ପ୍ରେମରେ ରଖିଚି ୧୦୦ରୁ ୧୦୦
୨୦୧୯ର ଓଡ଼ିଆ କଥାଚିତ୍ର
ପ୍ରେମରେ ରଖିଚି ୧୦୦ରୁ ୧୦୦ ୨୦୧୯ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିରଞ୍ଚି ନାରାୟଣ ପଣ୍ଡା ଓ ଦିଲୀପ କୁମାର ଦାଶ ।[୨] ଦିଲୀପ କୁମାର ଦାଶ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]
ପ୍ରେମରେ ରଖିଚି ୧୦୦ରୁ ୧୦୦ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ବିରଞ୍ଚି ନାରାୟଣ ପଣ୍ଡା ଦିଲୀପ କୁମାର ଦାଶ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ଦିଲୀପ କୁମାର ଦାଶ |
କଳାକାର | ଜ୍ୟୋତି ରଞ୍ଜନ ନାୟକ ରିୟା ଦେ ବିଜୁ ବଡ଼ଜେନା ପ୍ରେମାଞ୍ଜନ ପରିଡ଼ା |
ସଙ୍ଗୀତ | ମଳୟ ମିଶ୍ର |
ମୁକ୍ତିଲାଭ ତାରିଖ | ୧୦ ଫେବୃଆରୀ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ରିୟା ଦେ ।[୪] ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୭] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସବିଶେଷ, ଦୀପ୍ତିରେଖା ପାଢ଼ୀ, ଇରା ମହାନ୍ତି, ସ୍ୱୟମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଦିଲ୍ କି ମେହମାନ" | ଅରୁଣ ମନ୍ତ୍ରୀ | ଇରା ମହାନ୍ତି, ସ୍ୱୟମ | |
2. | "ପ୍ରେମରେ ରଖିଚି ୧୦୦ରୁ ୧୦୦" | ଇରା ମହାନ୍ତି, ଆଶୁତୋଷ | ||
3. | "ହୃଦୟ ଚିରି ହୁଅନ୍ତା ଯଦି" | ଦୀପ୍ତିରେଖା ପାଢ଼ୀ, ସବିଶେଷ |
ଆଧାର
ସମ୍ପାଦନା- ↑ "୧୦ରେ ଆସୁଛି ଏହି ଓଡ଼ିଆ ସିନେମା". Sambad (in Odia). Odisha. 7 February 2019. Archived from the original on 8 February 2019. Retrieved 8 February 2019.
{{cite news}}
: CS1 maint: unrecognized language (link) - ↑ "ଓଲିଉଡରେ ଚାଲିଛି ଏଭଳି ପ୍ରେମ". Sambad (in Odia). Bhubaneswar. 27 January 2019. Archived from the original on 28 January 2019. Retrieved 28 January 2019.
{{cite news}}
: CS1 maint: unrecognized language (link) - ↑ "ପ୍ରେମ ପାଇଁ ମହାଭାରତ". ସମାଜ (ରବିବାର) (in ଭୁବନେଶ୍ୱର). ଓଡ଼ିଶା. 3 February 2019. p. 8. Archived from the original on 8 February 2019. Retrieved 8 February 2019.
{{cite news}}
: CS1 maint: unrecognized language (link) - ↑ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
- ↑ "ଫେରିଲେ ବିରଞ୍ଚି". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.
{{cite news}}
: CS1 maint: unrecognized language (link) - ↑ "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
- ↑ "ଜାନୁଆରିରେ ରିଲିଜ୍ ହେବ ଏସବୁ ଓଡ଼ିଆ ସିନେମା". Sambad. ଓଡ଼ିଶା. 1 January 2019. Archived from the original on 8 January 2019. Retrieved 10 January 2019.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମରେ ରଖିଚି ୧୦୦ରୁ ୧୦୦