ନୀଳମଣି ସେଠୀ

ଓଡ଼ିଆ ରାଜନୀତିଜ୍ଞ

ନୀଳମଣି ସେଠୀ (ମୃତ୍ୟୁ: ୮ ମଇ ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିମାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନୀଳମଣି ସେଠୀ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଗୋବିନ୍ଦ ଚନ୍ଦ୍ର ସେଠୀ
ପର ଅଧିକାରୀଗୋବିନ୍ଦ ଚନ୍ଦ୍ର ସେଠୀ
ନିର୍ବାଚନ ମଣ୍ଡଳୀନିମାପଡ଼ା
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଗୋବିନ୍ଦ ଚନ୍ଦ୍ର ସେଠୀ
ପର ଅଧିକାରୀଗୋବିନ୍ଦ ଚନ୍ଦ୍ର ସେଠୀ
ନିର୍ବାଚନ ମଣ୍ଡଳୀନିମାପଡ଼ା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୫ ଅଗଷ୍ଟ ୧୯୮୦(୧୯୮୦-୦୮-୦୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନ କଂଗ୍ରେସ
ଜୀବନ ସାଥୀଲାବଣ୍ୟା ଦେଇ
ବାପା/ବୋଉଲୋକନାଥ ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ନୀଳମଣି ସେଠୀଙ୍କ ବାପାଙ୍କ ନାମ ଲୋକନାଥ ସେଠୀ ଓ ପତ୍ନୀଙ୍କ ନାମ ଲାବଣ୍ୟା ଦେଇ ।[୧]

ରାଜନୈତିକ ଜୀବନ ସମ୍ପାଦନା

ନୀଳମଣି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ନିମାପଡ଼ା ଭାରତୀୟ ଜାତୀୟ କଂଗ୍ରେସ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ନିମାପଡ଼ା ଜନ କଂଗ୍ରେସ

ମୃତ୍ୟୁ ସମ୍ପାଦନା

ନୀଳମଣି ୧୯୮୦ ମସିହାର ଅଗଷ୍ଟ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Nilamani Singh". odishaassembly.nic.in. Odisha Assembly. Retrieved 21 March 2021.