ଧାନ
ଧାନ ହେଉଛି ଏକ ଶସ୍ୟ । ଏହା ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ଅଧିକ ଭାବେ ଚାଷ କରାଯାଏ। ଏହା ଏକ ମୂଳ ଶସ୍ୟ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଧାନ ଚାଷ ସାଧାରଣତଃ ବର୍ଷାଋତୁରେ ଚାଷ କରାଯାଏ । ଧାନ ଫସଲ ସବୁପ୍ରକାର ଜମିରେ ଚାଷ କରାଯାଇ ପାରିବ। ଧାନର ବୈଜ୍ଞାନିକ ନାମ ହେଲା ଓରିଇଜା ସାଟାଇଭା (Oryza sativa)। ଧାନ କିସମ ଅନୁସାରେ ସଅଳ, ମଧ୍ୟମ ଓ ବିଳମ୍ବ କିସମର ଅଟେ।
ଇତିହାସ
ସମ୍ପାଦନାପ୍ରକାର
ସମ୍ପାଦନାକ୍ରମିକ | କିସମ | ସମୟ ବ୍ୟବଧାନ | ଜମି କିସମ | ଏକର ପିଛା ଉତ୍ପାଦନ | ଧାନର ବ୍ୟବହାର |
୧ | ମହାନଦୀ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨ | ଚନ୍ଦ୍ରକାନ୍ତି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
୩ | ଗେଡ଼ିଚେକି (ପାଣି ପ୍ରତି ସହନଶୀଳ) | ୧୩୫ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୪ | ବାଙ୍ଗଲାଦେଶୀପାଟନାଇ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୫ | ଅର୍ଣ୍ଣପୂର୍ଣ୍ଣା | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
୬ | ଗୁଡ଼ମହୁ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
୭ | ସୋନାଲି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୮ | ଚିତବାଙ୍ଗି (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୯ | ଝୁମ୍ପୁଲି | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୦ | ନାଲିଗିରି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ |
୧୧ | ବଡ଼ନାଲି | ୧୪୦ ଦିନ | ମଧ୍ୟମ | ୧୭ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
୧୨ | ରଙ୍ଗମାଗୁର | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
୧୩ | କାକୁଡ଼ିମଞ୍ଜି (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୧୪ | ପଞ୍ଜାବ ବାସୁମତୀ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୧୫ | କଟାମେହେର | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୬ | ସୁନାଖିଲ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୭ | ନଦିଆଯୋଡ଼ି | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୧୮ | ବେଗନାମେଣ୍ଟ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୯ | ଚନାଚୁର | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୦ | ଆସାମଚୁଡ଼ି | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
୨୧ | ଲତାମହୁ | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ |
୨୨ | ମାଛକଣ୍ଟା | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୩ | ମିନିକେତ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
୨୪ | ହୁଣ୍ଡାଧାନ | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୫ | ତୁଳସୀବାସ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୨୬ | ଥୋଳିମହିପାଲ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୭ | ସାନମୋତି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
୨୮ | ଧଳାଫାରମ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୯ | ପୁଷ୍ପାଞ୍ଜଳି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୩୦ | କୋଲମା | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୩୧ | ଜଳବୁଡ଼ି (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୩୨ | କନକଚମ୍ପା | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୩୩ | ଫୁଲମିଚି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୩୪ | ବିଘାରି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୩୫ | ବଙ୍ଗଳାଭୁତିଆ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୩୬ | କଳାମୋତି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୩୭ | ଋଙ୍ଗି | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
୩୮ | ଛୋଟକାନିଆ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୩୯ | ମହୁଆ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ |
୪୦ | ବିରଗଳି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
୪୧ | ରଘୁସାଲ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୪୨ | ପରବ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ଚୁଡ଼ା |
୪୩ | ମେହେର | ୧୨୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
୪୪ | ବସୁଆ (ମରୁଡ଼ି ସହନଶୀଳ) | ୧୨୦ ଦିନ | ଉଚ୍ଚ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୪୫ | କାଳୁଆ (ମରୁଡ଼ି ସହନଶୀଳ) | ୯୦ ଦିନ | ଉଚ୍ଚ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୪୬ | ବରୁନ ମୁଠି | ୧୩୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୪୭ | ମଧ୍ୟମ | ୧୩୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୪୮ | କଳାକିଆରି (ମରୁଡ଼ି ସହନଶୀଳ) | ୯୦ ଦିନ | ଉଚ୍ଚ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୪୯ | ସାହାରା (ମରୁଡ଼ି ସହନଶୀଳ) | ୧୦୦ ଦିନ | ଉଚ୍ଚ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୫୦ | ଭାତଫୁଲା | ୧୨୦ ଦିନ | ଉଚ୍ଚ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୫୧ | ଜିରାଧାନ | ୧୨୦ ଦିନ | ଉଚ୍ଚ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିଆନି |
୫୨ | ରତ୍ନଧାନ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୫୩ | ବାମନ ବାଇ | ୭୦ ଦିନ | ଉଚ୍ଚ | ୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୫୪ | ସୁବର୍ଣ୍ଣ କଖାରୁ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୫୫ | କାଇଁଚଫୁଲ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ |
୫୬ | କାଜଲ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୫୭ | ମହୁଲଲାଟ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୫୮ | ନାଗରୀ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ |
୫୯ | ମୋତି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୬୦ | ଜାତିଜଙ୍ଗସିଆଳି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୬୧ | ଚକାଆଖି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୬୨ | କଳା କାଇଁଚ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
୬୩ | ଇସ୍ ପେତେନି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
୬୪ | ଗୁଟୁକାମାଳି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୬୫ | ହୁଣ୍ଡାଧାନ | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଅରୁଆ ଚାଉଳ, ଚୁଡ଼ା |
୬୬ | ତୁଳସୀ ଝକୁଳ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୬୭ | ଭାରତୀ ସ୍ୱର୍ଣ୍ଣ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ |
୬୮ | ବାଲାଜୀ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
୬୯ | କଳାଶ୍ରୀ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୭୦ | ପାଣିକାଜଳ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୭୧ | ସରଗ ନାଲୀ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୭୨ | ସାନ ଝିଲି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
୭୩ | ସ୍ୱର୍ଣ୍ଣ ମସୁର | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୭୪ | ଚିନାପାଖୁଡ଼ି | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୭୫ | ସମଲାଞ୍ଜି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
୭୬ | ଜଙ୍ଗଲିଜାତ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ |
୭୭ | ମାଟିଆ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ |
୭୮ | ନଡ଼ିଆ ଫୁଲ | ୧୩୫ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୭୯ | ରାନ୍ଧୁଣୀ ପାଗଳ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
୮୦ | ବାଇକାଣି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୮୧ | କଳମା ବାଙ୍କି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୮୨ | ଗୀତାଞ୍ଜଳି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୮୩ | ପିମ୍ପୁଡ଼ି ବାସ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୮୪ | ଖାସକାମିନି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୮୫ | ଯଦୁମଣି | ୧୩୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୮୬ | ରାମଭୋଗ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୮୭ | ଗେଣ୍ଡୁଫୁଲ | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ |
୮୮ | ନାଲିହାତୀ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ଚୁଡ଼ା |
୮୯ | ଅତୋରି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
୯୦ | ରାହସ ଫାରମ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୯୧ | କରମା | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୯୨ | ଅମନ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୯୩ | ଉସାଗୁଡ଼ି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୯୪ | ରବଗୋଲା | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୯୫ | ବାୟାଟୁଡୁଲ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୯୬ | ଖଜୁରିପେଣ୍ଡି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ, ଚୁଡ଼ା |
୯୭ | କଳାତୁଳସୀ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୯୮ | ଭିରକୁଡ଼ି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୯୯ | ମନସୁରୀ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୦୦ | କଳାବୁଟ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୦୧ | ମଙ୍ଗଳ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୦୨ | ଗୋପାଳ ଭୋଗ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୦୩ | ନିର୍ମାଣୀ | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୦୪ | ମଲିଫୁଲ | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୧୦୫ | ଚିନିକାମିନି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୦୬ | ବିରଜା | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ |
୧୦୭ | ପଦ୍ମକେଶରୀ | ୧୪୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୧୦୮ | ସରୁଚିନାମାଳି (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୧୦୯ | ଧୋୟାମାଡ଼ି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୧୦ | ବଳମି | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୧୧୧ | ଗୋବିନ୍ଦ ଭୋଗ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୧୧୨ | ସୁନାପାଣି | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୧୩ | କେନ୍ଦେରା ଝିଲି | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୧୪ | ସଳିଆ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ |
୧୧୫ | ଟବ୍ କୁଡ଼ି | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୧୬ | ଜଗନ୍ନାଥ ଭୋଗ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୧୭ | ବଡ଼ ଚମ୍ପା | ୧୪୫ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୧୮ | ସରୁକଳିକାନ୍ତି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୧୯ | ମୁଳକୋଚିଧାନ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୨୦ | ଲକ୍ଷ୍ମୀସିଆଳି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୨୧ | ଚମରାମଣି | ୧୩୫ ଦିନ | ମଧ୍ୟମ | ୧୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୨୨ | ଭାଗବତୀ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ |
୧୨୩ | ଋଷିକୁଲ୍ୟା | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୨୪ | ରତ୍ନମୁଡ଼ି | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୨୫ | ଚିଲିକା | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୨୬ | ପଦ୍ମିନୀ | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୨୭ | ଦୁବରାଜ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
୧୨୮ | ସି.ଆର୍.୧୦୧୪ | ୧୫୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୨୯ | ଲାଲ୍ କାମିନି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୩୦ | ନାଲିମାତ୍ରା | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୩୧ | ମୋଡ଼ି | ୧୪୦ ଦିନ | ମଧ୍ୟମ | ୧୦ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
