ତାଣ୍ଡବ

୨୦୨୧ ଓଡ଼ିଆ କଥାଚିତ୍ର

ତାଣ୍ଡବ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବ ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ଦୀପ ସାହୁ ।[୧] ରେଡ୍ ସାଗା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୨] ପୃଥ୍ୱୀରାଜ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ତାଣ୍ଡବ
ନିର୍ଦ୍ଦେଶକପୃଥ୍ୱୀରାଜ ପଟ୍ଟନାୟକ
ପ୍ରଯୋଜକସନ୍ଦୀପ ସାହୁ
ସଂଳାପରେଡ୍ ସାଗା
ଚିତ୍ରନାଟ୍ୟପୃଥ୍ୱୀରାଜ ପଟ୍ଟନାୟକ
ରେଡ୍ ସାଗା
କଳାକାରଦେବାଶିଷ ପତି
ଅଶିଷା ଶର୍ମା
ମିହିର ଦାସ
ମନୋଜ ମିଶ୍ର
ଚାନ୍ଦ୍ରାଣୀ ଦାସ
ବର୍ଣ୍ଣନାସିଦ୍ଧାନ୍ତ ମହାପାତ୍ର
ସଙ୍ଗୀତଅଗ୍ନିରାଜ କିଶୋର
ଚିତ୍ରଗ୍ରହଣରବୀନ୍ଦ୍ର ବେହେରା
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୧୧ ମାର୍ଚ୍ଚ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପତି, ଆଶିଷ ଶର୍ମା ଓ ଚନ୍ଦ୍ରାଣୀ ଦାସ ।[୪] ମିହିର ଦାସ, ମନୋଜ ମିଶ୍ର, ପୁଷ୍ପା ପଣ୍ଡା, ସମ୍ଭବ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫] ୨୦୨୧ ମସିହାର ମାର୍ଚ୍ଚ ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୬] ୨୦୨୧ ମସିହାର ଅପ୍ରେଲ ୧୧ ତାରିଖରେ ଏହି କଥାଚିତ୍ରଟି ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।[୭]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଗ୍ନିରାଜ କିଶୋର । ଗୀତିକାର ପ୍ରବୀଣ କୁମାର ଓ ରାକେଶ ଦାଶ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୫] ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ଲିପ୍ସା ମହାପାତ୍ର, ଅନ୍ତରା ଚକ୍ରବର୍ତ୍ତୀ, ନନ୍ଦିତା ଭଞ୍ଜ, ତାରିକ୍ ଅଜିଜ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୭]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ଆଇଏମ୍ ଇନ୍ ଲଭ୍"ପ୍ରବୀଣ କୁମାରବିଷ୍ଣୁ ମୋହନ କବି, ଲିପ୍ସା ମହାନ୍ତ 
2."ଓ ଜାନିୟା"ରାକେଶ ଦାଶଅନ୍ତରା ଚକ୍ରବର୍ତ୍ତୀ 

ଆଧାର ସମ୍ପାଦନା

  1. "Tandav - Official Trailer | Oriya Movie News - Times of India". Times of India (in ଇଂରାଜୀ). timesofindia.indiatimes.com. 10 March 2021. Archived from the original on 12 March 2021. Retrieved 22 December 2021.
  2. "Tandav New Trailer". Odia Live (in English). 26 February 2021. Archived from the original on 20 November 2021. Retrieved 22 December 2021.{{cite news}}: CS1 maint: unrecognized language (link)
  3. "ମହାଶିବରାତ୍ରୀରେ ପରଦାକୁ ଆସୁଛି ଓଡ଼ିଆ ଆକ୍ସନ୍ ଫିଲ୍ମ 'ତାଣ୍ଡବ' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 9 March 2021. Archived from the original on 22 December 2021. Retrieved 22 December 2021.
  4. "Manoj Mishra, Debashis Starrer Odia Movie 'Tandav' To Release On This Date". Odisha Bytes (in English). Bhubaneswar. 9 March 2021. Archived from the original on 22 December 2021. Retrieved 22 December 2021.{{cite news}}: CS1 maint: unrecognized language (link)
  5. ୫.୦ ୫.୧ Satapathy, Prabir (11 March 2021). "ମହାଶିବରାତ୍ରୀ ଉପଲକ୍ଷେ ରୂପେଲୀ ପରଦାରେ ଆକ୍ସନ ଫିଲ୍ମ 'ତାଣ୍ଡବ'". OneIndia. ଭୁବନେଶ୍ୱର: OneIndia Odia. Archived from the original on 22 December 2021. Retrieved 22 December 2021. {{cite news}}: |archive-date= / |archive-url= timestamp mismatch; 1 ମଇ 2021 suggested (help)
  6. "ମହାଶିବରାତ୍ରିରେ ପରଦାକୁ ଆସିବ ଓଡ଼ିଆ ଆକ୍ସନ ଫିଲ୍ମ 'ତାଣ୍ଡବ' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 10 March 2021. Archived from the original on 22 December 2021. Retrieved 22 December 2021.
  7. ୭.୦ ୭.୧ ୭.୨ "'ମଞ୍ଜରୀ'ରେ ଓଡ଼ିଆ ଆକ୍ସନ ଫିଲ୍ମ 'ତାଣ୍ଡବ'ର ୱାର୍ଲ୍ଡ ଟେଲିଭିଜନ୍ ପ୍ରିମିୟର | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 10 April 2021. Archived from the original on 22 December 2021. Retrieved 22 December 2021.
  8. "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.

ବାହାର ଆଧାର ସମ୍ପାଦନା