ଦେଓଗଡ଼

ଝାଡ଼ଖଣ୍ଡ ରାଜ୍ୟର ଏକ ସହର
(Deogharରୁ ଲେଉଟି ଆସିଛି)


ଦେଓଗଡ଼ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଝାଡ଼ଖଣ୍ଡର ଦେଓଗଡ଼ ଜିଲ୍ଲାରେ ଅବସ୍ଥିତ ।

ଦେଓଗଡ଼
Deoghar
देवघर
ଦେବଗଡ଼ (Devghar)
ସହର
ଦେଶଭରତ
ରାଜ୍ୟଝାଡ଼ଖଣ୍ଡ
ଜିଲ୍ଲାଦେଓଗଡ଼
Area
 • ସମୁଦାୟ337 km2 (130 sq mi)
Elevation
254 m (833 ft)
ଭାଷା
 • ସରକାରୀହିନ୍ଦୀ, ଓଡ଼ିଆ
Time zoneUTC+୫:୩୦ (IST)
ପିନ୍
୮୧୪୧୧୨
ଟେଲିଫୋନ କୋଡ଼00916432
ଯାନବାହାନ ପଞ୍ଚୀକରଣJH-15
ପୁରୁଷ-ନାରୀ ଅନୁପାତ୯୨୧ /


ଭୌଗଳିକ ଅବସ୍ଥିତି

ସମ୍ପାଦନା

ଦେଓଗଡ଼ ୨୪.୪୮୯୮ ଉତ୍ତର ଅକ୍ଷାଂଶ ଓ ୮୬.୬୯୯୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଦେଓଗଡ଼ ସହରର ମୋଟ ଜନସଂଖ୍ୟା ୯୮୩୭୨ ଅଟେ ।[] ସେଥି ମଧ୍ୟରୁ ୫୪.୬୫% ଜଣ ପରୁଷ ହୋଇଥିବା ବେଳେ ୪୫.୩୫% ଜଣ ନାରୀ ଅଟନ୍ତି । ଦେଓଗଡ଼ର ସାକ୍ଷରତା ହାର ୭୫.୮୯% ଅଟେ । ଏହା ଜାତୀୟ ହାରଠାରୁ ୧୧.୦୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୪.୬୨% ପ୍ରତିଶତ ପୁରୁଷ ଓ ୩୧.୨୭% ନାରୀ ଅଟନ୍ତି । ୧୨.୦୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ଓଡ଼ିଆ, ହିନ୍ଦୀ ଦେଓଗଡ଼ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା