ମାଗୁଣିର ଶଗଡ଼ (କଥାଚିତ୍ର)

୨୦୦୧ର ଓଡ଼ିଆ କଥାଚିତ୍ର
ଏହି ଲେଖାଟି ୨୦୦୧ର ଓଡ଼ିଆ କଥାଚିତ୍ର ମାଗୁଣିର ଶଗଡ଼ ବାବଦରେ । ଅନ୍ୟ ବ୍ୟବହାର ନିମନ୍ତେ ଗୋଦାବରୀଶ ମହାପାତ୍ରଙ୍କ ଲିଖିତ ଉପନ୍ୟାସ ମାଗୁଣିର ଶଗଡ଼ ଦେଖନ୍ତୁ ।

ପ୍ରଫୁଲ୍ଲ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ମାଗୁଣିର ଶଗଡ଼'୨୦୦୧ ମସିହାରେ ମୁକ୍ତିଲାଭ କରିଥିଲା ।[]

ମାଗୁଣିର ଶଗଡ଼
ନିର୍ଦ୍ଦେଶକପ୍ରଫୁଲ୍ଲ ମହାନ୍ତି
ପ୍ରଯୋଜକପ୍ରଯୋଜକଙ୍କ ନାମ
ସଂଳାପ(ସଂଳାପ): ଶୀର୍ଷାନନ୍ଦ ଦାସ କାନୁନଗୋ
ଚିତ୍ରନାଟ୍ୟପ୍ରଫୁଲ୍ଲ ମହାନ୍ତି
କାହାଣୀଗୋଦାବରୀଶ ମହାପାତ୍ର
କଳାକାରଧିରେନ୍ଦ୍ର ବସା, ନୀଳମଣି ବେହେରା, ଅଶୃମୋଚନ ମହାନ୍ତି
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ସମ୍ପାଦକଏ. ମଦନମୋହନ ପ୍ରସାଦ
ମୁକ୍ତିଲାଭ ତାରିଖ
୨୦୦୧
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର ‘ମାଗୁଣିର ଶଗଡ଼’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ

ସମ୍ପାଦନା
  • ସଙ୍ଗୀତକାର: ଅମରେନ୍ଦ୍ର ମହାନ୍ତି
  • ଗୀତିକାର:
  • ପ୍ରଚ୍ଛଦପଟ ଗାୟକ: ଆରତୀ ଗୋସ୍ୱାମୀ, ଅମୟେନ୍ଦ୍ର ମହାନ୍ତି, ରୁଦ୍ର ମହାନ୍ତି, ଶ୍ୱେତା ପଣ୍ଡିତ, ସୁରେଶ ବାଡେକର
  1. "Magunira Shagada". Archived from the original on 14 July 2013. Retrieved 14 September 2013.

ଅଧିକ ତଥ୍ୟ

ସମ୍ପାଦନା