ଆଶ୍ୱିନ
ଅଶ୍ୱିନି ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଆଶ୍ୱିନ ବା ଅଶିଣ ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ଭାଦ୍ରବ ଓ ପରବର୍ତ୍ତୀ ମାସ କାର୍ତ୍ତିକ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଷଷ୍ଠ ଚାନ୍ଦ୍ରମାନ ମାସ। ଏହା ଓ ଏହାର ପୂର୍ବବର୍ତ୍ତୀ ମାସ ଶରତ ଋତୁ।
ପର୍ବପର୍ବାଣି
ସମ୍ପାଦନାଆଶ୍ୱିନ ମାସର ପ୍ରଥମ ପକ୍ଷ ପିତୃ ପକ୍ଷ ଏବଂ ପରବର୍ତ୍ତୀ ପକ୍ଷ ଦେବୀ ପକ୍ଷ ଭାବେ ପାଳନ କରାଯାଏ ।[୧] ଏହି ମାସରେ ପାଳିତ ଅନ୍ୟ ପର୍ବ ପର୍ବାଣି ହେଉଛି:
- କୃଷ୍ଣ ଅଷ୍ଟମୀ: ଦୂତୀବାହନ ଓଷା
- କୃଷ୍ଣ ଏକାଦଶୀ: ଇନ୍ଦିରା ଏକାଦଶୀ
- ଅମାବାସ୍ୟା: ମହାଳୟା
- ଶୁକ୍ଳ ପ୍ରତିପଦରୁ ଶୁକ୍ଳ ନବମୀ: ଦୁର୍ଗାପୂଜା
- ଶୁକ୍ଳ ଦଶମୀ: ଦଶହରା
- ଶୁକ୍ଳ ଏକାଦଶୀ: ପାପାଙ୍କୁଶା ଏକାଦଶୀ, ଭସାଣୀ ଯାତ୍ରା
- ପୂର୍ଣ୍ଣିମା: କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା
ଆଧାର
ସମ୍ପାଦନା- ↑ "ଦେବୀ ପକ୍ଷ". Sambad. 16 October 2015. Retrieved 16 October 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |