ଅନୁରାଧା (ଓଡ଼ିଆ କଥାଚିତ୍ର)
୧୯୮୦ର ଓଡ଼ିଆ କଥାଚିତ୍ର
ଅନୁରାଧା, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ରଘୁ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଶଶିଧର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଅନୁରାଧା | |
---|---|
ନିର୍ଦ୍ଦେଶକ | ଶଶୀଧର |
ପ୍ରଯୋଜକ | ରଘୁ ମିଶ୍ର- ପୁଷ୍ପାଂଜଳି ପିକ୍ଚରସ |
ସଂଳାପ | ରଘୁନାଥ ମିଶ୍ର[୧] |
ଚିତ୍ରନାଟ୍ୟ | ରଘୁନାଥ ମିଶ୍ର |
କାହାଣୀ | ରଘୁ ମିଶ୍ର |
କଳାକାର | ସୂର୍ଯ୍ୟ ମିଶ୍ର ଜୟା ବି. ରୋଜା ରମଣୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ନମ୍ରତା ଦାସ ନରେନ୍ଦ୍ର କୁମାର ବେହେରା ମାମିନା ରାମଚନ୍ଦ୍ର ପ୍ରତିହାରୀ |
ସଙ୍ଗୀତ | ବାସୁଦେବ ରଥ |
ଚିତ୍ରଗ୍ରହଣ | ରାଧାକୃଷ୍ନ |
କଥାଚିତ୍ରର ସମୟ | ୧୦ ଜୁଲାଇ ୧୯୮୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୂର୍ଯ୍ୟ ମିଶ୍ର, ଜୟା ବି., ରୋଜା ରମଣୀ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ନମ୍ରତା ଦାସ, ନରେନ୍ଦ୍ର ବେହେରା, ମାମିନା, ରାମଚନ୍ଦ୍ର ପ୍ରତିହାରୀ, ରଘୁ ମିଶ୍ର, ମମତା, ମୋହନ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ସୁରେନ୍ଦ୍ର ବିଦ୍ୟାଧର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ରଘୁନାଥ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୩୯୮-୩୯୯.
{{cite book}}
: CS1 maint: location (link) - ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅନୁରାଧା