ସମଥିଙ୍ଗ୍ ସମଥିଙ୍ଗ୍ ୨

୨୦୧୪ର ଓଡ଼ିଆ କଥାଚିତ୍ର
(Something Something 2ରୁ ଲେଉଟି ଆସିଛି)

ସମଥିଙ୍ଗ୍ ସମଥିଙ୍ଗ୍ ୨, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନୁପ୍ରାସ ମହାନ୍ତି । ଚଳଚ୍ଚିତ୍ରଟିର ସଂଳାପ ଲେଖିଥିଲେ ନିର୍ମଳ ନାୟକ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ସମଥିଙ୍ଗ୍ ସମଥିଙ୍ଗ୍ ୨
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକଅନୁପ୍ରାସ ମହାନ୍ତି
ସଂଳାପନିର୍ମଳ ନାୟକ
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅଞ୍ଜନା, ଅଶ୍ୱିନୀ ତ୍ରିପାଠୀ, ଗୁଡ୍ଡୁ, ସିଲିଲ ମିତ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଆର୍ ଭଗତ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ଅଞ୍ଜନା, ଅଶ୍ୱିନୀ ତ୍ରିପାଠୀ, ଗୁଡ୍ଡୁ, ସଲିଲ ମିତ୍ର, ପ୍ରଶାନ୍ତ ମହାପାତ୍ର, ଧିରେନ୍ଦ୍ର ବସ ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଆରେରେ ରେ" 
2."ପ୍ରେମ ହେଇ ଯାଏରେ" 
3."ପ୍ରେମ ହେଲା କାହିଁକି (ନାରୀ)" 
4."ପ୍ରେମ ହେଲା କାହିଁକି (ପୁରୁଷ)" 
5."ରାମା ଚିଲିକାମା ପ୍ରେମ" 
6."ତ‌ତେ ଭଲ ପାଇବାରେ" 
7."ତ‌ତେ ଭଲ ପାଇବାରେ" 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Something Something 2 Odia Film Cast & Crew, Walpapers, Songs". Best Odisha. Archived from the original on 17 September 2017. Retrieved 12 September 2017.

ବାହାର ଆଧାର ସମ୍ପାଦନା