ନଳିନୀ ମଳାନୀ
ଜନ୍ମ1946 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
କରାଚୀ ବ୍ରିଟିଶ ଭାରତ
ଜାତୀୟତାଭାରତୀୟ
ବିଭାଗଚଳମାନ କଳା
ପ୍ରଶିକ୍ଷଣସାର୍ ଜାମସେତଜୀ ଜୀଜୈଭୟ ସ୍କୁଲ୍ ଅଫ୍ ଆର୍ଟ ବମ୍ବେ

ଆଦ୍ୟ ଜୀବନ ଓ ଶିକ୍ଷା ସମ୍ପାଦନା

୧୯୪୬ରେ କରାଚୀ ଜନ୍ମିତ ମଲାନୀ, ଭାରତ ବିଭାଜନ ପରେ ଭାରତକୁ ଶରଣାର୍ଥୀ ଭାବେ ଚାଲିଆସିଥିଲେ ।[୧] ମଲାନୀ ବିଭାଜନର ଅଳ୍ପ ସମୟ ପୂର୍ବରୁ ପୂର୍ବ ଭାରତ, ଯାହା କୋଲକାତା ଭାବେ ଜଣାଶୂଣା, ସେଠାକୁ ଚାଲି ଆସିଥିଲେ । ୧୯୫୮ରେ ସେ ତାଙ୍କ ପରିବାର ସହ ମୁମ୍ବାଇରେ ରହିବାକୁ ଲାଗିଲେ ।[୨]

ଆଧାର ସମ୍ପାଦନା

  1. Sharma, Meara; Peck, Henry (7 March 2013). "A Conversation With: Video Artist Nalini Malani". The New York Times.
  2. Juncosa, Enrique; Malani, Nalini; McEvilley, Thomas; Pijnappel, Johan; Sambrani, Chaitanya (2007). Nalini Malani. Dublin: Irish Museum of Modern Art. ISBN 8881586444.