ଦୟାନିତା ସିଂ
ଭାରତୀୟ ଚିତ୍ରକର
ଦୟାନିତା ସିଂ ଜଣେ ଛାୟା ଚିତ୍ରତ୍ତୋଳକ, ଯାହାଙ୍କ ପ୍ରାଥମିକ କାମ ହେଉଛି ବହି । ସେ ଅହମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନରେ ଭିଜୁଆଲ୍ କମ୍ୟୁନିକେସନ ଓ ନ୍ୟୁୟର୍କର ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଅଫ୍ ଫଟୋଗ୍ରାଫିରେ ଲିଖିତ ଛାୟାଚିତ୍ର ଶିକ୍ଷା କରିଥିଲେ । ସେ ବାରୋଟି ବହି ପ୍ରକାଶ କରିଛନ୍ତି ।
ଦୟାନିତା ସିଂ | |
---|---|
ଜନ୍ମ | 1961 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । ନୂଆ ଦିଲ୍ଲୀ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ପାରମ୍ପାରିକ କଳାକାର, ଛାୟା ଚିତ୍ରତ୍ତୋଳକ |
ଶୈଳୀ | ଲିଖିତ ଛାୟାଚିତ୍ର, ଚିତ୍ର ଛାୟାଚିତ୍ର |
ୱେବସାଇଟ | dayanitasingh |
ଆଦ୍ୟ ଜୀବନ ଓ ପ୍ରଚ୍ଛଦପଟ
ସମ୍ପାଦନା୧୯୬୧ରେ ଦିଲ୍ଲୀ ଜନ୍ମିତ ସିଂ ଅହମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନରେ ଭିଜୁଆଲ୍ କମ୍ୟୁନିକେସନ ଓ ନ୍ୟୁୟର୍କର ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ ଅଫ୍ ଫଟୋଗ୍ରାଫିରେ ଲିଖିତ ଛାୟାଚିତ୍ର ଶିକ୍ଷା କରିଥିଲେ ।[୧]
ଆଧାର
ସମ୍ପାଦନା- ↑ Malone, Theresa (10 October 2013). "Dayanita Singh's best photograph – a sulking schoolgirl". The Guardian. Retrieved 2014-11-25.