ଉଇକିପିଡ଼ିଆ:ଉଇକିପିଡ଼ିଆ ୧୫/ଗଣସମ୍ପାଦନା

ଉଇକିପିଡ଼ିଆ୧୫ ଗଣସମ୍ପାଦନା

୧୧ ଜାନୁଆରୀ ୨୦୧୬ ରୁ ୧୫ ଜାନୁଆରୀ ୨୦୧୬
ଉଇକିପିଡିଆ ଏବଂ ବୈଷୟିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀୟ ପ୍ରସଙ୍ଗ ଲେଖନ୍ତୁ
ଅଂଶଗ୍ରହଣ · ପୁରସ୍କାର · ଫଳାଫଳ


ଉଇକିପିଡ଼ିଆ୧୫ ପାଳନ ଅବସରରେ ଏହି ୫ ଦିନ ଯାକ ନିମ୍ନୋକ୍ତ ୧୫ଟି ଉଇକିପିଡିଅ ସମ୍ବନ୍ଧୀୟ ବିଷୟ

ଏବଂ ୧୫ ଟି ବୈଷୟିକ ବିଜ୍ଞାନ ବିଷୟର ନୂଆ ପ୍ରସଙ୍ଗ ଲିଖନ ହେବ । ଆପଣ ଏଥିରେ ଭାଗ ନେଇ ସମ୍ପୃକ୍ତ ବିଷୟ ବାବଦରେ ଲେଖିବାକୁ ଇଚ୍ଛୁକ ଥିଲେ ପ୍ରସଂଗ ପାର୍ଶ୍ବରେ ନିଜ ନାମ ଲେଖନ୍ତୁ ।

କିପରି ଭାଗନେବେ ସମ୍ପାଦନା

  1. ଲଗ ଇନ କରିବେ ।
  2. ପ୍ରସଙ୍ଗ ତାଲିକାରୁ ନିଜ ପସନ୍ଦ ମୁତାବକ ପ୍ରସଙ୍ଗଟିଏ ବାଛିବେ ।
  3. କିପରି ନୂଆ ଲେଖାଟିଏ ଗଢ଼ିବେ କିମ୍ବା ଆଗରୁ ଥିବା ଲେଖାରେ ଅଧିକ ତଥ୍ୟ ଯୋଇବେ ଏହି ପୃଷ୍ଠାରୁ ଶିଖିପାରିବେ । କିଛି ଅସୁବିଧା ହେଲେ ସେଠାରେ ପଚାରିପାରିବେ ।
  4. ଲେଖିସାରି ସବା ତଳେ "[[ଶ୍ରେଣୀ:ଉଇକିପିଡିଆ୧୫ ଗଣସମ୍ପାଦନା]]" ଯୋଡ଼ି ଲେଖାଟି ସାଇତିବେ ।

ସାରଣୀ-୧ ଉଇକି ସମ୍ବନ୍ଧୀୟ:

କ୍ରମାଙ୍କ ବିଷୟ ଦାୟିତ୍ବ ନେବେ ଫଳାଫଳ --
ଉଇକିପିଡ଼ିଆ - - -
ଓଡ଼ିଆ ଉଇକିପିଡ଼ିଆ - - -
ଉଇକି ପାଠାଗାର ନିଷ୍ଠା ରଞ୍ଜନ ଦାଶ ଲେଖା ଚାଲିଛି... -
ଉଇକି ଡାଟା ସତ୍ୟବ୍ରତ ସାହୁ ଲେଖା ଚାଲିଛି... -
ଉଇକି ସମ୍ବାଦ ନିଷ୍ଠା ରଞ୍ଜନ ଦାଶ - -
ଉଇକି ଅଭିଧାନ - - -
ଉଇକି ଭ୍ରମଣ - - -
ଉଇକିକମନ୍ସ - - -
ମେଟା-ଉଇକି - - -
୧୦ ଉଇକିକଥା - - -
୧୧ ଉଇକିପୋଥି - - -
୧୨ ଉଇକି ମହାବିହାର - - -
୧୩ ଉଇକିସ୍ପିସିସ - - -
୧୪ ଉଇକିମିଡ଼ିଆ ଫାଉଣ୍ଡେସନ - - -
୧୫ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (ଭାରତ) ନିଷ୍ଠା ରଞ୍ଜନ ଦାଶ ଲେଖା ଚାଲିଛି... --

ସାରଣୀ ୨ ଟେକ୍ନୋଲୋଜି ସମ୍ବନ୍ଧୀୟ:

କ୍ରମାଙ୍କ ପ୍ରସଙ୍ଗ ଦାୟିତ୍ବ ନେବେ ଫଳାଫଳ
୨ଜି ସଂଗ୍ରାମ କେଶରୀ ସେନାପତି ସମାପ୍ତ
୩ଜି -- --
୪ଜି -- --
ଏଲଟିଇ -- --
ୱାଇଫାଇ ହଟସ୍ପଟ -- --
ରାଣ୍ଡମ ଆସେସ ମେମୋରୀ -- --
ରିଡ଼ ଓନଲି ମେମୋରୀ -- --
କ୍ଲାଉଡ଼ ଟେକ୍ନୋଲୋଜି ସତ୍ୟବ୍ରତ ସାହୁ ଲେଖା ଚାଲିଛି... --
ମୋଡେମ -- --
୧୦ ଇମେଲ ଜଗନ୍ନାଥ ଦୋରା ଲେଖା ଚାଲିଛି... --
୧୧ ମାଇକ୍ରୋସଫ୍ଟ ଉଇଣ୍ଡୋଜ ସ୍ନେହାଶିଷ ନାୟକ ଲେଖା ଚାଲିଛି... --
୧୨ ବ୍ଲୁଟୁଥ ନିଷ୍ଠା ରଞ୍ଜନ ଦାଶ --
୧୩ ୫ଜି -- --
୧୪ ମୋବାଇଲ ଆପ -- -- --
୧୫ ବ୍ରାଉଜର --
  • ଏଥିପାଇଁ କୌଣସି ପୁରସ୍କାର ବ୍ୟବସ୍ଥା କରାଯାଇ ନାହିଁ କିମ୍ବା ଅନୁଦାନ ଅନୁରୋଧ କରାଯାଇନାହିଁ *ଉଇକିପିଡ଼ିଆ୧୫କୁ ସ୍ମରଣୀୟ କରିବାକୁ ଏହା ଏକ ସାଧାରଣ ଗଣସମ୍ପାଦନା ମାତ୍ର *ଉଇକିକୁ ଆପଣଙ୍କ ଆଦର ଲୋଡ଼ା