ଭବାନୀ ଶଙ୍କର ଭୋଇ
ଓଡ଼ିଆ ରାଜନୀତିଜ୍ଞ
(Bhabani Shankar Bhoiରୁ ଲେଉଟି ଆସିଛି)
ଭବାନୀ ଶଙ୍କର ଭୋଇ (ଜନ୍ମ: ୨୫ ଅପ୍ରେଲ ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଭବାନୀ ଶଙ୍କର ଭୋଇ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ପ୍ରଫୁଲ୍ଲ ମାଝୀ |
ନିର୍ବାଚନ ମଣ୍ଡଳୀ | ତଳସରା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ଅପ୍ରେଲ ୧୯୮୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ଲତିକା ସା |
ବାପା/ବୋଉ | ପରମେଶ୍ୱର ଭୋଇ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଭବାନୀ ଶଙ୍କର ଭୋଇ ୧୯୮୦ ମସିହାର ଅପ୍ରେଲ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପରମେଶ୍ୱର ଭୋଇ ଓ ପତ୍ନୀଙ୍କ ନାମ ଲତିକା ସା । ତାଙ୍କର ଶିକ୍ଷାଗତ ଯୋଗ୍ୟତା +୨ ।[୧]
ରାଜନୈତିକ ଜୀବନ
ସମ୍ପାଦନାଭବାନୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Bhabani Shankar Bhoi". odishaassembly.nic.in. Odisha Assembly. Retrieved 5 October 2020.
{{cite web}}
: Cite has empty unknown parameter:|dead-url=
(help)
ବାହାର ଆଧାର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ Bhabani Shankar Bhoi-ସମ୍ପର୍କିତ ମିଡ଼ିଆ