ପ୍ରେମୀ ଦିୱାନା
ପ୍ରେମୀ ଦିୱାନା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅୟସକାନ୍ତ ମହାନ୍ତି ।[୨] ଜେମ୍ସ ଶୁକ୍ଳା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ।[୩] ଆନନ୍ଦ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ପ୍ରେମୀ ଦିୱାନା | |
---|---|
ନିର୍ଦ୍ଦେଶକ | ଆନନ୍ଦ କୁମାର |
ପ୍ରଯୋଜକ | ଅୟସକାନ୍ତ ମହାନ୍ତି |
ସଂଳାପ | ଜେମ୍ସ ଶୁକ୍ଳା |
ଚିତ୍ରନାଟ୍ୟ | ଆନନ୍ଦ କୁମାର |
କାହାଣୀ | ଜେମ୍ସ ଶୁକ୍ଳା |
କଳାକାର | ରୁଦ୍ର ପାଣିଗ୍ରାହୀ ସୋଲାଙ୍କି ଭୌମିକ ଗୁଡ୍ଡୁ ପ୍ରିତୀରାଜ ଶତପଥୀ ପୃଥ୍ୱୀରାଜ ନାୟକ |
ସଙ୍ଗୀତ | ଶରତ ଚନ୍ଦ୍ର ପ୍ରଧାନ ପିନାକୀ ପି. ଶ୍ରୀଚନ୍ଦନ |
ଚିତ୍ରଗ୍ରହଣ | ଧିରେନ ସାହୁ |
ସମ୍ପାଦକ | ଧିରେନ ସାହୁ |
ମୁକ୍ତିଲାଭ ତାରିଖ | ୨୧ ସେପ୍ଟେମ୍ବର ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୁଦ୍ର ପାଣିଗ୍ରାହୀ ଓ ସୋଲାଙ୍କି ଭୌମିକ ।[୪] ଗୁଡ୍ଡୁ, ପ୍ରିତୀରାଜ ଶତପଥୀ, ପୃଥ୍ୱୀରାଜ ନାୟକ, ଆର୍.କେ., ନଳିନୀ, କୁନମୁନ, ଅଞ୍ଜନା ଦାସ, ମହେଶ ରାଓ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
ସମ୍ପାଦନା- ରୁଦ୍ର ପାଣିଗ୍ରାହୀ
- ସୋଲାଙ୍କି ଭୌମିକ
- ଗୁଡ୍ଡୁ
- ପ୍ରିତୀରାଜ ଶତପଥୀ
- ପୃଥ୍ୱୀରାଜ ନାୟକ
- ଆର୍.କେ.
- ନଳିନୀ
- କୁନମୁନ
- ଅଞ୍ଜନା ଦାସ
- ମହେଶ ରାଓ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ଚନ୍ଦ୍ର ପ୍ରଧାନ ଓ ପିନାକୀ ପି. ଶ୍ରୀଚନ୍ଦନ ।[୨] ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ଆଶୁତୋଷ ବାରିକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ସଂଗ୍ରାମ ମହାନ୍ତି, ସସ୍ମିତା ବିଶ୍ୱାଳ, ପଙ୍କଜ ଜାଲ, ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ଶଶାଙ୍କ ଶେଖର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ପ୍ରେମୀ ଦିୱାନା" | ଅରୁଣ ମନ୍ତ୍ରୀ | ସଂଗ୍ରାମ ମହାନ୍ତି, ସସ୍ମିତା ବିଶ୍ୱାଳ | |
2. | "ମନ ନେଲୁ ଚୋରେଇ" | ନିଖିଳ ଲିମା | ପଙ୍କଜ ଜାଲ | |
3. | "ଚାହୁଁ ଚାହୁଁ" | ଆଶୁତୋଷ ବାରିକ | ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ | |
4. | "ମୋ ଆଖିରେ ସ୍ୱପ୍ନ" | ପଞ୍ଚାନନ ନାୟକ | ଶଶାଙ୍କ ଶେଖର | |
5. | "ସମୟ କୋଉଠି ଆଜି" | ପଞ୍ଚାନନ ନାୟକ | ସସ୍ମିତା ବିଶ୍ୱାଳ |
ଆଧାର
ସମ୍ପାଦନା- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ ୨.୦ ୨.୧ ୨.୨ ୨.୩ ୨.୪ "ପ୍ରେମୀ ଦିୱାନା". ସମାଜ (ରବିବାର) (in Odia). ଓଡ଼ିଶା. 16 September 2018. p. 8. Archived from the original on 17 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
- ↑ Patree, Annapurna (2020-03-12). "ପ୍ରେମରେ ପଡ଼ିଛନ୍ତି ରୁଦ୍ର - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Archived from the original on 2023-10-07. Retrieved 2023-10-07.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମୀ ଦିୱାନା