ଉର୍ଦ୍ଦୁ ଭାଷା
ଦକ୍ଷିଣ ଏସିଆରେ କୁହାଯାଉଥିବା ଭାଷା
ଉର୍ଦ୍ଦୁ ଭାଷା ଭାରତ ଓ ପାକିସ୍ଥାନ ଉଭୟ ଦେଶରେ ସ୍ୱୀକୃତି ପ୍ରାପ୍ତ ଏକ ସରକାରୀ ଭାଷା । ଏହାର ଶବ୍ଦକୋଷ ପାରସୀ ଭାଷା, ଆରବୀ ଭାଷା ଓ ଟର୍କିସ ଭାଷାଦ୍ୱାରା ବିକଶିତ ହୋଇଛି । ମୋଗଲ ସାମ୍ରାଜ୍ୟ ସମୟରେ ୧୫୨୬- ୧୮୫୮ ସମୟ ମଧ୍ୟରେ ଦକ୍ଷିଣ ଏସିଆରେ ଏହାର ବିକାଶ ହୋଇଥିଲା ।
Urdu | |
---|---|
اردو | |
ଉଚ୍ଚାରଣ | Hindustani: [ˈʊrd̪u] |
Native to | ପାକିସ୍ଥାନ, ଭାରତ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] Hindi-Urdu: 490 million[୨] |
Urdu alphabet (Nastaʿlīq script), other | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | Pakistan India (states of ଜମ୍ମୁ ଓ କାଶ୍ମୀର, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ଦିଲ୍ଲୀ) |
Regulated by | National Language Authority (Pakistan); National Council for Promotion of Urdu Language[୪] (India) |
ଭାଷା କୋଡ୍ | |
ISO ୬୩୯-୧ | ur |
ISO ୬୩୯-୨ | urd |
ISO ୬୩୯-୩ | urd |
Linguasphere | 59-AAF-q (with Hindi, |
Areas where Urdu is official or coofficial
(Other) areas where Hindi is official | |
ଇତିହାସ
ସମ୍ପାଦନାଭାଷାର ସୃଷ୍ଟି
ସମ୍ପାଦନାମୁସଲମାନ ଶାସକ ଓ ଧର୍ମପ୍ରଚାରକମାନେ କାଳକ୍ରମେ ହିନ୍ଦୁମାନଙ୍କ ଯୋଗ ଓ ବେଦାନ୍ତ ପ୍ରଭୃତି ଦର୍ଶନଶାସ୍ତ୍ର, ଚିକିତ୍ସାଶାସ୍ତ୍ର ଓ ଜ୍ୟୋତିଷଶାସ୍ତ୍ର ଅଧ୍ୟୟନ ପ୍ରତି ଆକୃଷ୍ଟ ହୋଇଥିଲେ । ଏ ଯୁଗର ଶ୍ରେଷ୍ଠ ଫାର୍ସୀକବି ଅମୀର ଖୁସ୍ରୋ ଭାରତୀୟ କାବ୍ୟ ଅନୁସରଣରେ କାବ୍ୟ ରଚନା କରିଥିଲେ । ଉତ୍ତର ଭାରତର ବହୁପ୍ରଚଳିତ ହିନ୍ଦୀ ଭାଷା ଓ ମୁସଲମାନ ସୁଲତାନମାନଙ୍କ ପୃଷ୍ଠପୋଷକତା ଲାଭ କରୁଥିବା ଫାର୍ସୀଭାଷାର ସମ୍ମିଶ୍ରଣରେ ସେ ଯୁଗରେ ଉର୍ଦ୍ଦୁ ନାମକ ଏକ ନୂତନ ଭାଷା ଉତ୍ପତ୍ତି ଘଟିଥିଲା । ଏହାହିଁ ଭାରତୀୟ ମୁସଲମାନଙ୍କର ପ୍ରଧାନ ଭାଷାରେ ପରିଣତ ହେଲା ଓ ପରବର୍ତ୍ତୀ କାଳରେ ଏଥିରେ ବହୁ ପୁସ୍ତକ ରଚିତ ହୋଇଥିଲା ।
ଆଧାର
ସମ୍ପାଦନା- ↑ Nationalencyklopedin "Världens 100 största språk 2007" The World's 100 Largest Languages in 2007
- ↑ This is the number who understand Urdu, which means Hindi speakers too."A Guide to Urdu". BBC. Archived from the original on 2012-05-25. Retrieved 2012-01-31.
- ↑ ୩.୦ ୩.୧ Hindustani (2005). Keith Brown (ed.). Encyclopedia of Language and Linguistics (2 ed.). Elsevier. ISBN 0-08-044299-4.
{{cite book}}
: Invalid|ref=harv
(help) - ↑ "National Council for Promotion of Urdu Language". Urducouncil.nic.in. Retrieved 2011-12-18.
ବାହାର ତଥ୍ୟ
ସମ୍ପାଦନା- UrduUnicode
- History of Urdu Archived 2020-04-05 at the Wayback Machine. (Urdu Site)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |