ଅନୁରାଧା (ଓଡ଼ିଆ କଥାଚିତ୍ର)

୧୯୮୦ର ଓଡ଼ିଆ କଥାଚିତ୍ର

ଅନୁରାଧା, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ରଘୁ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଶଶିଧର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅନୁରାଧା
ନିର୍ଦ୍ଦେଶକଶଶୀଧର
ପ୍ରଯୋଜକରଘୁ ମିଶ୍ର- ପୁଷ୍ପାଂଜଳି ପିକ୍ଚରସ
ସଂଳାପରଘୁନାଥ ମିଶ୍ର[୧]
ଚିତ୍ରନାଟ୍ୟରଘୁନାଥ ମିଶ୍ର
କାହାଣୀରଘୁ ମିଶ୍ର
କଳାକାରସୂର୍ଯ୍ୟ ମିଶ୍ର
ଜୟା ବି.
ରୋଜା ରମଣୀ
ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
ନମ୍ରତା ଦାସ
ନରେନ୍ଦ୍ର କୁମାର ବେହେରା
ମାମିନା
ରାମଚନ୍ଦ୍ର ପ୍ରତିହାରୀ
ସଙ୍ଗୀତବାସୁଦେବ ରଥ
ଚିତ୍ରଗ୍ରହଣରାଧାକୃଷ୍ନ
କଥାଚିତ୍ରର ସମୟ
୧୦ ଜୁଲାଇ ୧୯୮୦
ଦେଶ ଭାରତ
ଭାଷାଓଡ଼ିଆ

ସୂର୍ଯ୍ୟ ମିଶ୍ର, ଜୟା ବି., ରୋଜା ରମଣୀ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ନମ୍ରତା ଦାସ, ନରେନ୍ଦ୍ର ବେହେରା, ମାମିନା, ରାମଚନ୍ଦ୍ର ପ୍ରତିହାରୀ, ରଘୁ ମିଶ୍ର, ମମତା, ମୋହନ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥସୁରେନ୍ଦ୍ର ବିଦ୍ୟାଧର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ରଘୁନାଥ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୩୯୮-୩୯୯.{{cite book}}: CS1 maint: location (link)
  2. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର ସମ୍ପାଦନା