ଘେଁସ
ଭାରତରେ ଗ୍ରାମ
(ଘେଂସରୁ ଲେଉଟି ଆସିଛି)
ଘେଁସ ବରଗଡ଼ ଜିଲ୍ଲାର [୨] ମେଲଛାମୁଣ୍ଡା ନିର୍ବାଚନୀ ମଣ୍ଡଳୀ ଅଧିନସ୍ତ ଗୋଟିଏ ଗ୍ରାମ । ଏହା ୬ ନମ୍ବର ଜାତୀୟ ରାଜପଥରେ ବରଗଡ଼ଠାରୁ ଛତିଶଗଡ଼ ରାଜ୍ୟକୁ ଯିବା ରାସ୍ତାରେ ୨୦ କି ମି ପରେ ସୋହେଲା ନାମକ ଯାଗାରୁ ପାଇକମାଲ୍ ନୁର୍ସିଂଘନାଥ ମନ୍ଦିର ଅଭିମୁଖେ ପ୍ରାୟତ ୨୦ କି ମି ଗଲା ପରେ ଘେଂସ ଗ୍ରାମ ପଡ଼ିଥାଏ । ଏଠାରେ ସାକ୍ଷୀ ଭାବେ ଅଛି ସହିଦ୍ ସ୍ତମ୍ଭ ଯାହାକି ମନେ ପକାଏ ବୀର ସୁରେନ୍ଦ୍ର ସାଏ ଓ ତତ୍କାଳୀନ ଜମିଦାରଙ୍କ ପାଞ୍ଚ ପୁତ୍ର ଅଇରି ସିଂଘ, ବଇରି ସିଂଘ ଆଦିଙ୍କ ବିରତ୍ୱର ଗାଥା । ଏ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି କୋଶଳ ଭାଷାର ମହା କବି ଓ ଲେଖକ ହଲଧର ନାଗ ।
ଘେଁସ | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବରଗଡ଼ |
ପଞ୍ଚାୟତ ସମିତି | ସୋହେଲା |
ଗ୍ରାମ ପଞ୍ଚାୟତ | ଘେଁସ |
ତହସିଲ | ସୋହେଲା |
Time zone | IST (+୫.୩୦) |
ଡାକ କୋଡ଼ | ୭୬୮୦୩୪[୧] |
Area code | +୦xxxx |
ଯାନବାହାନ ପଞ୍ଚୀକରଣ | OD/17 |
ଆଧାର
ସମ୍ପାଦନା- ↑ onefivenine.com
- ↑ "Ghess Village". onefivenine.com. 2013. Retrieved 1 April 2013.
Ghess is one of the Village in Sohella Tehsil in Bargarh District in Orissa State
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |