କର୍ଣ୍ଣାଟକ
ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.
କର୍ଣ୍ଣାଟକ
ಕರ್ನಾಟಕ | |
---|---|
ଦେଶ | ଭାରତ |
ସ୍ଥାପନ | ୧ ନଭେମ୍ବର ୧୯୫୬ |
ରାଜଧାନୀ | ବେଙ୍ଗାଳୁରୁ |
ବୃହତ୍ତମ ନଗର | ବେଙ୍ଗାଳୁରୁ |
ଜିଲ୍ଲା | ୩୦ |
Government | |
• ରାଜ୍ୟପାଳ | ହଂସରାଜ ଭରଦ୍ୱାଜ |
• ମୁଖ୍ୟମନ୍ତ୍ରୀ | ସିଦ୍ଦରମେୟା |
• ନ୍ୟାୟପାଳିକା | ଦୁଇ ନ୍ୟାୟପାଳିକା (୨୨୪+୭୫ ଆସନ) |
Area | |
• ସମୁଦାୟ | 1,91,791 km2 (74,051 sq mi) |
• Rank | ଅଷ୍ଟମ (୮ମ) |
Population (୨୦୧୧) | |
• Total | ୬୧୧୩୦୭୦୪ |
• Rank | ନବମ (୯ମ) |
• Density | 320/km2 (830/sq mi) |
Time zone | UTC+୦୫:୩୦ (IST) |
ISO 3166 code | IN-KA |
HDI | ୦.୬୦୦ (ମଧ୍ୟମ) |
HDI କ୍ରମାଙ୍କ | ୨୫ ତମ(୨୦୦୫) |
ସାକ୍ଷରତା | ୬୯.୩% |
ସରକାରୀ ଭାଷା | କନ୍ନଡ଼, ଇଂରାଜୀ |
Website | karunadu.gov.in |
କର୍ଣ୍ଣାଟକ (କନ୍ନଡ: ಕರ್ನಾಟಕ) ଦକ୍ଷିଣ-ପଶ୍ଚିମ ଭାରତର ଏକ ରାଜ୍ୟ । ୧୯୫୬ ମସିହା ନଭେମ୍ବର ୧ ତାରିଖରେ ରାଜ୍ୟ ପୁନର୍ଗଠନ ଆଇନ ବଳରେ ଏହି ରାଜ୍ୟ ସ୍ଥାପିତ ହୋଇଥିଲା । ଏହାର ପୂର୍ବ ନାମ ମହୀଶୂର ଥିଲା । ୧୯୭୩ ମସିହାରେ ଏହାର ନୂତନ ନାମକରଣ ହେଲା କର୍ଣ୍ଣାଟକ । କର୍ଣ୍ଣାଟକର ପଶ୍ଚିମରେ ଆରବ ସାଗର, ଉତ୍ତର-ପଶ୍ଚିମରେ ଗୋଆ, ଉତ୍ତରରେ ମହାରାଷ୍ଟ୍ର, ଉତ୍ତର-ପୂର୍ବରେ ତେଲେଙ୍ଗାନା, ପୂର୍ବରେ ଆନ୍ଧ୍ର ପ୍ରଦେଶ, ଦକ୍ଷିଣ-ପୂର୍ବରେ ତାମିଲନାଡ଼ୁ ଓ ଦକ୍ଷିଣ-ପଶ୍ଚିମରେ କେରଳ ଅବସ୍ଥିତ । ରାଜ୍ୟର ମୋଟ ଆୟତନ ୧,୯୧,୭୯୧ ବର୍ଗକିଲୋମିଟର ଓ ଭାରତର ମୋଟ ଆୟତନର ୫.୮୩ ପ୍ରତିଶତ । ଏହି ରାଜ୍ୟର ଜିଲ୍ଲା ସଂଖ୍ୟା ୩୦ ଓ ସରକାରୀ ଭାଷା କନ୍ନଡ଼ ।
ଭୂଗୋଳ
ସମ୍ପାଦନାଇତିହାସ
ସମ୍ପାଦନାଭାଷା ଓ ସାହିତ୍ୟ
ସମ୍ପାଦନାକନ୍ନଡ଼ ହେଉଛି ଏହାର ମାତୃଭାଷା ।
ଆଧାର
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |