ଦ୍ୱିତୀ ଚନ୍ଦ୍ର ସାହୁ
ଦ୍ୱିତୀ ଚନ୍ଦ୍ର ସାହୁ, ଓଡ଼ିଶାର ଏକ ଯୁବ ଲେଖକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଟନ୍ତି ।[୧][୨] ବୃତ୍ତିରେ ଶିକ୍ଷକତା କରୁଥିଲେ ହେଁ ସାହିତ୍ୟ ସାଧନା ସହ ବିଭିନ୍ନ ପତ୍ରିକାର ସ୍ତମ୍ଭକାର ସହ ରାୟଗଡ଼ା ଜିଲ୍ଲାର ଆଦିବାସୀ ସଂସ୍କୃତିର ଗବେଷକ ଭାବେ ସେ ପରିଚିତ ।[୩][୪][୫]
ଦ୍ୱିତୀ ଚନ୍ଦ୍ର ସାହୁ | |
---|---|
ଜନ୍ମ | ଦ୍ୱିତୀ ଚନ୍ଦ୍ର ସାହୁ ୩ ମାର୍ଚ୍ଚ ୧୯୭୭ |
ଜାତୀୟତା | ଭାରତୀୟ |
ଶିକ୍ଷା | ପଦ୍ମପୁର, ରାୟଗଡ଼ା ଜିଲ୍ଲା |
ଶିକ୍ଷାନୁଷ୍ଠାନ | ସରକାରୀ ବିଜୟାନନ୍ଦ ହାଇସ୍କୁଲ, ପଦ୍ମପୁର |
ପ୍ରସିଦ୍ଧି | ଶିକ୍ଷକତା |
ପୁରସ୍କାର | ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ (୨୦୨୪) |
ଜୀବନୀ
ସମ୍ପାଦନାଦ୍ୱିତୀ ଚନ୍ଦ୍ର ସାହୁ ୩ ମାର୍ଚ୍ଚ ୧୯୭୭ ରେ ରାୟଗଡ଼ା ଜିଲ୍ଲାର ପଦ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ପଦ୍ମପୁରରେ ପ୍ରାଥମିକ ତଥା ସରକାରୀ ବିଜୟାନନ୍ଦ ହାଇସ୍କୁଲରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି ସେ ଗୁଣପୁରସ୍ଥିତ ଗୁଣପୁର ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଅଧୁନା ସେ ରାୟଗଡା ଜିଲାରେ ଏକ ପ୍ରାଥମିକ ଶିକ୍ଷକ ରୂପେ କାର୍ଯ୍ୟରତ ।ଶିକ୍ଷକତାରେ ଅଭିନବ ଉପାୟର ପ୍ରୟୋଗ କରି ସେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।[୬][୭][୮][୯][୧୦]
ସାହିତ୍ୟିକ କୃତି
ସମ୍ପାଦନା୨୦୦୧ ମସିହାରୁ ଶିକ୍ଷକତାରେ ଯୋଗଦାନ କରି ଅଦ୍ୟାବଧି ସାହିତ୍ୟର ବିଭିନ୍ନ ବିଭାଗରେ ସେ ୧୮ଟି ପୁସ୍ତକ ରଚନା କରିଛନ୍ତି ।[୧୧] ତନ୍ମଧ୍ୟରୁ ଦୈନନ୍ଦିନ ମଣିଷ ଜୀବନ ତଥା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ନେଇ ତାଙ୍କ ଦ୍ଵାରା ଲିଖିତ କେତେକ ବହି ହେଲା :-
ଗଳ୍ପ ବିଭାଗ
ସମ୍ପାଦନା- ବାପାଙ୍କ ଗାମୁଛା
କ୍ଷୁଦ୍ରଗଳ୍ପ ବିଭାଗ
ସମ୍ପାଦନା- ଅଦେଖା ଭବିଷ୍ୟ
- ଡ଼େଣା ନ ଥିବା ସ୍ବପ୍ନ
- ହଜି ଯାଇଥିବା ଠିକଣା
- କିଞ୍ଚିତ୍
ଶିଶୁ ସାହିତ୍ୟ ବିଭାଗ
ସମ୍ପାଦନା- ଦ୍ୱିତୀୟା ବଟ
- କିଞ୍ଚିତ୍
- କୁହୁକର ମହକ[୧୨]
ଉପନ୍ୟାସ ବିଭାଗ
ସମ୍ପାଦନା- ଫୁଲ ନିଆଁ ଫୁଲ ଜେନ୍ସିଆ
- ଜୀବନ ଯୁଦ୍ଧ
- ବଞ୍ଚିବାର ମୋହ
- ଅପହୃତ ସଂଳାପ
- ହାରି ଯାଇଥିବା ମଣିଷ
- ବଂଶଧାରା
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ୨୦୨୪ ଗୁରୁ ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସମ୍ମାନ
- ପ୍ରବାସୀ ଭାଷା ସମ୍ମାନ (୨୦୨୧)-ଦି ଇଣ୍ଟେଲେକ୍ଚୁଅଲ , ନୂଆ ଦିଲ୍ଲୀ ଦ୍ଵାରା
- ସୁଲେଖା ସାରସ୍ବତ ସମ୍ମାନ (ସୁଲେଖା, ପୁରୀ ଦ୍ଵାରା)
- ସର୍ବପଲ୍ଲୀ ଗୁରୁ ସମ୍ମାନ (ବିଦ୍ୟା ବିକାଶ ପରିଷଦ , କଟକ ଦ୍ଵାରା)
- କୃତି ଶିକ୍ଷକ-୨୦୧୬ ପୁରସ୍କାର (ଓଡିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ଵାରା)
- ପ୍ରକୃତିବନ୍ଧୁ ପୁରସ୍କାର-୨୦୧୭ (ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା)
- ଯୁବ ଗାଳ୍ପିକ ସମ୍ମାନ - କଥା କଳିକା ପତ୍ରିକା, ଭୁବନେଶ୍ଵର ଦ୍ଵାରା)
- କଳିଙ୍ଗ ଯୁବ ସାହିତ୍ୟ ସମ୍ମାନ-୨୦୧୬ (କଳିଙ୍ଗ ସାହିତ୍ୟ ଉତ୍ସବ, ଭୁବନେଶ୍ଵର ଦ୍ଵାରା)
ଆଧାର
ସମ୍ପାଦନା- ↑ Service, Express News (6 September 2024). "Two teachers from south Odisha were honoured by President Droupadi Murmu". The New Indian Express (in ଇଂରାଜୀ). Retrieved 6 September 2024.
- ↑ "PRESIDENT OF INDIA CONFERS NATIONAL AWARDS ON TEACHERS" (PDF). education.gov.in. Govt. of India. Retrieved 6 September 2024.
- ↑ "Pallishri Mela Book Fair adores Dwiti Sahu's Novel "Kuhukara Mahaka" for adolescents". Odisha News Insight. 30 December 2015. Retrieved 21 January 2024.
- ↑ "National Teachers' Awards 2024: Meet India's top 50 educators; full list". The Times of India. 5 September 2024. Retrieved 6 September 2024.
- ↑ Sahu, Dwiti Chandra. "ବିଷମରେ ବିଶି". dharitriepaper.in. Retrieved 6 September 2024.
- ↑ "Odisha: Kalinga Literary Festival in Koraput to kick off on April 7 | Sambad English". sambadenglish. 28 March 2018. Retrieved 21 January 2024.
- ↑ "Grassroots can be Empowered Literacy through their own inherent Local Writers". Odisha Diary, Latest Odisha News, Breaking News Odisha. 24 April 2019. Retrieved 21 January 2024.
- ↑ "People are the real Governors & Masters: says Guv Prof Ganeshi Lal |". odishabarta. 13 September 2022. Retrieved 21 January 2024.
- ↑ "'Cabinet' monitors school atmosphere". www.telegraphindia.com (in ଇଂରାଜୀ). Retrieved 21 January 2024.
- ↑ "Innovative learning programme brings back joy to tribal students in Odisha | UNICEF India". www.unicef.org (in ଇଂରାଜୀ). Retrieved 21 January 2024.
- ↑ "ଦ୍ୱିତୀଚନ୍ଦ୍ର ସାହୁ ପାଇବେ ଜାତୀୟ ଶିକ୍ଷକ ସମ୍ମାନ | SambadEpaper". sambadepaper.com. Retrieved 9 September 2024.
- ↑ Pioneer, The. "Sahu's Odia novel 'Kuhukara Mahaka' released in R'gada". The Pioneer (in ଇଂରାଜୀ). Retrieved 7 September 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |