ଅନୁତାପ (ଓଡ଼ିଆ କଥାଚିତ୍ର)
୧୯୭୭ର ଓଡ଼ିଆ କଥାଚିତ୍ର
(ଅନୁତାପ (୧୯୭୭ର ଚଳଚ୍ଚିତ୍ର)ରୁ ଲେଉଟି ଆସିଛି)
ଜଲାଲ ଆଦେନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଅଭିଯାତ୍ରିକ ପ୍ରଡ଼କ୍ସନର ଓଡ଼ିଆ କଥାଚିତ୍ର 'ଅନୁତାପ' ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା । [୧]
ଅନୁତାପ | |
---|---|
ନିର୍ଦ୍ଦେଶକ | ଜଲାଲ ଆଦେନୀ |
ପ୍ରଯୋଜକ | ଜୟନ୍ତ କୁମାର |
ସଂଳାପ | (ସଂଳାପ): ରମେଶ ପାଣିଗ୍ରାହୀ |
ଚିତ୍ରନାଟ୍ୟ | ଜୟନ୍ତ କୁମାର |
କାହାଣୀ | ଜୟନ୍ତ କୁମାର |
କଳାକାର | ସୁରେଶ ମହାପାତ୍ର, ପ୍ରୀତି, ସାମୁଏଲ ସାହୁ (ବାବି) |
ସଙ୍ଗୀତ | ଜଲାଲ ଆଦେନୀ |
ମୁକ୍ତିଲାଭ ତାରିଖ | ୨୮ ଅପ୍ରେଲ ୧୯୭୭ |
କଥାଚିତ୍ରର ସମୟ | ୧୩୯ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ଅନୁତାପ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ଜଲାଲ ଆଦେନୀ
- ଗୀତିକାର: ଶିର୍ଷାନନ୍ଦ ଦାସ କାନୁନଗୋ, ରଜନୀକାନ୍ତ ନାୟକ, ନିଜାମ[୨]
- ପ୍ରଚ୍ଛଦପଟ ଗାୟକ: ଜଲାଲ ଆଦେନୀ, ଭିକାରି ବଳ, କୁମୁଦିନୀ ମିଶ୍ର, ନିର୍ମଳ ମିଶ୍ର, ତାନସେନ ସିଂ[୩]
ଆଧାର
ସମ୍ପାଦନା- ↑ Indian Films. 1978.
- ↑ "ଆର୍କାଇଭ୍ କପି". Archived from the original on 2015-11-20. Retrieved 2016-01-11.
{{cite web}}
: Cite has empty unknown parameter:|1=
(help) - ↑ http://timesofindia.indiatimes.com/city/bhubaneswar/Tansen-Singh-in-penury/articleshow/18719341.cms
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅନୁତାପ