ଇଏ ବି ଗୋଟେ ଲଭ୍ ଷ୍ଟୋରୀ
ଇଏ ବି ଗୋଟେ ଲଭ୍ ଷ୍ଟୋରୀ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ଓ କେ ତମନ୍ନା ।[୧] ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଇଏ ବି ଗୋଟେ ଲଭ୍ ଷ୍ଟୋରୀ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ରମେଶ ବାରିକ କେ ତମନ୍ନା |
ସଂଳାପ | ବି. ଚନ୍ଦନ କୁମାର |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି |
କାହାଣୀ | ଦେବୀଦତ୍ତ ମହାନ୍ତି |
କଳାକାର | ରାଜ ରାଜେଶ ପଣ୍ଡା ଦିବ୍ୟା ମହାନ୍ତି ରାକେଶ ଦେଓ ଦୀପିକା ତ୍ରିପାଠୀ ପିଣ୍ଟୁ ନନ୍ଦ ଗୁଡ୍ଡୁ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଏସ୍. ରଞ୍ଜନ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୨୦ ଜୁନ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜ ରାଜେଶ ପଣ୍ଡା, ଦିବ୍ୟା ମହାନ୍ତି, ରାକେଶ ଦେଓ ଓ ଦୀପିକା ତ୍ରିପାଠୀ ।[୨] ଆମେଲି ପଣ୍ଡା, ପିଣ୍ଟୁ ନନ୍ଦ, ପ୍ରତିଭା ନନ୍ଦ, ଭୂପତି ତ୍ରିପାଠୀ, ଗୁଡ୍ଡୁ, ଶଙ୍କର ପ୍ରଧାନ, କୁନୁର, ସୁଶିଲ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
ସମ୍ପାଦନା- ରାଜ ରାଜେଶ ପଣ୍ଡା
- ଦିବ୍ୟା ମହାନ୍ତି[୪] - ସ୍ୱିଟି
- ରାକେଶ ଦେଓ
- ଦୀପିକା ତ୍ରିପାଠୀ
- ପିଣ୍ଟୁ ନନ୍ଦ
- ଆମେଲି ପଣ୍ଡା
- ଗୁଡ୍ଡୁ
- କୁନୁର
- ଭୂପତି ତ୍ରିପାଠୀ[୫]
- ପ୍ରତିଭା ନନ୍ଦ
- ଶଙ୍କର ପ୍ରଧାନ
- ସୁଶିଲ ମିଶ୍ର
- ଶିବାନୀ ସଙ୍ଗୀତା (ଅତିଥି କଳାକାର)
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୨] ନିର୍ମଳ ନାୟକ, ତପୁ ନାୟକ, ଦେବୀଦତ୍ତ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ସ୍ୱୟମ ପାଢ଼ୀ, ସତ୍ୟଜିତ ପ୍ରଧାନ, ତାରିକ୍ ଅଜିଜ୍, ଜାଗୃତି ମିଶ୍ର, ଅମ୍ରିତା ନାୟକ, ଶ୍ୱେତା ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଆମ ଛୋଟ ଛୋଟ ଦୁଷ୍ଟାମୀ" | ତପୁ ନାୟକ | ହ୍ୟୁମାନ ସାଗର, ଅମ୍ରିତା ନାୟକ | |
2. | "ଏ ବଦମାସ ଓଠ" | ଦେବୀଦତ୍ତ ମହାନ୍ତି | ସତ୍ୟଜିତ ପ୍ରଧାନ, ତାରିକ୍ ଅଜିଜ୍, ଶ୍ୱେତା ମିଶ୍ର, ଜାଗୃତି ମିଶ୍ର | |
3. | "ତୋ ବହିର ଚାପ୍ଟର" | ନିର୍ମଳ ନାୟକ | ସ୍ୱୟମ ପାଢ଼ୀ |
ଆଧାର
ସମ୍ପାଦନା- ↑ "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021.
{{cite news}}
:|archive-date=
/|archive-url=
timestamp mismatch; 14 ନଭେମ୍ବର 2021 suggested (help) - ↑ ୨.୦ ୨.୧ ୨.୨ "Ea Bi Gote Love Story Odia Movie Cast, Crews, Release Date, Poster, HD Videos, Info, Reviews". Odia360.Com (in English). 18 June 2021. Archived from the original on 9 December 2021. Retrieved 9 December 2021.
{{cite news}}
: CS1 maint: unrecognized language (link) - ↑ "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.
{{cite news}}
: CS1 maint: unrecognized language (link) - ↑ "ସିଲେକ୍ଟ ହେଲେ, କିନ୍ତୁ ଦୁଃଖରେ କାନ୍ଦିଥିଲେ". Odisha Reporter. ଭୁବନେଶ୍ୱର. 29 November 2021. Archived from the original on 9 December 2021. Retrieved 9 December 2021.
- ↑ "ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ ଗୋଟିଏକୁ ଚୟନ କରିବାକୁ ପଡ଼େ ତେବେ କେଉଁଟିକୁ ବାଛିବେ ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2020. Archived from the original on 7 January 2022. Retrieved 7 January 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଇଏ ବି ଗୋଟେ ଲଭ୍ ଷ୍ଟୋରୀ