ରକ୍ଷ୍ଟାର୍
ରକ୍ଷ୍ଟାର୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ମନୋରଞ୍ଜନ ପାଲ୍ । ମନୋରଞ୍ଜନ ଫିଲ୍ମସ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । କୁମାର ସରୋଜ ଏହି ଚଳଚ୍ଚିତ୍ରଟି କାହାଣୀ ଲେଖିଥିଲେ ଏବଂ ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ଲେଖିଥିଲେ । ସରୋଜ ମଧ୍ୟ କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨][୩] ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ରକ୍ଷ୍ଟାର୍ | |
---|---|
ନିର୍ଦ୍ଦେଶକ | କୁମାର ସରୋଜ |
ପ୍ରଯୋଜକ | ମନୋରଞ୍ଜନ ପାଲ୍ |
ସଂଳାପ | ଅଜୟ ସାମଲ |
ଚିତ୍ରନାଟ୍ୟ | କୁମାର ସରୋଜ |
କାହାଣୀ | କୁମାର ସରୋଜ |
କଳାକାର | ବୁଲୁ ପୁନମ ମିଶ୍ର ପ୍ରଜ୍ଞା ଖଟୁଆ ପୁଷ୍ପା ପଣ୍ଡା |
ସଙ୍ଗୀତ | ଏସ୍. ଚନ୍ଦ୍ରକାନ୍ତ |
ମୁକ୍ତିଲାଭ ତାରିଖ | ୨୨ ମଇ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବୁଲୁ ଏବଂ ନାୟିକା ପୁନମ ମିଶ୍ର ।[୪] ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୨ ମଇ ୨୦୧୫ରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା ।[୫]
ଅଭିନୟ
ସମ୍ପାଦନା- ବୁଲୁ
- ପୁନମ ମିଶ୍ର[୪]
- ପ୍ରଜ୍ଞା ଖଟୁଆ
- ପୁଷ୍ପା ପଣ୍ଡା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ । ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ରକ୍ଷ୍ଟାର" | |
2. | "ସାଥିରେ ନିଃଶ୍ୱାସରେ ତୋର" | |
3. | "ୱାଟ୍ ସାଲ୍ ଆଇ ଡୁ" | |
4. | "ଅଙ୍ଗ୍ରେଜୀ ବିଟ୍ରେ" | |
5. | "ଲାଗିଲା ମନରେ" | |
6. | "ଏଇ ଦୁନିଆ" | |
7. | "ମତେ ରୋମିଓ ବୟ୍ କରିଚ" | |
8. | "ପଙ୍ଗା ନାହିଁ" |
ଆଧାର
ସମ୍ପାଦନା- ↑ "ପୁଣି ଆସୁଛନ୍ତି ଅନନ୍ୟା!". sambad.in. 23 April 2018. Retrieved 6 June 2018.
- ↑ "ଆଇଟମ୍ ଗର୍ଲ ବନି ଚର୍ଚ୍ଚିତା ହୋଇଥିବା ଏହି ନାୟିକା ଏବେ 'ପ୍ରେମ ବନ୍ଧନ'ରେ | Sambad". Sambad (in Odia). ଓଡ଼ିଶା. 19 September 2018. Archived from the original on 27 October 2022. Retrieved 19 September 2018.
{{cite news}}
: CS1 maint: unrecognized language (link) - ↑ "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
- ↑ ୪.୦ ୪.୧ "'ରକଷ୍ଟାର୍' ପାର୍ଟନରଙ୍କ ସହ ରୋମାନସ୍ କରୁଛନ୍ତି ଏହି ଓଲିଉଡ ନାୟିକା". sambad.in. 6 May 2018. Retrieved 6 June 2018.
- ↑ ୫.୦ ୫.୧ "Rockstar Oriya Movie Songs, Videos, Wallpapers". Incredible Orisssa. 22 May 2015. Retrieved 22 August 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରକ୍ଷ୍ଟାର୍