ଗାୟତ୍ରୀ ଆର୍ଯ୍ୟ
ଗାୟତ୍ରୀ ଆର୍ଯ୍ୟ (ଜନ୍ମ: ୨୮ ଫେବୃଆରୀ ୧୯୫୯) ଜଣେ ଓଡ଼ିଆ ଗାଳ୍ପିକା ।[୧][୨] ସେ କବି ଓ ଗାଳ୍ପିକ ଆର୍ଯ୍ୟ ଯଜ୍ଞଦତ୍ତଙ୍କୁ ବିବାହ କରିଥିଲେ ।[୩]
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଗାୟତ୍ରୀ ଆର୍ଯ୍ୟ ୧୯୫୯ ଫେବୃଆରୀ ୨୮ରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ଗୋହଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସପନି ବେହେରା ଓ ମାତା ହେଲେ ହେମଲତା ବେହେରା ।
ରଚନାବଳୀ
ସମ୍ପାଦନା- ତରଙ୍ଗ (ଗଳ୍ପ)
- ଫୁଲ ଫୁଟିଥିଲା (ଗଳ୍ପ)
- କୁହୁ (ଗଳ୍ପ)
- ସ୍ୱପ୍ନଚୋରି (ଗଳ୍ପ)
- ପ୍ରିୟର ପୃଥିବୀ (ଜୀବନ ବୃତ୍ତ)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ସମାରୋହ ସମ୍ମାନ
- ଜଗତସିଂହପୁର ସାହିତ୍ୟ ପରିଷଦ ସମ୍ମାନ
ଆଧାର
ସମ୍ପାଦନା- ↑ "କାଦମ୍ବିନୀ" (PDF). କାଦମ୍ବିନୀ. Vol. ୨୪, no. ୨. ଅଗଷ୍ଟ ୨୦୨୩.
- ↑ ଆର୍ଯ୍ୟ, ଗାୟତ୍ରୀ (ଅକ୍ଟୋବର ୨୦୨୩). "ନୀଳାମ୍ବରର ସ୍ୱପ୍ନ" (PDF). ସମାରୋହ. Vol. ୩୩, no. 1. Retrieved 30 September 2024.
- ↑ "Hareskrushna Mahatab State Library" (PDF). Hareskrushna State Library. Retrieved 30 April 2023.
ଏହି ଲେଖାଟି ଓଡ଼ିଆ ସାହିତ୍ୟ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |