ବିଜୁ ପଟ୍ଟନାୟକ ବିମାନ ବନ୍ଦର

ବିଜୁ ପଟ୍ଟନାୟକ ବିମାନ ବନ୍ଦର (IATA: BBIICAO: VEBS), ( ଭୁବନେଶ୍ୱର ବିମାନ ବନ୍ଦର ନାମରେ ମଧ୍ୟ ଜଣାଶୁଣା), ଭାରତର ଓଡ଼ିଶାରେ ଭୁବନେଶ୍ୱର ନଗରରେ ଅବସ୍ଥିତ । ଏହା ଓଡ଼ିଶାର ପ୍ରମୁଖ ଓ ଏକମାତ୍ର ବିମାନ ବନ୍ଦର । ପ୍ରଖ୍ୟାତ ନେତା, ସ୍ୱାଧୀନତା ସଂଗ୍ରାମୀ ଓ ବିମାନ ଚାଳକ ବିଜୁ ପଟ୍ଟନାୟକଙ୍କ ନାମ ଅନୁସାରେ ଏହାର ନାମ ରଖାଯାଇଛି ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର
ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦର
Biju Patnaik Airport, Bhubaneswar, Odisha.jpg
IATA: BBIICAO: VEBS
ବି ବି ଆଇ is located in Odisha
ବି ବି ଆଇ
ବି ବି ଆଇ
ଓଡ଼ିଶା ମାନଚିତ୍ରରେ ଏହି ବିମାନ ବନ୍ଦରର ଅବସ୍ଥାନ
ସାରକଥା
ବିମାନ ବନ୍ଦର ପ୍ରକାର ସର୍ବସାଧାରଣ
ପରିଚାଳକ ଏଆରପୋର୍ଟସ ଅଥରିଟି ଅଫ ଇଣ୍ଡିଆ
ସେବା ଭୁବନେଶ୍ୱର, ଓଡ଼ିଶା
ଉଚ୍ଚତା (ସମୁଦ୍ର ଠାରୁ) ୧୩୮ ft / ୪୨ m
ଦିଗବାରେଣି 20°14′40″N 085°49′04″E / 20.24444°N 85.81778°E / 20.24444; 85.81778
ରନବେ
ଦିଗ ଲମ୍ବ ଭୂମି
ft m
୦୫/୨୩ ୪,୫୨୪ ୧,୩୭୯ Asphalt
୧୪/୩୨ ୯,୦୦୦ ୨,୭୪୩ Asphalt

ଟର୍ମିନାଲସସମ୍ପାଦନ କରନ୍ତୁ

ଟର୍ମିନାଲସ ୧ (ଘରୋଇ)ସମ୍ପାଦନ କରନ୍ତୁ

ଟର୍ମିନାଲ ୧ ପ୍ରବେଶ ପଥ
ଟର୍ମିନାଲ ୧ ଅପେକ୍ଷା ଜାଗା
ମାଗଣା ୱାଇଫାଇ କ୍ଷେତ୍ର

ଟର୍ମିନାଲସ ୨ (ଆନ୍ତର୍ଜାତିକ)ସମ୍ପାଦନ କରନ୍ତୁ

ଦ୍ରବ୍ୟସମ୍ପାଦନ କରନ୍ତୁ

ବିମାନ ସେବା ଓ ଗନ୍ତବ୍ୟ ସ୍ଥଳସମ୍ପାଦନ କରନ୍ତୁ

ଏବେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଚାଲୁଥିବା ସିଧା ଉଡାଣ/ଗନ୍ତବ୍ୟସ୍ଥଳ ସବୁ ।

ବିମାନ ସେବା ଗନ୍ତବ୍ୟ 
ଏୟାର ଇଣ୍ଡିଆ ଦିଲ୍ଲୀ, ମୁମ୍ବାଇ,ପୋର୍ଟ ବ୍ଲେୟର (ସୋମ, ଗୁରୁ, ଶନି, ରବି)
ଇଣ୍ଡିଗୋ ବେଙ୍ଗାଳୁରୁ, ଦିଲ୍ଲୀ, ହାଇଦରାବାଦ, ମୁମ୍ବାଇ,କଲିକତା, ବିଶାଖାପାଟଣା
ଗୋ ଏଆର ଦିଲ୍ଲୀ, ମୁମ୍ବାଇ,କଲିକତା,

,

 
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର
 
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଚେକ୍ଇନ୍ ଏରିଆ
 
ବିଜୁ ପଟ୍ଟନାୟକ ବିମାନ ବନ୍ଦର

ନିଦ୍ଧାରିତସମ୍ପାଦନ କରନ୍ତୁ

ଅଧିକାର ପତ୍ରସମ୍ପାଦନ କରନ୍ତୁ

ବିମାନ ସେବାସମ୍ପାଦନ କରନ୍ତୁ

ଚାଳକସମ୍ପାଦନ କରନ୍ତୁ

ଖାଦ୍ୟ ଯୋଗାଣକାରୀ ବ୍ୟବସାୟସମ୍ପାଦନ କରନ୍ତୁ

ଇନ୍ଧନସମ୍ପାଦନ କରନ୍ତୁ

ପ୍ରଶଂସାସମ୍ପାଦନ କରନ୍ତୁ

ସଂଯୋଜକସମ୍ପାଦନ କରନ୍ତୁ

ଘଟଣା ଓ ଦୁର୍ଘଟଣାସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ


ବାହାର ଆଧାରସମ୍ପାଦନ କରନ୍ତୁ