ଚାଉଳ ହେଉଛି ଧାନରୁ ତିଆରି ଏକ ଖାଦ୍ୟ ପଦାର୍ଥ । ଏହାକୁ ରୋଷେଇ କରି ଖିଆଯାଏ । ଭାରତ ତଥା ଓଡ଼ିଶାରେ ଚାଉଳକୁ ଏକ ମୁଖ୍ୟ ଖାଦ୍ୟ ଭାବେ ବିବେଚିତ କରିଥାନ୍ତି ।

Oryza sativa, commonly known as Asian rice

ବ୍ୟବହାର

ସମ୍ପାଦନା
 
ଚାଉଳରୁ ତିଆରି ଭାତ

ଚାଉଳ ବିଭିନ୍ନ ପ୍ରକାରର ଥାଏ । ଯେମିତିକି

ଭାତ କରଯାଉଥିବା ଚାଉଳ ମଧ୍ୟ ଦୁଇ ପ୍ରକାରର

  1. ଅରୁଆ ଚାଉଳ
  2. ଉଷୁନା ଚାଉଳ

ଚାଷ ଓ ପ୍ରଣାଳୀ

ସମ୍ପାଦନା

ଚାଉଳ ଧାନରୁ ବାହାରି ଥାଏ ବା ପ୍ରସ୍ତୁତ କରାଯାଇଥାଏ । ପ୍ରଥମେ ଧାନଚାଷ କରାଯାଇଥାଏ । ଧାନ ଅମଳ ପରେ ବିଭିନ୍ନ ଉପାୟରେ ଧାନରୁ ଚାଉଳ ହୁଏ।

ଇତିହାସ

ସମ୍ପାଦନା

ବାହାର ଲିଙ୍କ

ସମ୍ପାଦନା