ବାରାଣସୀ
(ବନାରସରୁ ଲେଉଟି ଆସିଛି)
ବାରାଣସୀ (ବନାରସ ବା କାଶୀ ନାମରେ ମଧ୍ୟ ଜଣା) ଭାରତର ଏକ ପ୍ରାଚୀନ ସହର । ଏହା ଉତ୍ତର ପ୍ରଦେଶ ରାଜ୍ୟର ବାରାଣସୀ ଜିଲ୍ଲାର ମୁଖ୍ୟ ସହର ପ ଗଙ୍ଗାନଦୀ କୂଳରେ ଅବସ୍ଥିତ । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କାଶୀ ବିଶ୍ୱନାଥ ଏଠାରେ ଅବସ୍ଥିତ । ଏଠାକାର ଶ୍ମଶାନଘାଟରେ ମୃତ ହିନ୍ଦୁମାନଙ୍କ ଶବ ଦାହ କରାଯାଏ ।
ବାରାଣସୀ
Bënarës | |
---|---|
ସହର | |
Nickname: The spiritual capital of India | |
ଦେଶ | India |
State | ଉତ୍ତର ପ୍ରଦେଶ |
ଜିଲ୍ଲା | ବାରାଣସୀ |
Government | |
• Mayor | Ram Gopal Mohle (BJP) |
Area | |
• ସହର | 1,550 km2 (600 sq mi) |
Elevation | 80.71 m (264.80 ft) |
Population (2012) | |
• ସହର | ୩୭,୯୪,୧୯୪ |
• Rank | 29th |
• Density | 2,399/km2 (6,210/sq mi) |
• Metro | ୧୫,୯୯,୨୬୦ |
[୨] | |
ଭାଷା | |
• ସରକାରୀ | ହିନ୍ଦୀ ଭାଷା,ଇଂରାଜୀ ଭାଷା , ଉର୍ଦ୍ଦୁ ଭାଷା |
Time zone | UTC+5:30 (IST) |
PIN | 221 001 to** (** area code) |
Telephone code | 0542 |
ଯାନବାହାନ ପଞ୍ଚୀକରଣ | UP 65 |
Sex ratio | 0.926 (2011) ♂/♀ |
ସାକ୍ଷରତା | 77.05 (2011)% |
Website | www |
ଭୌଗୋଳିକ ଅବସ୍ଥିତି
ସମ୍ପାଦନାଇତିହାସ
ସମ୍ପାଦନାଲୋକ ବିଶ୍ୱାସ
ସମ୍ପାଦନାବାରାଣସୀରେ ମୃତ୍ୟୁବରଣ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ କରାଯାଏ ।
ଦର୍ଶନୀୟ ସ୍ଥାନ
ସମ୍ପାଦନାଆଧାର
ସମ୍ପାଦନା- ↑ "Provisional Population Totals, Census of India 2011; Urban Agglomerations/Cities having population 1 lakh and above" (PDF). Office of the Registrar General & Census Commissioner, India. Retrieved 4 April 2012.
- ↑ "Provisional Population Totals Paper 1 : 2011" (PDF). Government of India. Retrieved 12 July 2011.
ବାହାର ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ Varanasi
ବାବଦରେ ମାଧ୍ୟମ ରହିଛି ।
- ବାରାଣସୀ ଜିଲ୍ଲା ସରକାରୀ ୱେବସାଇଟ
- ବାରାଣସୀ at Curlie
Wikivoyage has a travel guide for ବାରାଣସୀ.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |