ଝିଅଟା ଅଲଗା ପ୍ରକାର

୨୦୧୯ର ଓଡ଼ିଆ କଥାଚିତ୍ର

ଝିଅଟା ଅଲଗା ପ୍ରକାର, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତା ଶ୍ରୀତମ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ନିର୍ଦ୍ଦେଶନା ଦେଇଥିଲେ ଏବଂ ସ୍ୱର ସଂଯୋଜନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।

ଝିଅଟା ଅଲଗା ପ୍ରକାର
ନିର୍ଦ୍ଦେଶକଶ୍ରୀତମ ଦାସ
ପ୍ରଯୋଜକଶ୍ରୀତମ ଦାସ
ଚିତ୍ରନାଟ୍ୟରଜନୀ ରଞ୍ଜନ
କଳାକାରତୁଷାର
କୋଏଲ ବାନାର୍ଜୀ
ପୁଷ୍ପା ପଣ୍ଡା
କୁନା ତ୍ରିପାଠୀ
ଉଷସୀ ମିଶ୍ର
ସଙ୍ଗୀତଶ୍ରୀତମ ଦାସ
ଚିତ୍ରଗ୍ରହଣନିରଞ୍ଜନ ଦାଶ[୧]
ମୁକ୍ତିଲାଭ ତାରିଖ
୩୦ ଜୁନ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର ଓ କୋଏଲ ବାନାର୍ଜୀ । ପୁଷ୍ପା ପଣ୍ଡା, କୁନା ତ୍ରିପାଠୀ, ଉଷସୀ ମିଶ୍ର, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀତମ ଦାସ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସୁବାଶିଷ ମହାକୁଡ଼, ପ୍ରଜ୍ଞା ହୋତା, ଅବିନାଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ତୋ ବିନା"ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ 
2."ଝିଅଟା ଅଲଗା ପ୍ରକାର"ସୁବାଶିଷ ମହାକୁଡ଼ 
3."ମୋ କାଜଲ ଗାରରେ ମନ"ପ୍ରଜ୍ଞା ହୋତା, ଅବିନାଶ 

ଆଧାର ସମ୍ପାଦନା

  1. "ଘନଶ୍ୟାମ ମହାପାତ୍ରଙ୍କୁ 'ଶ୍ରୀ ଜୟଦେବ ସମ୍ମାନ' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 November 2021. Archived from the original on 27 January 2022. Retrieved 27 January 2022.

ବାହାର ଆଧାର ସମ୍ପାଦନା