ଲୋହାର୍ଡ଼ଗା
(Lohardagaରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Lohardaga
लोहरदग्गा | |
---|---|
Town | |
ଦେଶ | India |
ରାଜ୍ୟ | Jharkhand |
ଜିଲ୍ଲା | Lohardaga |
Elevation | 647 m (2,123 ft) |
Population (2001) | |
• Total | ୪୬,୨୦୪ |
ଭାଷା | |
• ସରକାରୀ | Hindi, Santali |
Time zone | UTC+5:30 (IST) |
PIN |
ଲୋହାର୍ଡ଼ଗା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଝାଡ଼ଖଣ୍ଡର ଲୋହର୍ଦଗ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ଲୋହାର୍ଡ଼ଗା ୨୩.୪୩୩୧ ଉତ୍ତର ଅକ୍ଷାଂଶ ଓ ୮୪.୬୭୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୦୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲୋହାର୍ଡ଼ଗା ସହରର ମୋଟ ଜନସଂଖ୍ୟା ୩୯୭୯୦ ଅଟେ ।[୨] ସେଥି ମଧ୍ୟରୁ ୫୧.୮୩% ଜଣ ପରୁଷ ହୋଇଥିବା ବେଳେ ୪୮.୧୭% ଜଣ ନାରୀ ଅଟନ୍ତି । ଲୋହାର୍ଡ଼ଗାର ସାକ୍ଷରତା ହାର ୭୪.୭୮% ଅଟେ । ଏହା ଜାତୀୟ ହାରଠାରୁ ୯.୯୪% ପ୍ରତିଶତ କମ ଅଟେ । ସେଥିରୁ ୪୧.୨୭% ପ୍ରତିଶତ ପୁରୁଷ ଓ ୩୩.୫୧% ନାରୀ ଅଟନ୍ତି । ୧୪.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.