ଚଢ଼ିଆପଲ୍ଲୀ
ଜୟ ଜଗନ୍ନାଥ
ଚଢ଼ିଆପଲ୍ଲୀ (English: chadheyapalli ) ଗ୍ରାମ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଚଢ଼ିଆପଲ୍ଲୀ | |
---|---|
ଗ୍ରାମ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
ପଞ୍ଚାୟତ ସମିତି | ଆସିକା |
ଗ୍ରାମ ପଞ୍ଚାୟତ | ଚଢ଼ିଆପଲ୍ଲୀ |
ତହସିଲ | ଆସିକା |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୬୧୧୧୫[୧] |
ଏସଟିଡି କୋଡ଼ | +୦୬୮୨୨ |
ଗାଡ଼ି ପଞ୍ଜିକରଣ | OD/32 |
ଗମନାଗମନସମ୍ପାଦନ କରନ୍ତୁ
ଶିକ୍ଷାସମ୍ପାଦନ କରନ୍ତୁ
ଗ୍ରାମରେ ବାଉରିବନ୍ଧୁ ନାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଅଛି । ନିକଟତମ ମହାବିଦ୍ୟାଳୟ ଗ୍ରାମ ଠୁ ୪ କି.ମି ଦୁରରେ ଅବସ୍ଥିତ ।
ସଂସ୍କୃତିସମ୍ପାଦନ କରନ୍ତୁ
ଏହି ଗାଆଁଠାରୁ ଅଳ୍ପ ଦୂରରେ କପିଳେଶ୍ୱର ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ପଣା ସଂକ୍ରାନ୍ତି ପାଳିତ ହୋଇଥାଏ ।