୨୦୧୮ ପୁରୁଷ ହକି ବିଶ୍ୱକପ

ହକି ବିଶ୍ୱକପ

ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଭୁବନେଶ୍ୱରରେସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଚାଲିଥିଲା । ଏହାର ଉଦଘାଟନ ଉତ୍ସବ ୨୭ ନଭେମ୍ବରରେ ଜାକ ଯମକର ସହ ସମାପ୍ତ ହୋଇଛି । ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ ଏବଂ ଏ.ଆର ରହମାନ ଯୋଗ ଦେଇଥିଲେ ।[୧] ଏଥି ସହ ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ[୨] ପ୍ରଦର୍ଶିତ ହୋଇଥିଲା ।

୨୦୧୮ ପୁରୁଷ ହକି ବିଶ୍ୱକପ
Tournament details
Host countryଭାରତ
Cityଭୁବନେଶ୍ୱର
Teams୧୬ (from ୫ confederations)
Venue(s)କଳିଙ୍ଗ ଷ୍ଟାଡିୟମ
Top three teams
Runner-up Netherlands
Third place Australia
Tournament statistics
Matches played୩୬
Goals scored୧୫୭ (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । per match)
Top scorer(s)Australia Blake Govers
Belgium Alexander Hendrickx (୭ goals)
Best playerBelgium Arthur Van Doren
୨୦୧୪ (previous) (next) ୨୦୨୨
2018 ହକି ବିଶ୍ୱକପ ଆରମ୍ଭ
ଡ୍ରୋଣ ଉଡ଼ାଣ କାର୍ଯ୍ୟକ୍ରମର ଏକ ଦୃଶ୍ୟ

ଓଲି: ୨୦୧୮ ହକି ବିଶ୍ୱକପର ମାସ୍କଟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ 

ପ୍ରତିଯୋଗୀତାଟିର ପଦ୍ଧତି  ସମ୍ପାଦନା

ଅଂଶଗ୍ରହଣ କରୁଥିବା ୧୬ ଜଣ ଦଳକୁ ଚାରୋଟି ବିଭାଗରେ ବଣ୍ଟନ କରାଯାଇଅଛି । ପ୍ରତ୍ୟେକ ଦଳ ନିଜ ବିଭାଗରେ ଥିବା ଅନ୍ୟ ଦଳଗୁଡ଼ିକ ସହ ଥରେ ଥରେ ଖେଳିବେ । ପ୍ରତି ବିଭାଗରେ ପ୍ରଥମ ସ୍ଥାନ ଦାଖଲ କରିଥିବା ଦଳ କ୍ୱାର୍ଟର ଫାଇନାଲକୁ ଯିବେ । ଅନ୍ୟପକ୍ଷରେ ପ୍ରତି ବିଭାଗରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳଗୁଡ଼ିକ କ୍ରସ ଓଭର ଖେଳିବେ । ସେଠାରେ ଏକ ସିଙ୍ଗଲ ଏଲିମିନେସନ ପ୍ରତିଯୋଗିତା ହେବ । ଯେଉଁଠାରେ ହାରିଲାମାତ୍ରକେ ବିଶ୍ୱକପ ଦୌଡରୁ ଦଳଟି ବାଦ ପଡ଼ିଯିବ । ବିଶ୍ୱ ହକିର ୧୬ଟି ରାଷ୍ଟ୍ରକୁ ନେଇ ୧୯ ଦିନ ଧରି ଖେଳାଯିବାକୁ ଥିବା ପ୍ରତିଯୋଗିତାରେ ମୋଟ ୩୬ଟି ମ୍ୟାଚ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ମୋଟ ୨୪ଟି ଲିଗ୍‍ ମ୍ୟାଚ ଖେଳାଯିବ। ଡିସେମ୍ବର ୧୦ ଓ ୧୧ରେ ୪ଟି କ୍ରସ ଓଭର ମ୍ୟାଚ ଖେଳାଯିବାବେଳେ ୧୨ ଓ ୧୩ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ। ୧୫ରେ ୨ଟି ସେମିଫାଇନାଲ ଓ ୧୬ରେ ୩ୟ ସ୍ଥାନ ଓ ଫାଇନାଲ ମ୍ୟାଚ ଖେଳାଯିବ।[୩]

ନିଲାମୀ ସମ୍ପାଦନା

ମାର୍ଚ୍ଚ ୨୦୧୩ ମସିହାରେ ଏହି ୨୦୧୮ ପୁରୁଷ ବିଶ୍ୱକପ ନିମିତ୍ତ ଅଷ୍ଟ୍ରେଲିଆ, ବେଲଜିୟମ, ଭାରତ, ମାଲେସିଆ ଏବଂ ନିଉଜିଲାଣ୍ଡ ନିଲାମୀ ଧରିଥିଲେ ।[୪][୫] ବିଭିନ୍ନ କାରଣବଶତଃ ବେଲଜିୟମ ଏବଂ ଅଷ୍ଟ୍ରେଲିଆ ଏହି ନିଲାମୀ ଦୌଡରୁ ବାହାରିଯାଇଥିଲେ ।[୬][୭] ୭ ନଭେମ୍ବର ୨୦୧୩ ମସିହାରେ ଏକ ଭବ୍ୟ ସମାରୋହରେ ଭାରତରେ ଏହି ପ୍ରତିଯୋଗିତା ହେବ ବୋଲି ଘୋଷଣା କରାଯାଇଥିଲା ।

ଯୋଗ୍ୟତା ଅର୍ଜନ ସମ୍ପାଦନା

ନିମ୍ନରେ କେଉଁ ଦଳ କିଭଳି ଯୋଗ୍ୟତା ଅର୍ଜନ କଲେ ତାହା ଦର୍ଶାଯାଇଛି ।[୮]

ଦିନ ଘଟଣା ସ୍ଥାନ ଯୋଗ୍ୟତା ଅର୍ଜନକାରୀ
7 November 2013 Host nation   India (5)
15–25 ଜୁନ 2017 2016–17 FIH Hockey World League Semifinals London, England   England (7)
  Malaysia (12)
  Canada (11)
  Pakistan (13)
  ଚୀନ (17)
8–23 ଜୁଲାଇ 2017 Johannesburg, South Africa   Belgium (3)
  Germany (6)
  New Zealand (8)
  Spain (9)
  Ireland (10)
  France (16)
4–12 ଅଗଷ୍ଟ 2017 2017 Pan American Cup Lancaster, United States   Argentina (2)
19–27 ଅଗଷ୍ଟ 2017 2017 EuroHockey Nations Championship Amstelveen, Netherlands   Netherlands (4)
11–15 ଅକ୍ଟୋବର 2017 2017 Oceania Cup Sydney, Australia   Australia (1)
11–22 ଅକ୍ଟୋବର 2017 2017 Hockey Asia Cup Dhaka, Bangladesh 1
22–29 ଅକ୍ଟୋବର 2017 2017 Hockey Africa Cup of Nations Ismailia, Egypt   South Africa (15)
^1 – ଭାରତ ଉଭୟ ଅୟୋଜନକାରୀ ଦେଶ ଏବଂ ମହାଦେଶୀୟ ବିଜୟୀ ଦଳ ଭାବରେ ଯୋଗ୍ୟତା ଅର୍ଜନ କରିଥିଲା । ତେଣୁ ସେହି କୋଟାରେ ଚୀନକୁ ଯୋଗ୍ୟତା ମିଳିଥିଲା । ଚୀନ ପ୍ରଥମ ଥର ପାଇଁ ଏହି ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳିବା ଲାଗି ଯୋଗ୍ୟତା ହାସଲ କରିଛି ।[୯]

ଟିକଟ ବିକ୍ରି ସମ୍ପାଦନା

କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସର ଗ୍ୟାଲେରି ସଂପ୍ରସାରଣ କରାଯାଇ ଦର୍ଶକଙ୍କ ସଂଖ୍ୟା ୨୦ ହଜାରକୁ ବୃଦ୍ଧି କରା ଯାଇଥିବା ବେଳେ ସାଧାରଣ ଦର୍ଶକଙ୍କ ଲାଗି ୧୫ ହଜାର ଟିକଟ ବିକ୍ରି କରାଯିବ ।

ଲିଗ୍‍, କ୍ରସ୍‍ ଓଭର ଓ କ୍ୱାର୍ଟରଫାଇନାଲ ମ୍ୟାଚ ଟିକଟ ମୂଲ୍ୟ ସମ୍ପାଦନା

ପୂର୍ବ ଷ୍ଟାଣ୍ଡ- ୨୦୦ ଟଙ୍କା

ଉତ୍ତର ଷ୍ଟାଣ୍ଡ -୧୦୦ ଟଙ୍କା

ଦକ୍ଷିଣ ଷ୍ଟାଣ୍ଡ- ୧୦୦ ଟଙ୍କା[୩]

ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ର ଟିକଟ ମୂଲ୍ୟ ସମ୍ପାଦନା

ପୂର୍ବ ଷ୍ଟାଣ୍ଡ- ୨୫୦ ଟଙ୍କା

ଉତ୍ତର ଷ୍ଟାଣ୍ଡ -୧୫୦ ଟଙ୍କା

ଦକ୍ଷିଣ ଷ୍ଟାଣ୍ଡ-୧୫୦ ଟଙ୍କା[୩]

ପ୍ରଚାର ଓ ପ୍ରସାର ସମ୍ପାଦନା

ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ‘ମାଇ ହାର୍ଟ ବିଟ୍‍ସ ଫର୍‍ ହକି’ କାର୍ଯ୍ୟକ୍ରମ ଏବଂ ‘ସକାଳେ ଓଡ଼ିଶା, ସନ୍ଧ୍ୟାରେ ହକି’- ଏହି ସ୍ଲୋଗାନ୍‍ ନେଇ ଭାରତର ବଡ଼ ବଡ଼ ସହରଗୁଡିକ ସହ, ସିଡ୍‍ନୀ, ମ୍ୟୁନିକ୍‍, ଲଣ୍ଡନ ସହରଗୁଡ଼ିକରେ ପ୍ରଚାର ଓ ପ୍ରସାର ଚାଲୁଅଛି । [୧୦] ବିଶ୍ୱକପ୍‍ର ମାସ୍କଟ୍‍ ‘ଓଲି’କୁ ପୁରୀ ବେଳାଭୂମିରେ ଉନ୍ମୋଚନ କରାଯାଇଥିଲା ।[୧୧]

ଭୁବନେଶ୍ୱରର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିଶ୍ୱକପ୍‌ ଟ୍ରଫି ପ୍ରତିକୃତି ୧୬ ଅକ୍ଟୋବରରେ ଉନ୍ମୋଚିତ ହୋଇଥିଲା । [୧୨]

 
ହକି ବିଶ୍ୱକପ ପ୍ରଚାର ପାଇଁ ଭୁବନେଶ୍ୱରରେ ଖୋଲାଯାଇଥିବା ହକି ଆଡ୍ଡା

ପ୍ରସ୍ତୁତି ପର୍ଯ୍ୟାୟ ସମ୍ପାଦନା

ପ୍ରତି ଦଳକୁ ପିଏସ୍‍ଓ ଓ ପେଟ୍ରୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। କ୍ଲୋଜ ସର୍କିଟ କ୍ୟାମେରା, ଡ୍ରୋନ୍ କ୍ୟାମେରା ଉପଯୋଗ ହେବାସହ କ୍ୟୁଏଟି ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ ।[୧୩][୧୪] ପଶ୍ଚିମ ଓଡ଼ିଶା କାରିଗରୀମାନଙ୍କଦ୍ୱାରା ଇକତ ହସ୍ତଶିଳ୍ପ ଓ ଡ୍ରୋକ୍ରା, କଟକ କାରିଗରୀମାନଙ୍କଦ୍ୱାରା ତାରକସୀ କାରୁକାର୍ଯ୍ୟ ଓ ନବରଙ୍ଗପୁର କାରିଗରୀମାନଙ୍କଦ୍ୱାରା ଲାଖ କାର୍ଯ୍ୟ ପ୍ରସ୍ତୁତ କରାଯିବ। ଉକ୍ତ ହସ୍ତଶିଳ୍ପକୁ ଉପହାର ଖେଳାଳି, ଅଫିସିଆଲ ଓ ସ୍ୱତନ୍ତ୍ର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯିବ ।[୧୫] ପାନ୍ଥନିବାସଠାରେ ଆୟୋଜିତ ହୋଇଥିଲା ହକି ବିଶ୍ୱକପ ଜାତୀୟ ସ୍ତରୀୟ ଚିତ୍ରକଳା ଶିବିର, ଏଥିରେ ସ୍ଥାନ ପାଇଥିବା ଚିତ୍ରକଳାଗୁଡିକୁ ବିଶ୍ୱକପ ସମୟରେ ପ୍ରଦର୍ଶିତ କରାଯିବ ।[୧୬] ବିଶ୍ୱକପ ସମୟରେ ବଡ଼ ଏଲଇଡି ମାଧ୍ୟମରେ ଦର୍ଶକ ଫ୍ୟାନ ପାର୍କରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ସହିତ ପୁରସ୍କାର ମଧ୍ୟ ହାସଲ କରିବାର ସୁଯୋଗ ରହିଛି । [୧୭]

ବିଶ୍ୱକପ୍ ଉଦଘାଟନୀ ସମାରୋହରେ ହିନ୍ଦୀ ଚଳଚ୍ଚିତ୍ର ନାୟକ ଶାହରୁଖ ଖାନ୍ ଯୋଗ ଦେବେ । ବିଶ୍ୱକପର ମୁଖ୍ୟ ସଙ୍ଗୀତ ଏଆର୍ ରହମାନ୍ ପ୍ରସ୍ତୁତ କରିଛନ୍ତି ।[୧୮]

ଉଦଘାଟନ ସମାରୋହ ସମ୍ପାଦନା

୨୭ ନଭେମ୍ବରରେ ହକି ବିଶ୍ୱ କପ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଥିଲା । ଏହି ସମାରୋହରେ ବହୁ ମାନ୍ୟଗଣ ବ୍ୟକ୍ତି ଯଥା ବଲିଉଡ କଳାକାର, ପୁରାତନ ୧୯୭୫ ବିଶ୍ୱକପ ବିଜେତା ଇତ୍ୟାଦି ଯୋଗ ଦେବା ସହ, ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ[୨] ପ୍ରଦର୍ଶିତ ହୋଇଥିଲା ।[୧୯][୨୦][୨୧]


ଫଳାଫଳ ସମ୍ପାଦନା

୨୭ ଫେବୃୟାରୀରେ କାର୍ଯ୍ୟକ୍ରମ ସାରଣୀ ପ୍ରକାଶ ପାଇଥିଲା ।[୨୨]

ପ୍ରଥମ ରାଉଣ୍ଡ  ସମ୍ପାଦନା

ପୁଲ ଏ  ସମ୍ପାଦନା

Pos Team Pld W D L GF GA GD Pts Qualification
  ଆର୍ଜେଣ୍ଟିନା ୧୦ +୨ କ୍ୱାଟର ଫାଇନାଲ
  ଫ୍ରାନ୍ସ +୧ କ୍ରସ ଓଭର
  ନିଉଜିଲାଣ୍ଡ -୨
  ସ୍ପେନ -୧ ବାହାରିଗଲେ

ଆଧାର ମୁଖ୍ୟ ୱେବସାଇଟ

29 November 2018
17:00
Argentina   ୪-୩   Spain
Mazzilli   4'15'
Peillat   15+'49'
Report González   3'
Romeu   14'
Ruiz   35'
Umpires:
Marcin Grochal (POL)
Javed Shaikh (IND)
29 November 2018
19:00
New Zealand   ୨-୧   France
Russell   16'
Jenness   56'
Report Charlet   59'
Umpires:
Martin Madden (SCO)
Peter Wright (RSA)

3 December 2018
19:00
Spain   ୧-୧   France
Iglesias   48' Report Clément   6'
Umpires:
Eric Koh (MAS)
Dan Barstow (ENG)
3 December 2018
19:00
New Zealand   ୦-୩   Argentina
Report Mazzilli   23'
Vila   41'
Martínez   55'
Umpires:
Ben Göntgen (GER)
Lim Hong Zhen (SGP)

6 December 2018
17:00
Spain   ୨-୨   New Zealand
Beltrán   9'
Iglesias   27'
Report Phillips   50'
Russell   56'
Umpires:
Peter Wright (RSA)
Raghu Prasad (IND)
6 December 2018
19:00
Argentina   ୩-୫   France
Martínez   28'
Peillat   44'48'
Report Genestet   18'
Charlet   23'
Coisne   26'
Baumgarten   30'
Goyet   54'
Umpires:
Eric Koh (MAS)
Jonas van't Hek (NED)


ପୁଲ ବି  ସମ୍ପାଦନା

Pos Team Pld W D L GF GA GD Pts Qualification
1   ଅଷ୍ଟ୍ରେଲିଆ ୧୬ +୧୫ କ୍ୱାଟର ଫାଇନାଲ
2   ଇଂଲଣ୍ଡ -୧ କ୍ରସ ଓଭର
3   ଚୀନ ୧୪ -୧୧
4   ଆୟରଲ୍ୟାଣ୍ଡ -୩ ବାହାରିଗଲେ
30 November 2018
17:00
Australia   ୨-୧   Ireland
Govers   11'
Brand   34'
Report O'Donoghue   13'
Umpires:
Jonas van't Hek (NED)
Francisco Vásquez (ESP)
30 November 2018
19:00
England   ୨-୨   ଚୀନ
Gleghorne   14'
Ansell   48'
Report Guo X.   5'
Du   59'
Umpires:
Eric Koh (MAS)
Gregory Uyttenhove (BEL)

4 December 2018
17:00
England   ୦-୩   Australia
Report Whetton   47'
Govers   50'
Weyer   56'
Umpires:
Raghu Prasad (IND)
David Tomlinson (NZL)
4 December 2018
19:00
Ireland   ୧-୧   ଚୀନ
Sothern   44' Report Guo J.   43'
Umpires:
Simon Taylor (NZL)
Javed Shaikh (IND)

7 December 2018
17:00
Australia   ୧୧-୦   ଚୀନ
Govers   10'19'34'
Zaleweski   15'
Craig   16'
Hayward   22'
Whetton   29'
Brand   33'55'
Wotherspoon   39'
Ogilvie   49'
Report
Umpires:
Diego Barbas (ARG)
Lim Hong Zhen (SGP)
7 December 2018
19:00
Ireland   ୨-୪   England
Cargo   35'
O'Donoghue   37'
Report Condon   15'
Ansell   37'
Gall   38'
Gleghorne   60+'
Umpires:
Marcin Grochal (POL)
Ben Göntgen (GER)


ପୁଲ ସି  ସମ୍ପାଦନା

Pos Team Pld W D L GF GA GD Pts Qualification
  ଭାରତ (ଆୟୋଜକ) +୫ କ୍ୱାଟର ଫାଇନାଲ
  ବେଲଜିଅମ +୧ କ୍ରସ ଓଭର
  କାନାଡା -୧
  ଦକ୍ଷିଣ ଆଫ୍ରିକା -୫ ବାହାରିଗଲେ
୨୮ ନଭେମ୍ବର ୨୦୧୮
୧୭:୦୦
Belgium   ୨-୧   Canada
ଡିନାଏର   ୩'
ବ୍ରିଏଲସ   ୨୨'
Report ପିଏରସନ   ୪୮'
Umpires:
ଆଦାମ କର୍ଣ୍ଷ (ଅଷ୍ଟ୍ରେଲିଆ)
ଲିମ ହଙ୍ଗ ଜେନ (SGP)
୨୮ ନଭେମ୍ବର ୨୦୧୮
୧୯:୦୦
India   ୫-୦   South Africa
ମନଦୀପ ସିଂ   ୧୦'
ଏ ସିଂ   ୧୨'
ଏସ ସିଂ   ୪୩'୪୬'
ଉପାଧ୍ୟାୟ   ୪୫'
Report
Umpires:
ବେନ ଗନ୍ତଯେନ (ଜର୍ମାନୀ)
ଡିଏଗୋ ବାର୍ବସ (ଆର୍ଜେଣ୍ଟିନା)

2 December 2018
17:00
Canada   ୧-୧   South Africa
Tupper   45' Report Ntuli   43'
Umpires:
Martin Madden (SCO)
Jonas van't Hek (NED)
2 December 2018
19:00
India   ୨-୨   Belgium
H. Singh   39'
S. Singh   47'
Report Hendrickx   8'
Gougnard   56'
Umpires:
Marcin Grochal (POL)
Francisco Vásquez (ESP)

8 December 2018
17:00
Belgium   5–1   South Africa
Hendrickx   14'22'
Gougnard   18'
Luypaert   30'
Charlier   48'
Report Spooner   1'
Umpires:
Eric Kim Lai Koh (MAS)
David Tomlinson (NZL)
8 December 2018
19:00
Canada   1–5   India
Van Son   39' Report Harmanpreet   12'
Chinglensana   46'
Lalit   47'57'
Amit   51'
Umpires:
Dan Barstow (ENG)
Simon Taylor (NZL)

