ନିଜାମାବାଦ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ନିଜାମାବାଦ
నిజామాబాద్ نظام آباد ନିଜାମଙ୍କ ସହର | |
---|---|
ସହର | |
ରାଜ୍ୟ | ତେଲେଙ୍ଗାନା |
ଜିଲ୍ଲା | ନିଜାମାବାଦ |
Named for | ନିଜାମ |
Government | |
• Type | ନିଜାମାବାଦ ମହାନଗର ନିଗମ |
Area | |
• ସମୁଦାୟ | 144 km2 (56 sq mi) |
Elevation | 395 m (1,296 ft) |
Population (2011 census)[୧] | |
• Total | ୩,୧୦,୪୬୭ |
• Rank | ତୃତୀୟ |
• Density | 2,200/km2 (5,600/sq mi) |
Demonym | Nizamabadi |
ଭାଷା | |
• ସରକାରୀ | ତେଲୁଗୁ, ଉର୍ଦ୍ଦୁ |
Time zone | UTC+୫.୩୦ (IST) |
ପିନ କୋଡ଼ | 503001,02,03 |
Telephone code | 91-8462 |
ଯାନବାହାନ ପଞ୍ଚୀକରଣ | TS 16 |
Sex ratio | 1001/1000 Females/males ♂/♀ |
Literacy | 80.31% |
Lok Sabha constituency | Nizamabad |
Vidhan Sabha constituency | Nizamabad Urban |
Website | www |
ନିଜାମାବାଦ, ତେଲେଙ୍ଗାନାର ଏକ ସହର ଓ ନିଜାମାବାଦ ଜିଲ୍ଲାର ସଦର ମହକୁମା।
ଭୌଗଳିକ ଅବସ୍ଥିତି ସମ୍ପାଦନା
ନିଜାମାବାଦ ୧୮.୬୭୧୫ ଉତ୍ତର ଅକ୍ଷାଂଶ ଓ ୭୮.୦୯୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୫୩ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିଜାମାବାଦ ସହରର ମୋଟ ଜନସଂଖ୍ୟା ୭୧୩୫୫ ଅଟେ ।[୩] ସେଥି ମଧ୍ୟରୁ ୫୦.୪୬% ଜଣ ପରୁଷ ହୋଇଥିବା ବେଳେ ୪୯.୫୪% ଜଣ ନାରୀ ଅଟନ୍ତି । ନିଜାମାବାଦର ସାକ୍ଷରତା ହାର ୫୯.୯୪% ଅଟେ । ଏହା ଜାତୀୟ ହାରଠାରୁ ୪.୯୦% ପ୍ରତିଶତ କମ ଅଟେ । ସେଥିରୁ ୩୩.୫୦% ପ୍ରତିଶତ ପୁରୁଷ ଓ ୨୬.୪୪% ନାରୀ ଅଟନ୍ତି । ୧୩.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା ସମ୍ପାଦନା
ତେଲୁଗୁ ନିଜାମାବାଦର ସରକାରୀ ଭାଷା ଅଟେ ।
ପାଣିପାଗ ସମ୍ପାଦନା
Nizamabad | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ନିଜାମାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୩.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୦୩୮.୩ mm/inches ହୋଇଥାଏ ।
Climate data for Nizamabad, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 30.6 (87.1) |
33.2 (91.8) |
37.4 (99.3) |
40.3 (104.5) |
41.5 (106.7) |
36.3 (97.3) |
31.9 (89.4) |
30.7 (87.3) |
31.9 (89.4) |
32.3 (90.1) |
30.7 (87.3) |
29.6 (85.3) |
33.8 (92.8) |
ହାରାହାରି ସର୍ବନିମ୍ନ °C (°F) | 14.8 (58.6) |
17.5 (63.5) |
21 (70) |
24.5 (76.1) |
27 (81) |
24.8 (76.6) |
23.5 (74.3) |
22.9 (73.2) |
22.6 (72.7) |
20.6 (69.1) |
17 (63) |
13.7 (56.7) |
20.8 (69.4) |
Average rainfall mm (inches) | 10.2 (0.402) |
6 (0.24) |
9.2 (0.362) |
11.8 (0.465) |
25.9 (1.02) |
158.7 (6.248) |
288.3 (11.35) |
266 (10.47) |
157.9 (6.217) |
80.2 (3.157) |
19.2 (0.756) |
4.9 (0.193) |
୧,୦୩୮.୩ (୪୦.୮୭୮) |
ହାରାହାରି ମେଘାତ୍ସନ ଦିବସ | 0.5 | 0.7 | 0.8 | 1.3 | 1.5 | 9 | 13.7 | 13.2 | 7.8 | 3.8 | 1.1 | 0.5 | 53.8 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.1 | 0.1 | 0.1 | 1.4 | 1.2 | 2.3 | 1.8 | 1.2 | 1.1 | 1.1 | 0.2 | 0 | 10.6
|
ହାରାହାରି କୁହୁଡ଼ି ଘେରା ଦିବସ | 0.4 | 0 | 0 | 0 | 0 | 0 | 0 | 0 | 0 | 0 | 0.5 | 1.6 | 2.5 |
Source: India Meteorological Department (temperatures and precipitation)[୫][୬] |
ଇତିହାସ ସମ୍ପାଦନା
ପର୍ଯ୍ୟଟନ ସମ୍ପାଦନା
ଆଧାର ସମ୍ପାଦନା
- ↑ "Population 2011" (PDF). The Registrar General & Census Commissioner, India. Retrieved 9 ଜୁଲାଇ 2014.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;coor
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 ଜୁନ 2004. Retrieved 24 ସେପ୍ଟେମ୍ବର 2015.
- ↑ "World Weather Information Service -Nizamabad". Worldweather.wmo.int. 5 ଅକ୍ଟୋବର 2006. Retrieved 28 ଜୁନ 2015.
- ↑ "{{subst:PAGENAME}}- Climatological Information". India Meteorological Department. Retrieved 29 ମଇ 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 ମଇ 2014.
ଅଧିକ ତଥ୍ୟ ସମ୍ପାଦନା
ଏହି ଲେଖାଟି ତେଲେଙ୍ଗାନାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |