ପ୍ରିୟତମା

୧୯୭୮ର ଓଡ଼ିଆ କଥାଚିତ୍ର

ବିଶ୍ୱଜିତ ଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ପ୍ରିୟତମା ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା ।

ପ୍ରିୟତମା
ନିର୍ଦ୍ଦେଶକବିଶ୍ୱଜିତ ଦାସ
ଚିତ୍ରନାଟ୍ୟବିଶ୍ୱଜିତ ଦାସ
କାହାଣୀବିଶ୍ୱଜିତ ଦାସ, ନଗେନ ଦାସ
କଳାକାରଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ନଗେନ ରାୟ, ପ୍ରମୋଦ ମହାପାତ୍ର
ସଙ୍ଗୀତଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ
୦୬ ଅପ୍ରେଲ୧୯୭୮
କଥାଚିତ୍ରର ସମୟ
୧୪୭ ମିନଟ
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨ଲକ୍ଷ ୧୫ହଜାର

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ‘ପ୍ରିୟତମା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାରସମ୍ପାଦନ କରନ୍ତୁ

ବାହାର ଆଧାରସମ୍ପାଦନ କରନ୍ତୁ