ଇଲୋକ୍ଟ୍ରୋନିକ ମେଲ ବା ଡାକ, ସାଧାରଣତଃ ଇମେଲ ବୋଲି ୧୯୯୩ ମସିହାରୁ ଜଣାଯାଏ ।[୨] ଏହାଦ୍ୱାରା ଇଣ୍ଟରନେଟ ମାଧ୍ୟମରେ ଗୋଟିଏ ବ୍ୟବହାରକାରୀ ଅନ୍ୟ ଏକ ବ୍ୟବହାରକାରୀକୁ ବାର୍ତ୍ତା, ରେକର୍ଡ କରାଯାଇଥିବା ବାର୍ତ୍ତା, ଛବି , ଭିଡିଓ ଆଦି ପଠାଇ ପାରିବ । ପୂର୍ବରୁ ତତ୍-କ୍ଷଣାତ ବାର୍ତ୍ତାବାହ ଭଳି ବାର୍ତ୍ତା ପଠାଳୀ ଓ ବାର୍ତ୍ତା ଗ୍ରହଣକାରୀ ଦୁଇ ଜଣକୁ ଏକା ସମୟରେ ଅନଲାଇନ ରହିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ store-and-forward (ସଞ୍ଚୟ କରି ଆଗକୁ ବଢିବା) ପ୍ରକ୍ରିୟାକୁ ଆଧାରିତ କରି ପ୍ରସ୍ତୁତ କରାଯାଇଥିବାରୁ ଏକ ସମୟରେ ଦୁଇ ଜଣଙ୍କୁ ଅନଲାଇନ ରହିବା ଆବଶ୍ୟକ ପଡୁନାହିଁ । ଇମେଲ ସର୍ଭର ବାର୍ତ୍ତା ଗ୍ରହଣ କରିବା ପରେ ସଞ୍ଚିତ କରି ରଖିଥାଏ ଯଦ୍ୱାରା ବ୍ୟବହାରକାରୀ ଯେତେବେଳେ ମଧ୍ୟ ଅନଲାଇନ ଆସିଲେ ବାର୍ତ୍ତା ପାଇପାରେ ।

The at sign, a part of every SMTP email address.[୧]

ଇତିହାସ ସମ୍ପାଦନା

ଇଲୋକ୍ଟୋନିକ୍ସ ମେଲ ଶବ୍ଦଟି ସାଧାରତଣଃ ଇଲୋକ୍ଟୋନିକ୍ସ ବାର୍ତ୍ତା ସଂଞ୍ଚାରଣ ପାଇଁ ବ୍ୟାବହାର କରାଯାଉଥିଲା ।

ଉତ୍ପତ୍ତି ସମ୍ପାଦନା

କାର୍ଯ୍ୟ ପ୍ରଣାଳୀ ସମ୍ପାଦନା

ପ୍ରକାର ସମ୍ପାଦନା

ୱେବ ଆଧାରିତ ଇମେଲ ସମ୍ପାଦନା

ଇମେଲ୍ ସେବା ପ୍ରଦାନ କରୁଥିବା ଅନେକ ୱେବ୍-ଆଧାରିତ ଇମେଲ୍ ସେବା ପ୍ରଦାନକାରୀ ରହିଛନ୍ତି, ଯେପରିକି ହଟମେଲ୍, ୟାହୁ ମେଲ୍, ଆଉଟଲୁକ୍, ଜିମେଲ୍ ଇତ୍ୟାଦି । ଏଗୁଡିକ ବ୍ୟବହାର କରି, ଯେ କୌଣସି ବ୍ୟକ୍ତି ଏକ ୱେବ୍ ବ୍ରାଉଜର୍ ମାଧ୍ୟମରେ ନିଜ ୱେବସାଇଟରେ ଲଗ୍ କରି ସେମାନଙ୍କର ଇମେଲ୍ ଗ୍ରହଣ କରିପାରିବ କିମ୍ବା ପଠାଇ ପାରିବେ । ଏହି ସେବା ପ୍ରଦାନକାରୀ ବ୍ୟବସ୍ଥାରେ ଇମେଲଗୁଡ଼ିକ ପ୍ରି-ଡାଉନଲୋଡ୍ ବା ପ୍ରଥମରୁ ଡାଇନ ଲୋଡ଼ ହୋଇ ରହେ ନାହିଁ, ତେଣୁ ଏକ ଇମେଲ୍ ଖୋଲିବା ପାଇଁ ଇଣ୍ଟରନେଟ୍ ଦରକାର ହୋଇଥାଏ ।

POP3 ଇମେଲ ସର୍ଭର ସମ୍ପାଦନା

IMAP ଇମେଲ ସର୍ଭର ସମ୍ପାଦନା

MAPI ଇମେଲ ସର୍ଭର ସମ୍ପାଦନା

ବ୍ୟାବହାର ସମ୍ପାଦନା

ଅସୁବିଧା ସମ୍ପାଦନା

ଆଧାର ସମ୍ପାଦନା

  1. "RFC 5321 – Simple Mail Transfer Protocol". Network Working Group. Retrieved 19 January 2015.
  2. Google Ngram Viewer. Books.google.com. Retrieved 2013-04-21.