ନିଝୁମ ରାତିର ସାଥୀ (୧୯୭୯ର ଓଡ଼ିଆ କଥାଚିତ୍ର)

୧୯୭୯ର ଓଡିଆ କଥାଚିତ୍ର

"ନିଝୁମ ରାତିର ସାଥୀ" ହେଉଛି ୧୯୭୯ ମସିହାରେ ନିର୍ମିତ ହୋଇଥିବା ଏକ କଳାଧଳା ଓଡ଼ିଆ କଥାଚିତ୍ର[୧]

ନିଝୁମ ରାତିର ସାଥୀ (୧୯୭୯ର ଓଡ଼ିଆ କଥାଚିତ୍ର)
ନିର୍ଦ୍ଦେଶକବିଶ୍ୱଜିତ ଦାସ
ପ୍ରଯୋଜକଦୁର୍ଗାଶଙ୍କର ପଟ୍ଟନାୟକ - କୋଣାର୍କ ଫିଲ୍ମସ୍
ସଂଳାପବିଶ୍ୱଜିତ ଦାସ
ଚିତ୍ରନାଟ୍ୟବିଶ୍ୱଜିତ ଦାସ
କାହାଣୀବିଶ୍ୱଜିତ ଦାସ
କଳାକାରଉତ୍ତମ ମହାନ୍ତି, ମହାଶ୍ୱେତା, କ୍ଷେତ୍ରପାଳ ମିଶ୍ର, ଘନଶ୍ୟାମ ପାତ୍ର, ରାଧା ପଣ୍ଡା, ଗୌର କୁମାର ଜେନା, ଧୀର ବିଶ୍ୱାଳ, ସୌଦାମିନୀ, ଲୀଳା ଦୁଲାଳୀ, ଡଃ ପ୍ରଶାନ୍ତ ଦାସ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଦିଲୀପ ଦତ୍ତ
ବିତରକଡି. ଜେ ପ୍ରଡକ୍ସନ, କଟକ-୯
ମୁକ୍ତିଲାଭ ତାରିଖ
ଜୁନ ୧୯୭୯
ଦେଶଭାରତ
ଭାଷାଓଡ଼ିଆ


ଆଧାର ସମ୍ପାଦନା

  1. ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୩୫୦-୩୫୧.{{cite book}}: CS1 maint: location (link)

ଅଧିକ ତଥ୍ୟ ସମ୍ପାଦନା