ଲତିକା କାଟ୍ଟ

ଭାରତ ଜନ୍ମିତ, ବ୍ରିଟିଶ୍ ସମସାମୟିକ ଶିଳ୍ପୀ

ଲତିକା କାଟ୍ଟ (ଜନ୍ମ ୧୯୪୮) ପ୍ରସ୍ତର ଖୋଦନ, ଧାତୁ କାମ, ଓ ବ୍ରୋଞ୍ଜ କାମରେ ପାରଦର୍ଶିତା ପାଇଥିବା ଜଣେ ଶିଳ୍ପୀ ।[୧] ସେ ପ୍ରସିଦ୍ଧ ବେଜିଂ ଆର୍ଟ୍ ବିଏନେଲ୍ ପୁରସ୍କାର ପାଇଥିଲେ ।[୨][୩]

ଲତିକା କାଟ୍ଟ
ଜନ୍ମ (1954-03-12) ୧୨ ମାର୍ଚ୍ଚ ୧୯୫୪ (ବୟସ ୭୦)
ଉତ୍ତର ପ୍ରଦେଶ, ଭାରତ
ଜାତୀୟତାଭାରତୀୟ
ବିଭାଗଶଳ୍ପୀ
ପ୍ରଶିକ୍ଷଣଦି ଡୁନ୍ ସ୍କୁଲ୍
ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ
ବରୋଦା ଚିତ୍ରକଳା ବିଦ୍ୟାଳୟ
ପୁରସ୍କାରଲଳିତ କଳା ଏକାଡେମୀ ପୁରସ୍କାର

ଜୀବନ ଓ ବୃତ୍ତି ସମ୍ପାଦନା

ଲତିକା ଡେରାଡୁନର ଏକ ସମ୍ପୂର୍ଣ୍ଣ ବାଳକ ଥିବା ବିଦ୍ୟାଳୟ ଦି ଡୁନ୍ ସ୍କୁଲ୍‌ରୁ ସ୍ନାତ୍ତକ ଲାଭ କରିଥିଲେ । ସେ ସ୍ୱୀକାର କରିଥିଲେ ଯେ, ସମସ୍ତ ବାଳକ ଥିବା ଏକ ବିଦ୍ୟାଳୟରେ ଏକ ବାଳିକା ହେବା ତାଙ୍କୁ ପରବର୍ତ୍ତୀ ସମୟରେ ଆତ୍ମ‌ବିଶ୍ୱାସ ଓ ସାହସ ଦେଇଥିଲା ।[୪] ପରେ ସେ ଲଳିତ କଳାରେ ସ୍ନାତ୍ତକ ପାଇଁ ବରୋଦା ଚିତ୍ର ମହାବିଦ୍ୟାଳୟ ଯାଇଥିଲେ ଓ ସେଠାରେ ୧୯୭୧ ମସିହାରେ ପ୍ରଥମ ଶ୍ରେଣୀରେ ସ୍ନାତ୍ତକ ଉତ୍ତୀର୍ଣ୍ଣ ହୋଇଥଲେ ।[୫] ଏକ ଚିତ୍ର ପ୍ରଦର୍ଶନୀରେ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ତାଙ୍କର ପ୍ରତିଭା ଆନିଷ୍କୃତ ହୋଇଥିଲା, ଯିଏ ପରେ ତାଙ୍କୁ ଶିଲ୍ପୀକାମକୁ ବ୍ୟବସାୟ ରୂପେ ନେବାକୁ ଖିଥିଲେ ।[୬] ୧୯୮୧ରୁ ଆରମ୍ଭ କରି ବ‌ହୁତ ବର୍ଷ ପର୍ଯ୍ୟନ୍ତ ସେ ଜାମିଆ ମିଲିଆ ଇସ୍‌ଲାମିଆବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ବର୍ତ୍ତମାନ ସେ ଜାମିଆ ମିଲିଆ ଇସ୍‌ଲାମିଆରେ ଲଳିତ କଳା ବିଭାଗର ମୁଖ୍ୟ ।[୭] ସେ ଦିଲ୍ଲୀବମ୍ବେରେ ରହନ୍ତି ଓ କାମ କରନ୍ତି ।[୮]

ପ୍ରଦର୍ଶନୀ ସମ୍ପାଦନା

ତାଙ୍କର କଳାକୃତି ଦେଖାଇଥିବା କେତେକ ଚିତ୍ର ପ୍ରଦର୍ଶନୀ :

ଏକ‌କ ପ୍ରଦର୍ଶନ: ଦିଲ୍ଲୀର ଆର୍ଟ୍ ହେରିଟେଜ୍, ଏମ୍ଏମ୍‌ବି ଓ କଳା ମେଳା, କଲିକତାର କାଲ୍‌କାଟା ଆର୍ଟ୍ ଗ୍ୟାଲେରି, ପ୍ରସ୍ତର କଳା ଓ ଚିତ୍ର ଜେଏଜି ସିୱାଇଏଜି (JAG CYAG)ସେଠ୍, ପ୍ରେତିମା. ଡିକ୍ସିଓନାରୀ ଅଫ୍ ଇଣ୍ଡିଆନ୍ ଆର୍ଟ୍ ଏଣ୍ଡ୍ ଆର୍ଟିଷ୍ଟ୍. ମ୍ୟାପିନ୍ ପ୍ରକାଶନ.

ପୁରସ୍କାର ସମ୍ପାଦନା

  • ଗୁଜରାଟ ରାଜ୍ୟ ଲଳିତ କଳା ଏକଡ଼େମୀ, ଅହମଦାବାଦ, ୧୯୭୩
  • ସର୍ବ ଭାରତୀୟ ଫାଇନ୍ ଆର୍ଟ୍‌ସ ଏଣ୍ଡ୍ କ୍ରାଫ୍ଟ୍‌ସ, ୧୯୭୪
  • ସୋସାଇଟି, ନୂଆଦିଲ୍ଲୀ, ୧୯୭୫ ଓ ୧୯୭୬
  • ଏକାଡ଼େମୀ ଅଫ୍ ଫାଇନ୍ ଆର୍ଟ୍‌ସ, କଲିକତା, ୧୯୭୪
  • ପାଞ୍ଚ ଜଣ ଉଲ୍ଲେଖନୀୟ ମହିଳାମାନଙ୍କ ମଧ୍ୟରୁ ଜଣେ, ୧୯୭୫
  • ଆର୍ଟିଷ୍ଟ୍ ସେଣ୍ଟର୍‌ରେ ଆନ୍ତର୍ଜାତୀୟ ମହିଳାମାନଙ୍କ ପ୍ରଦର୍ଶନ, ବମ୍ବେ, ୧୯୭୫
  • ଏ ପି କାଉନ୍‌ସିଲ୍ ଅଫ୍ ଆର୍ଟିଷ୍ଟ୍, ହାଇଦ୍ରାବାଦ୍, ୧୯୭୬
  • ଜାତୀୟ ପୁରସ୍କାର, ଲଳିତ କଳା ଏକାଡ଼େମୀ, ନୂଆଦିଲ୍ଲୀ, ୧୯୮୦

ବୃତ୍ତି ସମ୍ପାଦନା

  • ଜାତୀୟ ସାଂସ୍କୃତିକ ବୃତ୍ତି MSU,UGC ନୂଆଦିଲ୍ଲୀ
  • ଆନ୍ତର୍ଜାତୀୟ: ବ୍ରିଟିଶ୍ କାଉନ୍‌ସିଲ୍ ସ୍କଲାର୍‌ସିପ୍ ସ୍ଲେଡ୍ ସ୍କୁଲ୍ ଅଫ୍ ଆର୍ଟ୍, ଲଣ୍ଡନ୍

ଆଧାର ସମ୍ପାଦନା

  1. http://www.karmayog.in/events/sites/default/files/Final_Catalog.pdf[permanent dead link]
  2. "In the News". Artnewsnviews.com. Archived from the original on 2018-08-23. Retrieved 2012-03-27.
  3. "Indian wins Beijing Art Biennale award". Zeenews.india.com. Retrieved 2012-03-27.
  4. "Material Queen". Indian Express. 2012-03-22. Retrieved 2012-03-27.
  5. "Ms. Latika Katt, Department of Fine Arts". Old.jmi.ac.in. Archived from the original on 2012-07-13. Retrieved 2012-03-27.
  6. Kusumita Das (2011-03-07). "An iron will gets moulded in stone". The Asian Age. Retrieved 2012-03-27.
  7. "Ms. Latika Katt, Department of Fine Arts". Old.jmi.ac.in. Archived from the original on 2012-07-13. Retrieved 2012-03-27.
  8. "IBNLive". Features.ibnlive.in.com. Archived from the original on 2012-07-08. Retrieved 2012-03-27.
  9. "Voyage of self discovery". India Today. 1997-04-30.
  10. "The Exhibition". Cymroza Art Gallery. Archived from the original on 2015-09-23. Retrieved 2018-01-13.
  • Sheth, Pretima. Dictionary of Indian Art & Artist. Mapin publishing.

ବାହ୍ୟ ଆଧାର ସମ୍ପାଦନା