ରାଜା ହରିଶ୍ଚନ୍ଦ୍ର
୧୯୮୪ର ଓଡ଼ିଆ କଥାଚିତ୍ର
(Raja Harishchandraରୁ ଲେଉଟି ଆସିଛି)
ରାଜା ହରିଶ୍ଚନ୍ଦ୍ର, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରମର୍ଥୀ ପଦ୍ମାକ୍ଷୀ । ଭଞ୍ଜ କିଶୋର ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଓ ସି. ଏସ୍. ଆର୍. ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ରାଜା ହରିଶ୍ଚନ୍ଦ୍ର | |
---|---|
ନିର୍ଦ୍ଦେଶକ | ରାଓ ସି. ଏସ୍. ଆର୍. |
ପ୍ରଯୋଜକ | ନିରମର୍ଥୀ ପଦ୍ମାକ୍ଷୀ |
ସଂଳାପ | ଭଞ୍ଜ କିଶୋର ପଟ୍ଟନାୟକ |
ଚିତ୍ରନାଟ୍ୟ | ରାଓ ସି. ଏସ୍. ଆର୍. |
କଳାକାର | ଚକ୍ରପାଣି ସୁଜାତା ଆନନ୍ଦ ଜୟା ବି. ନରେନ୍ଦ୍ର ବେହେରା ଜୟୀରାମ ସାମଲ ଅଶୋକ ଚକ୍ରବର୍ତ୍ତୀ |
ଚିତ୍ରଗ୍ରହଣ | ଏସ୍. ପାର୍ଥସାରଥୀ |
ସମ୍ପାଦକ | ହରିନାରାୟଣ ମଧୁ |
ମୁକ୍ତିଲାଭ ତାରିଖ | ୧୬ ମାର୍ଚ୍ଚ ୧୯୮୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚକ୍ରପାଣି, ସୁଜାତା ଆନନ୍ଦ, ଜୟା ବି., ନରେନ୍ଦ୍ର ବେହେରା, ଜୟୀରାମ ସାମଲ, ଅଶୋକ ଚକ୍ରବର୍ତ୍ତୀ, ରୋଜାରମଣୀ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ମାମିନା, ବଳିୟାର ସିଂହ, ଦିଲୀପ, ସ୍ୱପ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ଚକ୍ରପାଣି
- ସୁଜାତା ଆନନ୍ଦ
- ଜୟା ବି.
- ନରେନ୍ଦ୍ର ବେହେରା
- ଜୟୀରାମ ସାମଲ
- ଅଶୋକ ଚକ୍ରବର୍ତ୍ତୀ
- ରୋଜାରମଣୀ
- ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
- ମାମିନା
- ବଳିୟାର ସିଂହ
- ଦିଲୀପ
- ସ୍ୱପ୍ନା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ସୁରେନ୍ଦ୍ର ବିଦ୍ୟାଧର ଓ ଶିବବ୍ରତ ଦାସ । ବାଣୀ ଜୟରାମ, ଏସ୍. ଜାନକୀ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରାଜା ହରିଶ୍ଚନ୍ଦ୍ର