ପୁଲ ଡି  ସମ୍ପାଦନା

Pos Team Pld W D L GF GA GD Pts Qualification
1   ଜର୍ମାନୀ +୪ କ୍ୱାଟର ଫାଇନାଲ
2   ନେଦରଲ୍ୟାଣ୍ଡ +୪ କ୍ରସ ଓଭର
3   ପାକିସ୍ତାନ -୧
4   ମାଲେସିଆ -୭ ବାହାରିଗଲେ
1 December 2018
17:00
Netherlands   7–0   Malaysia
Hertzberger   12'29'60'
Pruyser   21'
Van der Weerden   35'
Kemperman   42'
Brinkman   57'
Report
Umpires:
Raghu Prasad (IND)
Simon Taylor (NZL)
1 December 2018
19:00
Germany   1–0   Pakistan
Miltkau   36' Report
Umpires:
Dan Barstow (ENG)
David Tomlinson (NZL)

5 December 2018
17:00
Germany   4–1   Netherlands
Müller   30'
Windfeder   52'
Miltkau   54'
Rühr   58'
Report Verga   13'
Umpires:
Peter Wright (RSA)
Adam Kearns (AUS)
5 December 2018
19:00
Malaysia   1–1   Pakistan
Faizal   55' Report Atiq   51'
Umpires:
Gregory Uttenhove (BEL)
Diego Barbas (ARG)

9 December 2018
17:00
Malaysia   3–5   Germany
Razie   26'42'
Nabil   28'
Report Herzbruch   2'59'
Rühr   14'18'
Miltkau   39'
Umpires:
Javed Shaikh (IND)
Gregory Uyttenhove (BEL)
9 December 2018
19:00
Netherlands   5–1   Pakistan
Brinkman   7'
Verga   27'
De Voogd   37'
Croon   47'
Van der Weerden   59'
Report Bhutta   9'
Umpires:
Martin Madden (SCO)
Francisco Vásquez (ESP)

ଦ୍ୱିତୀୟ ରାଉଣ୍ଡ ସମ୍ପାଦନା

 
CrossoverQuarterfinalsSemifinalsFinal
 
              
 
 
 
 
12 December
 
 
  Argentina2
 
10 December
 
  England3
 
  England2
 
15 December
 
  New Zealand0
 
  England0
 
 
  Belgium6
 
 
13 December
 
 
  Germany1
 
11 December
 
  Belgium2
 
  Belgium5
 
16 December
 
  Pakistan0
 
  Belgium (p.s.o.)0 (3)
 
 
  Netherlands0 (2)
 
 
12 December
 
 
  Australia3
 
10 December
 
  France0
 
  France1
 
15 December
 
  ଚୀନ0
 
  Australia2 (3)
 
 
  Netherlands (p.s.o.)2 (4) Third place game
 
 
13 December16 December
 
 
  India1  England1
 
11 December
 
  Netherlands2   Australia8
 
  Netherlands5
 
 
  Canada0
 

କ୍ରସ ଓଭର ସମ୍ପାଦନା

10 December 2018
16:45
England   2–0   New Zealand
Calnan   25'
Taylor   44'
Report
Umpires:
Adam Kearns (AUS)
Raghu Prasad (IND)

10 December 2018
19:00
France   1–0   ଚୀନ
Clément   36' Report
Umpires:
Martin Madden (SCO)
Jonas van't Hek (NED)

11 December 2018
16:45
Belgium   5–0   Pakistan
Hendrickx   10'
Briels   13'
Charlier   27'
Dockier   35'
Boon   53'
Report
Umpires:
Marcin Grochal (POL)
Dan Barstow (ENG)

11 December 2018
19:00
Netherlands   5–0   Canada
Balk   16'
Kemperman   20'
Van Dam   40'58'
Brinkman   41'
Report
Umpires:
Peter Wright (RSA)
Diego Barbas (ARG)

କ୍ୱାର୍ଟର ଫାଇନାଲ ସମ୍ପାଦନା

12 December 2018
16:45
Argentina   2–3   England
Peillat   17'48' Report Middleton   27'
Calnan   45'
Martin   49'
Umpires:
Javed Shaikh (IND)
Ben Göntgen (GER)

12 December 2018
19:00
Australia   3–0   France
Hayward   4'
Govers   19'
Zalewski   37'
Report
Umpires:
Lim Hong Zhen (SGP)
Gregory Uttenhove (BEL)

13 December 2018
16:45
Germany   1–2   Belgium
Linnekogel   14' Report Hendrickx   18'
Boon   50'
Umpires:
Simon Taylor (NZL)
Francisco Vázquez (ESP)

13 December 2018
19:00
India   1–2   Netherlands
Akashdeep   12' Report Brinkman   15'
Van der Weerden   50'
Umpires:
David Tomlinson (NZL)
Adam Kearns (AUS)

ସେମି-ଫାଇନାଲ ସମ୍ପାଦନା

15 December 2018
16:00
England   0–6   Belgium
Report Boon   8'
Gougnard   19'
Charlier   42'
Hendrickx   45+'50'
Dockier   53'
Umpires:
David Tomlinson (NZL)
Ben Göntgen (GER)

15 December 2018
18:30
Australia   2–2   Netherlands
Howard   45'
Ockenden   60'
Report Schuurman   9'
Van Ass   20'
Penalties
Zalewski  
Beale  
Craig  
Brand  
Whetton  
Beale  
3–4   Hertzberger
  Pruyser
  Kemperman
  Van Ass
  Van Dam
  Hertzberger
Umpires:
Martin Madden (SCO)
Dan Barstow (ENG)

ତୃତୀୟ ସ୍ଥାନ ନିମିତ୍ତ ଖେଳ ସମ୍ପାଦନା

16 December 2018
16:30
England   1–8   Australia
Middleton   45' Report Govers   8'
Craig   9'19'34'
Mitton   32'
Brand   34'
Hayward   57'60'
Umpires:
Javed Shaikh (IND)
David Tomlinson (NZL)

ଫାଇନାଲ ସମ୍ପାଦନା

16 December 2018
19:00
WSF1 v WSF2
Report

ରିଆଙ୍କିଙ୍ଗ ସମ୍ପାଦନା

Pos Team Pld W D L GF GA GD Pts Final result
1   Belgium 7 5 2 0 22 5 +17 17 Gold medal
2   Netherlands 7 4 2 1 22 8 +14 14 Silver medal
3   Australia 6 5 1 0 29 4 +25 16 Bronze medal
4   England 7 3 1 3 12 23 −11 10 Fourth place
5   Germany 4 3 0 1 11 6 +5 9 Eliminated in
quarterfinals
6   India (H) 4 2 1 1 13 5 +8 7
7   Argentina 4 2 0 2 12 11 +1 6
8   France 5 2 1 2 8 9 −1 7
9   New Zealand 4 1 1 2 4 8 −4 4 Eliminated in
crossover matches
10   ଚୀନ 4 0 2 2 3 15 −12 2
11   Canada 4 0 1 3 3 13 −10 1
12   Pakistan 4 0 1 3 2 12 −10 1
13   Spain 3 0 2 1 6 7 −1 2 Eliminated in
group stage
14   Ireland 3 0 1 2 4 7 −3 1
15   Malaysia 3 0 1 2 4 13 −9 1
16   South Africa 3 0 1 2 2 11 −9 1
Source: FIH
Rules for classification: 1) round; 2) position in pools; 3) points in pools; 4) matches won; 5) goal difference; 6) goals for.
(H) Host.

ପୁରସ୍କାର ସମ୍ପାଦନା

ନିମ୍ନଲିଖିତ ପୁରସ୍କାରଗୁଡ଼ିକ ପ୍ରତିଯୋଗିତାର ଶେଷରେ ଦିଆଯାଇଥିଲା :

ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଗୋଲକିପର ଅଫ ଦ ଟୁର୍ଣ୍ଣାମେଣ୍ଟ ୟଙ୍ଗ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ସର୍ବାଧିକ ଗୋଲ କରିଥିବା ଖେଳାଳୀ ଫେୟାର ପ୍ଲେ ଆୱାର୍ଡ
  Arthur Van Doren   Primin Blaak   Thijs van Dam   Blake Govers
  Alexander Hendrickx
  Spain

ଗୋଲ କରିଥିବା ଖେଳାଳୀ ସମ୍ପାଦନା

There were 157 goals scored in 36 matches, for an average of 4.36 goals per match.

7 goals

6 goals

4 goals

3 goals

2 goals

1 goal

Source: FIH


ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2018-11-28. Retrieved 2018-11-28. {{cite web}}: Cite has empty unknown parameter: |1= (help)
  2. ୨.୦ ୨.୧ "ଆର୍କାଇଭ୍ କପି". Archived from the original on 2018-12-26. Retrieved 2018-11-28. {{cite web}}: Cite has empty unknown parameter: |1= (help)
  3. ୩.୦ ୩.୧ ୩.୨ "ଆର୍କାଇଭ୍ କପି". Archived from the original on 2018-09-17. Retrieved 2018-09-15. {{cite web}}: Cite has empty unknown parameter: |1= (help)
  4. "ଆର୍କାଇଭ୍ କପି". Archived from the original on 2013-11-09. Retrieved 2018-09-26. {{cite web}}: Cite has empty unknown parameter: |1= (help)
  5. "ଆର୍କାଇଭ୍ କପି". Archived from the original on 2013-11-09. Retrieved 2018-09-26. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2014-10-21. Retrieved 2018-09-26. {{cite web}}: Cite has empty unknown parameter: |1= (help)
  7. "ଆର୍କାଇଭ୍ କପି". Archived from the original on 2018-09-28. Retrieved 2018-09-26. {{cite web}}: Cite has empty unknown parameter: |1= (help)
  8. "ଆର୍କାଇଭ୍ କପି" (PDF). Archived (PDF) from the original on 2017-08-04. Retrieved 2018-09-26. {{cite web}}: Cite has empty unknown parameter: |1= (help)
  9. "ଆର୍କାଇଭ୍ କପି". Archived from the original on 2018-10-15. Retrieved 2018-10-12. {{cite web}}: Cite has empty unknown parameter: |1= (help)
  10. "ଆର୍କାଇଭ୍ କପି". Archived from the original on 2018-09-18. Retrieved 2018-09-16. {{cite web}}: Cite has empty unknown parameter: |1= (help)
  11. "ଆର୍କାଇଭ୍ କପି". Archived from the original on 2018-10-15. Retrieved 2018-10-12. {{cite web}}: Cite has empty unknown parameter: |1= (help)
  12. http://www.dharitri.com/main/news/78729
  13. https://m.dailyhunt.in/news/india/oriya/odisha+live-epaper-odishliv/purusha+haki+bishvkapa+pain+kauntadaun+aarambha+sajei+heuchi+kalinga+shtadiyam-newsid-95178681
  14. https://m.dailyhunt.in/news/india/oriya/odisha+live-epaper-odishliv/haki+bishvkap+ku+jagiba+drona+kyamera-newsid-97149131
  15. "ଆର୍କାଇଭ୍ କପି". Archived from the original on 2018-09-25. Retrieved 2018-09-21. {{cite web}}: Cite has empty unknown parameter: |1= (help)
  16. "ଆର୍କାଇଭ୍ କପି". Archived from the original on 2021-04-17. Retrieved 2018-10-07. {{cite web}}: Cite has empty unknown parameter: |1= (help)
  17. "ଆର୍କାଇଭ୍ କପି". Archived from the original on 2020-02-05. Retrieved 2018-09-24. {{cite web}}: Cite has empty unknown parameter: |1= (help)
  18. "ଆର୍କାଇଭ୍ କପି". Archived from the original on 2021-04-13. Retrieved 2018-10-12. {{cite web}}: Cite has empty unknown parameter: |1= (help)
  19. "ଆର୍କାଇଭ୍ କପି". Archived from the original on 2018-12-26. Retrieved 2018-11-28. {{cite web}}: Cite has empty unknown parameter: |1= (help)
  20. "ଆର୍କାଇଭ୍ କପି". Archived from the original on 2018-11-28. Retrieved 2018-11-28. {{cite web}}: Cite has empty unknown parameter: |1= (help)
  21. "ଆର୍କାଇଭ୍ କପି". Archived from the original on 2018-11-28. Retrieved 2018-11-28. {{cite web}}: Cite has empty unknown parameter: |1= (help)
  22. "Pools and match schedule for Odisha Hockey Men's World Cup Bhubaneswar 2018 revealed". FIH. 27 February 2018. Archived from the original on 26 December 2018. Retrieved 15 September 2018.

ବାହ୍ୟ ଆଧାର ସମ୍ପାଦନା