ଏଇ ରାକ୍ଷୀ ତୋ' ରକ୍ଷା କବଚ

୨୦୨୨ ଓଡ଼ିଆ କଥାଚିତ୍ର

ଏଇ ରାକ୍ଷୀ ତୋ' ରକ୍ଷା କବଚ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଲିପ୍ସା ମିଶ୍ର ଓ କ୍ଷୀରୋଦ ପଟ୍ଟନାୟକ ।[୧] ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏଇ ରାକ୍ଷୀ ତୋ' ରକ୍ଷା କବଚ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକକ୍ଷିରୋଦ ପଟ୍ଟନାୟକ
ଲିପ୍ସା ମିଶ୍ର
କଳାକାରରିଶି
ରାଜଦୀପ
ବିକ୍ରମ
ଅନନ୍ୟା
ସୋନାକ୍ଷୀ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଏସ୍. ରଞ୍ଜନ
ସମ୍ପାଦକରଞ୍ଜନ ଖଟେଇ
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରିଶି ଓ ଅନନ୍ୟା । ରାଜଦୀପ, ବିକ୍ରମ, ସୋନାକ୍ଷୀ, ସ୍ୱରାଜ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୨ ମସିହାର ଅଗଷ୍ଟ ୨୧ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨][୩]

ଅଭିନୟ ସମ୍ପାଦନା

  • ପ୍ରଦୀପ କୁମାର ସାହୁ (ରିସି)
  • ରାଜଦୀପ
  • ବିକ୍ରମ ମହାନ୍ତି
  • ଅନନ୍ୟା
  • ସୋନାକ୍ଷୀ
  • ସ୍ୱରାଜ ପତି

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୪] ନିହାରି ପ୍ରିୟଶିଷ ଓ ଶୁଭ ଦାସ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ହ୍ୟୁମାନ ସାଗର, ନେହା ନିହାରିକା, ଶୀତଲ କବି, ଶୁଭାଶିଷ ସାହୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଏଇ ରାକ୍ଷୀ ତୋ' ରକ୍ଷା କବଚ"କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ 
2."ପ୍ରେମର ଆସର"ହ୍ୟୁମାନ ସାଗର, ନେହା ନିହାରିକା 

ଆଧାର ସମ୍ପାଦନା

  1. "ଜି ସାର୍ଥକରେ 'ଏଇ ରାକ୍ଷୀ ତୋ ରକ୍ଷା କବଚ' ୨୧ରେ". ସମ୍ବାଦ. ଭୁବନେଶ୍ୱର: sambad.in. 13 August 2022. Archived from the original on 6 December 2022. Retrieved 6 December 2022.
  2. ୨.୦ ୨.୧ ୨.୨ "Ei Rakhi To Raksha Kabacha to be aired on Zee Sarthak Aug 21". OrissaPOST (in English). No. Sunday Post. 14 August 2022. Archived from the original on 6 December 2022. Retrieved 6 December 2022.{{cite news}}: CS1 maint: unrecognized language (link)
  3. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫେରି ଆସୁଥିବି କୋଳକୁ ତୋର'". ସମ୍ବାଦ. sambad.in. 11 September 2021. Archived from the original on 13 December 2022. Retrieved 13 December 2022.
  4. "ଜୀ ସାର୍ଥକର ନୂଆ ସିନେମା, ଖୁବ ଶୀଘ୍ର ପରଦାକୁ ଆସିବ 'ଏଇ ରାକ୍ଷୀ ତୋ ରକ୍ଷା କବଚ'". Prameya News7. ଭୁବନେଶ୍ୱର. 11 August 2022. Archived from the original on 6 December 2022. Retrieved 6 December 2022.
  5. "ରାକ୍ଷୀକୁ ନେଇ ଆସୁଛି ନୂଆ ଓଡ଼ିଆ ସିନେମା; ଏଇ ରାକ୍ଷୀ ତୋ ରକ୍ଷା କବଚ". News18 Odia. ଭୁବନେଶ୍ୱର. 11 August 2022. Archived from the original on 6 December 2022. Retrieved 6 December 2022.

ବାହାର ଆଧାର ସମ୍ପାଦନା