ତିତ୍‌ଲି

୨୦୨୨ ଓଡ଼ିଆ କଥାଚିତ୍ର

ତିତ୍‍ଲି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସ ।[୧] ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଏସ୍.କେ. ମୂରଲୀଧରନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ତିତ୍‍ଲି
ନିର୍ଦ୍ଦେଶକଏସ୍.କେ. ମୂରଲୀଧରନ
ପ୍ରଯୋଜକପ୍ରଭାତ କୁମାର ପ୍ରଧାନ
ଶିଶିର ଚନ୍ଦ୍ର ଦାସ
ସଂଳାପଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀଏସ୍.କେ. ମୂରଲୀଧରନ
କଳାକାରତୁଷାର କେ. ସିହ୍ନା
ଦିବ୍ୟାସାନ୍ତା ମହାନ୍ତି
ମିହିର ଦାସ
ପ୍ରୀତିରାଜ ଶତପଥୀ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଭଗତ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୩୦ ସେପ୍ଟେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର କେ. ସିହ୍ନା ଓ ଦିବ୍ୟାସାନ୍ତା ମହାନ୍ତି । ମିହିର ଦାସ, ପ୍ରୀତିରାଜ ଶତପଥୀ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ହାଡ଼ୁ, ନୂପୁର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ୨୦୨୨ ମସିହାର ସେପ୍ଟେମ୍ବର ୩୦ ତାରିଖରେ ଦୁର୍ଗାପୂଜା ସମୟରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।[୪]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୩] ଗୀତିକାର ବସନ୍ତରାଜ ସାମଲ ଓ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧]

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ୧.୦ ୧.୧ "ଏଥର ପୂଜାରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 30 September 2022. p. 8. Archived from the original on 16 December 2022. Retrieved 16 December 2022.
  2. Titli Movie: Showtimes, Review, Trailer, Posters, News & Videos | eTimes, retrieved 2022-12-16
  3. ୩.୦ ୩.୧ "ଆଜି ମୁକ୍ତିଲାଭ କରିବା ଓଡ଼ିଆ ସିନେମା 'ତିତଲି'". ସମୟ. No. ଭୁବନେଶ୍ୱର. ଭୁବନେଶ୍ୱର. 30 September 2022. p. ୩. Archived from the original on 29 September 2022. Retrieved 16 December 2022.
  4. "କଥାଚିତ୍ର ବିଜ୍ଞାପନ ପୃଷ୍ଠା". ସମ୍ବାଦ. 30 September 2022. Archived from the original on 16 December 2022. Retrieved 16 December 2022.

ବାହାର ଆଧାର ସମ୍ପାଦନା