୧୩୨ | ଭୋଜନି | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୩୩ | ବିଦୁଲତା | ୧୩୫ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୧୩୪ | ପ୍ରାଚି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
୧୩୫ | କଳାଜିରି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଖିରି, ବିରିୟାନି, ପଲଉ |
୧୩୬ | କୃଷ୍ଣ ଭୋଗ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୩୭ | ପୋଡ଼ା ଟାଙ୍କୁ | ୧୪୦ ଦିନ | ମଧ୍ୟମ | ୧୩.୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୩୮ | ଲକ୍ଷ୍ମୀ ଭୋଗ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୧୩୯ | ରୂପା କଢ଼ି | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୪୦ | କଳମ | ୧୩୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୪୧ | ଦୁସର | ୧୩୫ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୧୪୨ | ମାଟିଆଶାଳ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୪୩ | ମଇଁସିଆ | ୧୪୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୪୪ | ମା ସାରଳା | ୧୪୦ ଦିନ | ମଧ୍ୟମ | ୧୪.୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୧୪୫ | ନାଲିରତ୍ନଚୁଡ଼ି | ୧୪୦ ଦିନ | ମଧ୍ୟମ | ୧୩.୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ |
୧୪୬ | ଶଙ୍ଖମୁଠିଆ ରତ୍ନଚୁଡ଼ି | ୧୪୦ ଦିନ | ମଧ୍ୟମ | ୧୨.୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ |
୧୪୭ | କଲିକତି ଧାନ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୪୮ | ରତ୍ନଚୁଡ଼ି | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
୧୪୯ | ହବିର (ପାଣି ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୫୦ | ସୋଲାରି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୧୫୧ | ପୁଷ | ୧୪୦ ଦିନ | ମଧ୍ୟମ | ୧୧.୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୫୨ | ଶାଳଫୁଲ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୧୫୩ | କଳାସୁର | ୧୫୦ ଦିନ | ନିମ୍ନ | ୨୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୫୪ | ମୋଚେଇବାଙ୍କି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୫୫ | ଲାଲୁଚାନ୍ଦ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
୧୫୬ | ମିରିଗି ଶିଆଳି (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୫୭ | ଧଳାମାଟିଆ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୫୮ | ବାସନା ଭୋଗ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୫୯ | ଖେଚୁଡ଼ି ଭୋଗ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୧୬୦ | ଭୁଷଣ ମୁଖୀ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ଖେଚୁଡ଼ି |
୧୬୧ | ଗୁଡ଼ୁ ମାଟିଆ | ୧୫୦ ଦିନ | ନିମ୍ନ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୬୨ | ପ୍ରଭାସି | ୧୩୫ ଦିନ | ମଧ୍ୟମ | ୨୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୬୩ | ମସୁର | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୬୪ | ନାଲିଚହଟ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
୧୬୫ | ବଉଳ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୬୬ | ଗୁଣ୍ଠୁଣି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୬୭ | କାବେରୀ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୧୬୮ | କାରଲୁ କାବେରୀ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୬୯ | ବାଙ୍କୋଇ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୭୦ | କେତକୀଯୋହା | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ |
୧୭୧ | ସମ୍ବଲପୁରୀ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
୧୭୨ | ଶ୍ରାବଣୀ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୭୩ | ମାଟିଆ ଚମ୍ପା | ୧୪୫ ଦିନ | ନିମ୍ନ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୭୪ | ଭାସବାବୁଲ | ୧୩୫ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୭୫ | ଗେଡ଼ିଫାରମ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୭୬ | ଧଳାକାର୍ତ୍ତିକ | ୧୩୫ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୧୭୭ | ଗେଡ଼ା ଆଙ୍ଗୁଠି | ୧୪୦ ଦିନ | ମଧ୍ୟମ | ୧୭ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୭୮ | ଧୂସର | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୧୭୯ | ଧଳାଖଜରା | ୧୪୫ ଦିନ | ନିମ୍ନ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୮୦ | ପଥରା (ପାଣି ପ୍ରତି ସହନଶୀଳ) | ୧୩୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୮୧ | ମୁକ୍ତାବଳି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୮୨ | ବାସମଙ୍ଗି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୮୩ | ଦେବରାନି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୧୮୪ | ହରିଶଙ୍କର | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୮୫ | ମଗାଇ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୮୬ | ବାୟାଗୁଣ୍ଠ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୮୭ | କଳାକୃଷ୍ଣ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୮୮ | ଅମୃତମଣ୍ଡ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
୧୮୯ | କଟକଲ (ପାଣି ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୯୦ | ମହିପାଲ (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୯୧ | ନାଲିପଥର ମୁକ୍ତା | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ |
୧୯୨ | ପୁନ୍ନି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୧୯୩ | କୃଷ୍ନଭୋଗ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୧୯୪ | ଭାତଧାନ | ୧୩୫ ଦିନ | ମଧ୍ୟମ | ୧୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୯୫ | ନାଲିଭୁତିଆ (ପାଣି ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୨୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା, ଲିଆ |
୧୯୬ | ୧୨୪୨ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୯୭ | ମୟୁରକଣ୍ଠିଆ | ୧୩୫ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଲିଆ ପାଇଁ ଉତ୍ତମ |
୧୯୮ | ରାଜ କର | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୧୯୯ | ଗେଲେଇ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ |
୨୦୦ | ଚମ୍ପା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୦୧ | ବୌଦିଆ ଚମ୍ପା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୦୨ | ବାଳମୁକୁଳି (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଲିଆ, ମୁଢ଼ି |
୨୦୩ | ରାଜବଲ୍ଲଭ (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୦୪ | କନ୍ୟା (ବନ୍ୟା ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୦୫ | ହାତୀପିଞ୍ଜରା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୦୬ | ବଡ଼ଝିଲି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୦୭ | କଦଳୀଆଚମ୍ପା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୦୮ | ଅନାମିକା (ବନ୍ୟା ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୨୦ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୦୯ | ନନ୍ଦିପର୍ବତକାଳିଆ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୧୦ | କେଦାର ଗୌରୀ (ପାଣି ପ୍ରତି ସହନଶୀଳ) | ୧୫୦ ଦିନ | ନିମ୍ନ | ୨୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୧୧ | କଳାମୋତି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୨୧୨ | ବାଇଗଣମଞ୍ଜି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୨୧୩ | ନନ୍ଦି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୧୪ | ଲୁନଶ୍ରୀ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୧୫ | ମଛାକାନ୍ତ (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୧୬ | ରଞ୍ଜିତ | ୧୩୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୨୧୭ | ଧଳାଚିନିକାମିନି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୨୧୮ | ଚିନାପୋନି | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୧୯ | ମନସୁରୀ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୨୦ | ରାଜାଢ଼ିଙ୍କା | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୨୧ | ଗୋରୁଚଇ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୨୨ | ଉହୁଲି | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୨୩ | ବଡ଼ମୋତି | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୨୪ | ମେଥିମହିପାଲ | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୨୫ | ଲାଲଗଇନି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୨୨୬ | ଫକିର | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୨୨୭ | କଣିକା | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୨୨୮ | ମେସୋଧାନ | ୧୩୫ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୨୨୯ | ଶହେଏକଚାଳିଶ | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଅରୁଆ ଚାଉଳ |
୨୩୦ | ବାହାଲଗୁଡା | ୧୩୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୩୧ | ଚକିଶାଳ | ୧୩୫ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୩୨ | ୧୦୮୧ (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୩୩ | କାହ୍ନାଖଇରି | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୩୪ | ଛୁଞ୍ଚିଧାନ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୨୩୫ | କସୁର ମାଧିଆ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୩୬ | ଈଶେରେଶ୍ୱର | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୨୩୭ | ବାସୁମତି | ୧୩୫ ଦିନ | ମଧ୍ୟମ | ୧୦ କ୍ୱିଣ୍ଟାଲ | ପଲଉ |
୨୩୮ | କଦଳୀକେଣ୍ଡା (ପାଣି ପ୍ରତି ସହନଶୀଳ) | ୧୫୫ ଦିନ | ମଧ୍ୟମ | ୨୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
୨୩୯ | ପାହାଡ଼ଝିଲି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
୨୪୦ | ମାଟିଆଝିଲି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୪୧ | ମୋଟାବାଙ୍କୋଇ (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୪୨ | ଜାମୁବାସୁମତି | ୧୩୫ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୨୪୩ | ସୁନାଖିଲ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଅରୁଆ ଚାଉଳ, ବିରିୟାନି |
୨୪୪ | ଝିଲିପରି | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଅରୁଆ ଚାଉଳ, ଉସୁନା ଚାଉଳ |
୨୪୫ | ବେଣୀକର | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୪୬ | ରକ୍ତବିଜୁଳି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୪୭ | ରାଜେନ୍ଦ୍ର | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୪୮ | ଶଙ୍ଖୁଆ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୪୯ | ମାଣିକେଶ୍ୱରୀ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୫୦ | ହଳଦିସାପୁର | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୫୧ | କାଇଁଚମାଳି | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୫୨ | ଘଣ୍ଟିସାଳ | ୧୪୦ ଦିନ | ମଧ୍ୟମ | ୧୨ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୫୩ | ଦହିସର | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୫୪ | ଧଳାପାଖିଆ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୫୫ | ତୁଳସୀଫୁଲ | ୧୪୦ ଦିନ | ମଧ୍ୟମ | ୧୩ କ୍ୱିଣ୍ଟାଲ | ଅରୁଆ ଚାଉଳ, ପଲଉ |
୨୫୬ | କଣ୍ଠିଆଚମ୍ପା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୫୭ | ହାତୀଦାନ୍ତ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୫୮ | ଉତ୍କଳପ୍ରସୁ | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୫୯ | ବାଉଁଶଗଜ | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୬୦ | ବୀରମଣି | ୧୪୦ ଦିନ | ମଧ୍ୟମ | ୧୫ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୬୧ | ଦୀନସିଂପାଟନା | ୧୪୦ ଦିନ | ମଧ୍ୟମ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୬୨ | ଦୁଧୁଖଜରା (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୬୩ | ଧଳାମାଟିଆ | ୧୪୦ ଦିନ | ମଧ୍ୟମ | ୧୬ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୬୪ | ଗୋବିନ୍ଦପୁରି (ପାଣି ପ୍ରତି ସହନଶୀଳ) | ୧୪୦ ଦିନ | ମଧ୍ୟମ | ୧୭ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୬୫ | ମୋଟାବାଙ୍କୋଇ (ପାଣି ପ୍ରତି ସହନଶୀଳ) | ୧୪୫ ଦିନ | ନିମ୍ନ | ୧୮ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
୨୬୬ | ପତଳଗି | ୧୪୦ ଦିନ | ମଧ୍ୟମ | ୧୪ କ୍ୱିଣ୍ଟାଲ | ଉସୁନା ଚାଉଳ, ଚୁଡ଼ା |
ସଂସ୍କୃତି
ସମ୍ପାଦନାଓଡ଼ିଶା
ସମ୍ପାଦନାଧାନ ଓଡ଼ିଶା ରାଜ୍ୟର ମୁଖ୍ୟ ଫସଲ । ଧାନ ଓଡ଼ିଶାର ମୁଖ୍ୟ ଖାଦ୍ୟଶସ୍ୟ ଅଟେ । ମୁଖ୍ୟତଃ ୭୦ରୁ ୮୦ ଭାଗ ଚାଷୀ ଧାନ ଫସଲକୁ ମୁଖ୍ୟ ଚାଷ ରୂପେ ଚାଷ କରନ୍ତି । ବର୍ତ୍ତମାନ ଓଡ଼ିଶାରେ ଦେଶୀ ଓ ଅଧିକ ଅମଳକ୍ଷମ ବିହ୍ନର ବ୍ୟବହାର ବହୁଳ। ଶଙ୍କର କିସମ ବିହନ ଧିରେ ଧିରେ ଚଷୀମାନଙ୍କମଧ୍ୟରେ ଅଧିକ ଲୋକପ୍ରିୟତା ଗ୍ରହଣ କରୁଛି । ଓଡ଼ିଶାର ଅନେକ ପାରମ୍ପରିକ ପର୍ବ ଧାନ ଫସଲ ସହ ଜଡ଼ିତ । ଅକ୍ଷୟ ତୃତୀୟାରୁ ଅଖି ମୁଠି ଅନୁକୂଳ ଧାନ ବୁଣାକୁ ବୁଝାଏ ଓ ରଜ ପର୍ବରେ ଧାନ ବୁଣା ଶେଷ ହୁଏ । ଗର୍ଭଣା ସଂକ୍ରାନ୍ତି ଧାନ ଫସଲରେ ଗର୍ଭସଂଚାରକୁ ଓ ନୂଆଖାଇ ଫସଲ ଅମଳକୁ ବୁଝାଇ ଥାଏ । ଓଡ଼ିଶାରେ ଧାନର ଅମଳ ଜାତୀୟ ହାରଠାରୁ କମ ।
ଚାଷ ପ୍ରଣାଳୀ
ସମ୍ପାଦନାଏହି ଶସ୍ୟଟିକୁ ସାଧାରଣତଃ ବର୍ଷାଦିନେ ଚାଷ କରାଯାଏ ଓ ଶୀତରୁତୁରେ ଅମଳ କରାଯାଏ । ଭାରତରେ ଚାଷ ଜମିଗୁଡିକୁ ଭାଗ ଭାଗ କରି ଏହାକୁ ଚାଷ କରାଯାଏ । ଧାନ ଫସଲରେ ଖାଦ୍ୟ ସାରର ସୁପରିଚାଳନାଦ୍ୱାରା ଅଧିକ ଅମଳ ମିଳେ ଓ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୁଏ। ସଠିକ ସମୟରେ ଏହି ସାରର ପ୍ରୟୋଗଦ୍ୱାରା ଧାନରେ ଅଧିକ ଅମଳ ମିଳିଥାଏ। ସାରର ମାତ୍ରା ତଥା ପ୍ରୟୋଗର ସମୟ ଧାନରେ ଅମଳକୁ ପ୍ରଭାବିତ କରେ। ଧାନ ପାଇଁ ଆବଶ୍ୟକ ମୁଖ୍ୟ ଖାଦ୍ୟ ସାରଗୁଡ଼ିକ ହେଲା : ଯବକ୍ଷାରଜାନ, ଫସଫୋରସ, ପୋଟାସ, ଜିଙ୍କ ଓ ସଲଫର।
ମଞ୍ଜିଠାରୁ ବିଭିନ୍ନ ଅଭିବୃଦ୍ଧି ଅବସ୍ଥାରେ ଧାନର ସାରର ଆବଶ୍ୟକତା ଭିନ୍ନ ଏବଂ ପ୍ରତି ସମୟରେ ଏହି ଖାଦ୍ୟସାର ଧାନର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରୁଥିବା ଦରକାର । ଅଙ୍କୁରୋଦଗମଠାରୁ ତଳି ପ୍ରସ୍ତୁତି ପର୍ଯ୍ୟନ୍ତ କିମ୍ବା ବୁଣା ଧାନରେ ୨ ସପ୍ତାହ ପର୍ଯ୍ୟନ୍ତ ଧାନର ଅଭିବୃଦ୍ଧି ଅତି ଧୀର ଗତିରେ ହୁଏ। ତେଣୁ ସେତେବେଳେ ଏହାକୁ କମ୍ ଖାଦ୍ୟସାର ଦରକାର ହୁଏ । ଏହି ଅବସ୍ଥାରେ ଫସଫୋରସ, ପୋଟାସ ଏବଂ ସଲଫର ହେଉଛି ମୁଖ୍ୟ ଖାଦ୍ୟସାର । କିନ୍ତୁ, ଯବକ୍ଷାରଜାନର ପ୍ରୟୋଗ ଏହି ସମୟରେ ବହୁତ କମ ହେବା ଉଚିତ । ପ୍ରାରମ୍ଭିକ ବୃଦ୍ଧି ସମୟରେ ଧାନକୁ ସୁଷମ ଖାଦ୍ୟସାର ଦରକାର ହୁଏ। ପୁରା ଫସଫୋରସର ମାତ୍ରା ଏହି ଅବସ୍ଥାରେ ହିଁ ପ୍ରୟୋଗ କରାଯିବ ଦରକାର । ଏହା ଧାନ ଗଛର ଚେରକୁ ମଜବୁତ କରିଥାଏ ଏବଂ ଗଛକୁ ସୁସ୍ଥ ସବଳ ହୋଇ ବଢିବାରେ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ଧାନର ପିଲ ବାହାରେ , ସେତେବେଳେ ଏହାକୁ ଅଧିକ ଖାଦ୍ୟସାର ଦରକାର ହୁଏ ଓ ଅଧିକ ଯବକ୍ଷାରଯାନ ଦରକାର ହୁଏ। ସେହିପରି କେଣ୍ଡା ବାହାରିବା ସମୟରେ ଯବକ୍ଷାରାଜାନର ପ୍ରୟୋଗ ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଅଧିକ କେଣ୍ଡା ବାହାରେ ଯାହା ଅଧିକ ଅମଳ ଦେଇଥାଏ।[୧]
ଉତ୍ପାଦିତ ଖାଦ୍ୟ
ସମ୍ପାଦନାଏଥିରୁ ଉତ୍ପାଦିତ ଖାଦ୍ୟ (ସାଧାରଣତଃ ଓଡ଼ିଶାରେ ମିଳୁଥିବା ଓ ତିଆରି କରାଯାଉଥିବା) ଚାଉଳ, ଚୁଡ଼ା, ମୁଢ଼ି, ଲିଆ। ଓଡ଼ିଶାରେ ଏହାକୁ ପୂଜାସମଗ୍ରୀ ରୂପେ ମଧ୍ୟ ବ୍ୟବହାର କରାଯାଏ।
ଆହୁରି ପଢ଼ନ୍ତୁ
ସମ୍ପାଦନା- Bale, Martin T. Archaeology of Early Agriculture in Korea: An Update on Recent Developments. Bulletin of the Indo-Pacific Prehistory Association 21(5):77-84, 2001.
- Barnes, Gina L. Paddy Soils Now and Then. World Archaeology 22(1):1-17, 1990.
- Crawford, Gary W. and Gyoung-Ah Lee. Agricultural Origins in the Korean Peninsula. Antiquity 77(295):87-95, 2003.
- Kwak, Jong-chul. Urinara-eui Seonsa – Godae Non Bat Yugu [Dry- and Wet-field Agricultural Features of the Korean Prehistoric].In Hanguk Nonggyeong Munhwa-eui Hyeongseong [The Formation of Agrarian Societies in Korea]: 21-73. Papers of the 25th National Meetings of the Korean Archaeological Society, Busan, 2001.
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2013-08-28. Retrieved 2013-07-30.
{{cite web}}
: Cite has empty unknown parameter:|1=
(help)
ବାହାର ତଥ୍ୟ
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |