ଏକ୍ସକ୍ୟୁଜ ମି

୨୦୧୮ର ଓଡ଼ିଆ କଥାଚିତ୍ର

ଏକ୍ସକ୍ୟୁଜ ମି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨][୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନକ ଦାଶ ।[୪] ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର କାହଣୀ ଓ ସଂଳାପ ରଚନା କରିଥିଲେ ।[୪] ରମେଶ ଦାଶ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫] ଲୁବୁନ ଟୁବୁନ ଓ ଅମିତ ଏହି କଥାଚିତ୍ରଟିର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୪]

ଏକ୍ସକ୍ୟୁଜ ମି
ନିର୍ଦ୍ଦେଶକଉମେଶ ଦାଶ
ପ୍ରଯୋଜକରୋନକ ଦାଶ
ସଂଳାପସଞ୍ଜୟ ମହାକୁଳ
ଚିତ୍ରନାଟ୍ୟଉମେଶ ଦାଶ
କାହାଣୀସଞ୍ଜୟ ମହାକୁଳ
କଳାକାରରୋନକ ଦାଶ
ମେଘା ମହାନ୍ତି
ମିହିର ଦାସ
ଅନୀତା ଦାସ
ସଲିଲ ମିତ୍ର
ସରୋଜ ଦାସ
ବୀଣା ମହାରଣା
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣମଲ୍ଲିକାର୍ଜୁନ
ସମ୍ପାଦକସୌମ୍ୟ ସୋଭନ ନାୟକ
ମୁକ୍ତିଲାଭ ତାରିଖ
୨୦ ଜୁଲାଇ ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୋନକ ଦାଶ ଓ ମେଘା ମହାନ୍ତି ।[୫] ମିହିର ଦାସ, ଅନୀତା ଦାସ, ସଲିଲ ମିତ୍ର, ସରୋଜ ଦାସ, ବୀଣା ମହାରଣା, ଧୀର ମଲ୍ଲିକ, ବୈଶାଳୀ, କାଳିଆ, ରବି ମିଶ୍ର, ଟନିଆ, ଭବାନୀ, ଅର୍ପଣ, ଶର୍ମିଷ୍ଠା ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪][୬]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ।[୫] ଦେବୀଦତ୍ତ ମହାନ୍ତି, ସଞ୍ଜୟ ମହାକୁଳ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ସୁବ୍ରତ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତକବିଗାୟକସମୟ
1."କେମିତି କେମିତି"   
2."ଓଭର୍‌ଫ୍ଲୋ"ସଞ୍ଜୟ ମହାକୁଳଅସୀମା ପଣ୍ଡା 
3."ସାଙ୍ଗ ବାହାଘର ଆଜି"ସଞ୍ଜୟ ମହାକୁଳସୁବ୍ରତ 

ଆଧାରସମ୍ପାଦନ କରନ୍ତୁ

  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 29 December 2018. Retrieved 29 December 2018.
  2. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 2 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  3. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 4 September 2018. Retrieved 4 September 2018.
  4. ୪.୦ ୪.୧ ୪.୨ ୪.୩ ୪.୪ "Odia Film EXCUSE ME going to be hit the theater in the month of July". Odisha News Times. 2 July 2018. Retrieved 31 August 2018.
  5. ୫.୦ ୫.୧ ୫.୨ "ଫେରୁଛନ୍ତି ଏହି ନାୟକ | Sambad". Sambad. 28 January 2018. Retrieved 31 August 2018.
  6. "Odia Movies List 2018". OdiaLive. Archived from the original on 30 December 2018. Retrieved 30 December 2018.
  7. "A yen for acting". OrissaPOST (in English). 25 April 2019. Archived from the original on 8 November 2021. Retrieved 8 November 2021.{{cite news}}: CS1 maint: unrecognized language (link)

ବାହାର ଆଧାରସମ୍ପାଦନ କରନ୍ତୁ