ଚନ୍ଦ୍ରଗିରି ବୌଦ୍ଧ ବିହାର
ଚନ୍ଦ୍ରଗିରି ଓଡ଼ିଶାର ଗଜପତି ଜିଲ୍ଲାରେ ଥିବା ଏକ ବୌଦ୍ଧ ବିହାର ଓ ଉପାସନା ସ୍ଥଳ । ୧୯୫୯ରେ ଚୀନରେ ତିବ୍ୱତ ଅଧିଗ୍ରହଣ ସମୟରେ ଅନେକ ତିବ୍ୱତୀୟ ଏଠାରେ ଆସି ଆଶ୍ରୟ ନେଇଥିଲେ । ଏହା ଯଦିଓ ଓଡ଼ିଶାର ବାକି ସବୁ ଯାଗାଠାରୁ ଅଲଗା ନୁହେଁ ତେବେ ଏଠାକାର ପରିବେଶ ପୁରା ଅଲଗା । ଠାଏ ଠାଏ ସାନ ସାନ ବୌଦ୍ଧ କୁଡ଼ିଆ ଘର ଓ ବୌଦ୍ଧ ବିହାର ଅଛି ।
ବୌଦ୍ଧବାଦ
|
ଧର୍ମ ବା ମତବାଦ ଚାରୋଟି ସତ |
ଆଚରଣ ତିନୋଟି ରତନ |
ପରମ୍ପରା ·
ଧର୍ମଗ୍ରନ୍ଥ |
ଅବସ୍ଥାନ
ସମ୍ପାଦନା- ଏଠାକାର ବସ ରହିବା ଯାଗାର ନାମ ହେଲା ଲୋବେରସିଙ୍ଗ । ଏହା ତପ୍ତପାଣିରୁ ୩୫ କି.ମି. ଦୂର । ଏଠାରେ ତିବ୍ୱତୀୟ ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥାଏ ।[୧]
- ପାଖ ସହର: ବ୍ରହ୍ମପୁର (୧୫ କି.ମି.)
- ପାଖ ବିମାନ ବନ୍ଦର: ବିଜୁ ପଟ୍ଟନାୟକ ବିମାନ ବନ୍ଦର, ଭୁବନେଶ୍ୱର
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2011-08-02. Retrieved 2011-05-16.
{{cite web}}
: Cite has empty unknown parameter:|1=
(help)