ଜାମସେଦପୁର

ଝାଡ଼ଖଣ୍ଡର ସହର


ଜାମସେଦପୁର (ସାନ୍ତାଳୀ: [ᱡᱟᱢᱥᱮᱫᱽᱯᱩᱨ] Error: {{Lang}}: text has italic markup (help)) ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ ଅଟେ । ଏହା ଝାଡ଼ଖଣ୍ଡର ପୁର୍ବି ସିଙ୍ଘ୍‌‌ଭୁମ୍ ଜିଲ୍ଲାରେ ଅବସ୍ଥିତ ।

Jamshedpur
Tatanagar
Metropolitan City
Sakchi Golchakkar
JRD StadiumTCE Building
Bat IslandKadma-Sonari Link Road
Tata Steel
Clockwise from top: Sakchi Golchakkar, TCE Building, Sonari-Kadma Link Road, Tata Steel Plant, Bat Island in Jayanti Sarovar, JRD Tata Sports Complex
Nickname: 
Steel City
CountryIndia
StateJharkhand
DistrictEast Singhbhum
Founded byJamsedji Nusserwanji Tata
Named forIron and Steel, Cement Industries
Government
 • TypeMunicipal Corporation
Area
 • Metropolitan City224 km2 (86 sq mi)
Elevation
135 m (443 ft)
Population
 (2011)[]
 • Metropolitan City୧୩,୩୭,୧୩୧;
 • Metro
୧୩,୩୯,୪୩୮
Time zoneUTC+5:30 (IST)
PIN
831001 to 831020
Telephone code0657
ଯାନବାହାନ ପଞ୍ଚୀକରଣJH 05 (East Singbhum)
JH 22 (Saraikela-Kharsawan)
Literacy85.94%
LanguagesBengali, Odiya, English and Hindi
Websitewww.jamshedpur.nic.in


ଭୌଗଳିକ ଅବସ୍ଥିତି

ସମ୍ପାଦନା

ଜାମସେଦପୁର ୨୨.୮୦୨୮ ଉତ୍ତର ଅକ୍ଷାଂଶ ଓ ୮୬.୧୮୫୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଜାମସେଦପୁର ସହରର ମୋଟ ଜନସଂଖ୍ୟା ୫୭୦୩୪୯ ଅଟେ ।[] ସେଥି ମଧ୍ୟରୁ ୫୨.୬୧% ଜଣ ପରୁଷ ହୋଇଥିବା ବେଳେ ୪୭.୩୯% ଜଣ ନାରୀ ଅଟନ୍ତି । ଜାମସେଦପୁରର ସାକ୍ଷରତା ହାର ୭୬.୧୩% ଅଟେ । ଏହା ଜାତୀୟ ହାରଠାରୁ -୧୧.୨୯% ପ୍ରତିଶତ କମ ଅଟେ । ସେଥିରୁ ୪୨.୬୦% ପ୍ରତିଶତ ପୁରୁଷ ଓ ୩୩.୫୩% ନାରୀ ଅଟନ୍ତି । ୧୧.୦୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ଓଡ଼ିଆ, ହିନ୍ଦୀ ଜାମସେଦପୁରର ସରକାରୀ ଭାଷା ଅଟେ ।

ପାଣିପାଗ

ସମ୍ପାଦନା
Jamshedpur
Climate chart (explanation)
JFMAMJJASOND
 
 
15
 
26
12
 
 
27
 
29
14
 
 
33
 
34
18
 
 
36
 
39
23
 
 
80
 
39
26
 
 
36
 
36
26
 
 
331
 
32
25
 
 
355
 
32
25
 
 
261
 
32
25
 
 
81
 
32
22
 
 
10
 
29
17
 
 
14
 
26
12
Average max. and min. temperatures in °C
Precipitation totals in mm
Source: []

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଜାମସେଦପୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୨ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୪ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୫୦୮.୫ mm/inches ହୋଇଥାଏ ।

Climate data for Jamshedpur, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 26.2
(79.2)
29.0
(84.2)
34.2
(93.6)
38.6
(101.5)
38.8
(101.8)
35.9
(96.6)
32.3
(90.1)
31.8
(89.2)
32.1
(89.8)
31.6
(88.9)
29.1
(84.4)
26.2
(79.2)
32.2
(90)
ହାରାହାରି ସର୍ବନିମ୍ନ °C (°F) 11.5
(52.7)
14.2
(57.6)
18.4
(65.1)
23.4
(74.1)
25.5
(77.9)
25.7
(78.3)
25.3
(77.5)
25.1
(77.2)
24.6
(76.3)
21.7
(71.1)
16.5
(61.7)
11.6
(52.9)
20.4
(68.7)
Average rainfall mm (inches) 14.7
(0.579)
26.8
(1.055)
33.0
(1.299)
36.2
(1.425)
79.5
(3.13)
267.7
(10.539)
331.1
(13.035)
354.7
(13.965)
260.5
(10.256)
80.5
(3.169)
10.1
(0.398)
13.5
(0.531)
୧,୫୦୮.୫
(୫୯.୩୯)
ହାରାହାରି ମେଘାତ୍ସନ ଦିବସ 1.6 1.9 2.5 3.3 5.8 11.7 16.1 16.3 11.8 4.4 1.0 1.0 77.5
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.6 1.7 2.8 4.5 7.7 10.2 11.3 9.9 8.9 4.1 0.2 0.1 61.8

ହାରାହାରି କୁହୁଡ଼ି ଘେରା ଦିବସ 0.7 0.3 0.2 0.0 0.0 0.0 0.1 0.0 0.0 0.4 0.1 0.3 2.2
Source: India Meteorological Department (temperatures and precipitation)[][]


ଆହୁରି ପଢନ୍ତୁ

ସମ୍ପାଦନା
  1. "Jamshedpur city population census 2011". Retrieved 2015-08-22.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  4. "World Weather Information Service -Jamshedpur". Worldweather.wmo.int. 5 October 2006. Retrieved 28 June 2015.
  5. "Chennai- Climatological Information". India Meteorological Department. Retrieved 29 May 2014.
  6. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.

ବାହାର ଲିଙ୍କ

ସମ୍ପାଦନା