିଶ୍ର, ଇରା ମହାନ୍ତି, ତୃପ୍ତି ଦାସ ଓ ଟି. ସୌରୀ ପ୍ରମୁଖ କଣ୍ଠଦାନ କରିଥିଲେ ୤

ଦ୍ରଷ୍ଟବ୍ୟ ସମ୍ପାଦନ କରନ୍ତୁ

  1. Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.{{cite news}}: CS1 maint: unrecognized language (link)
  2. ଇଣ୍ଟରନେଟ ମୁଭି ଡାଟାବେସରେ ବର୍ଷା ମାଇଁ ଡାର୍ଲିଙ୍ଗ୍
  3. "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 24 August 2018. Retrieved 24 August 2018.